Daily Archives

August 21, 2020

କୋଭିଡ୍ ଟେଷ୍ଟରେ ରେକର୍ଡ କଲା ଓଡ଼ିଶା । କରୋନା ପରୀକ୍ଷାରେ ଦ୍ୱିତୀୟ ସ୍ଥାନରେ ଓଡିଶା । ପ୍ରତି ୧୦ଲକ୍ଷରେ ଦୈନିକ ଅଧିକ…

କନକ ବ୍ୟୁରୋ: କୋଭିଡ୍ ଟେଷ୍ଟରେ ରେକର୍ଡ କଲା ଓଡ଼ିଶା । ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ଦୈନିକ ଅଧିକ କରୋନା ପରୀକ୍ଷା କରି ଦେଶର ବଡ଼ ବଡ଼ ରାଜ୍ୟକୁ ପଛରେ ପକାଇଦେଲା ଓଡ଼ିଶା । କେବଳ ଗୋଆକୁ ଛାଡ଼ି ଦେଲେ ଓଡ଼ିଶା କରୋନା ପରୀକ୍ଷାରେ ୨ ନମ୍ବର ସ୍ଥାନ ହାସଲ କରିଛି । ସେହିପରି ମୃତ୍ୟୁହାର କମ କରିବାରେ…

ଜୈନ ମନ୍ଦିରରେ ପୂଜା ପାଇଁ ଅନୁମତି ବେଳେ ସୁପ୍ରମିକୋର୍ଟ ପ୍ରଧାନ ବିଚାରପତି ଉଠାଇଲେ ପୁରୀ ରଥଯାତ୍ରାର କଥା: କହିଲେ,…

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଜୈନ ମନ୍ଦିରରେ ପୂଜା କରିବା ପାଇଁ ଅନୁମତି ଦେବା ବେଳେ ଆଜି ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ଉଠାଇଥିଲେ ପୁରୀ ରଥଯାତ୍ରା ଓ ଭଗବାନ ଜଗନ୍ନାଥଙ୍କ କଥା । ସେ କହିଥିଲେ, ଏହି ଦ୍ୱନ୍ଦ ଠିକ୍ ପୁରୀ ଦ୍ୱନ୍ଦ୍ୱ ଭଳି । ଶନିବାର ଓ ରବିବାର ପର୍ଯ୍ୟୁସନ ପର୍ବରେ ଜୈନ…

ନିର୍ବାଚନ ପାଇଁ ମାର୍ଗଦର୍ଶିକା ଜାରି: ମାସ୍କ ଓ ଗ୍ଲୋଭସ ପିନ୍ଧି ପରିଚାଳନା କରିବେ ସମସ୍ତ କର୍ମଚାରୀ; ପଡ଼ିଆରେ ସାମାଜିକ…

କନକ ବ୍ୟୁରୋ: କରୋନା ସମୟରେ ନିର୍ବାଚନ କେମିତି କରାଯିବ, ସେନେଇ ଗାଇଡଲାଇନ୍ ଜାରି କରିଛନ୍ତି ନିର୍ବାଚନ କମିଶନ । ନିର୍ବାଚନ କାର୍ଯ୍ୟରେ ସଂପୃକ୍ତ ସମସ୍ତ ବ୍ୟକ୍ତି ମାସ୍କ ପିନ୍ଧିବେ । ନିର୍ବାଚନ ହେଉଥିବା ଘର କିମ୍ବା କୋଠରୀରେ ପ୍ରବେଶ ସମୟରେ ଥର୍ମାଲ ସ୍କ୍ରିନିଂ କରାଯିବ । ସାମାଜିକ ଦୂରତା…

ଅକ୍ଷମ ହୋଇ ବି ପୁଅ ସଫଳତାର ଶିଢି ଚଢିବା ପରେ ଭାବବିହ୍ୱଳ ହୋଇଗଲା ମାଆ । ପ୍ଲାଷ୍ଟିକ ହାତରେ ଜୀବନ ପରୀକ୍ଷା…

କନକ ବ୍ୟୁରୋ: ପୁଅ ମୋର କଳା ଠାକୁର । ସେ କାଳିଆ ସୁନା, ଚଳନ୍ତି ଜଗନ୍ନାଥ । ତାର ହାତ ନଥାଉ, ସେ ହାରିଯାଇନି । ଜୀବନ ସହ ଲଢି ଲଢି ଯୁଦ୍ଧ ଜିତିଛି । ଅକ୍ଷମ ହୋଇ ବି ସକ୍ଷମଙ୍କ ଭଳି ସଫଳତାର ଶିଢି ଚଢିଛି, ମୋ ଘରକୁ ଜଗା ଆସିଛି, ଜଗା ଆସିଛି । ପ୍ଲାଷ୍ଟିକ ହାତରେ ପରୀକ୍ଷା ଦେଇ ପୁଅ ପାସ୍…

ଭୁବନେଶ୍ୱରରେ ମାଡ଼ି ଚାଲିଛି କରୋନା ଭୂତାଣୁ । ଆଜି ଆଉ ୩୨୪ ପଜିଟିଭ୍ ଚିହ୍ନଟ, ସଙ୍ଗରୋଧ କେନ୍ଦ୍ରରୁ ୧୭୩ ଏବଂ ଲୋକାଲରୁ…

କନକ ବ୍ୟୁରୋ: ଭୁବନେଶ୍ୱରରେ ମାଡ଼ି ଚାଲିଛି ଭୂତାଣୁ । ପୁଣି ଚିହ୍ନଟ ହେଲେ ୩୨୪ ପଜିଟିଭ୍ । ଯେଉଁଥରେ ସଙ୍ଗରୋଧ କେନ୍ଦ୍ରରୁ ୧୭୩ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୫୧ଟି ଲୋକାଲ୍ କେସ୍ ଆସିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କିଏ କେଉଁ କେଉଁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ତାଙ୍କ ବାବଦରେ…

ବଗଲା ଜମି ବିବାଦ ପ୍ରସଙ୍ଗ: ଜିଲ୍ଲା ପ୍ରଶାସନର ଜମି ବିକ୍ରୀକୁ ବିରୋଧ କରି ପୁରୀରେ ବିଜେପିର ଧାରଣା; ମାମଲା ବିଚାରାଧୀନ…

କନକ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ଥିବା ବଗଲା ଧର୍ମଶାଳାର ଜମିକୁ ଘରୋଇ ଲଜ ତିଆରି ପାଇଁ ହସ୍ତାନ୍ତର ପ୍ରକ୍ରିୟା ଚାଲିଥିବା ନେଇ ଅଭିଯୋଗ ହେବା ପରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେପି । ପୁରୀ, ବ୍ରହ୍ମଗିରି ବିଧାୟକଙ୍କ ସମେତ ଜିଲ୍ଲା ବିଜେପି ପକ୍ଷରୁ ଆଜି ପୁରୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।…