Daily Archives

August 21, 2020

ଦୂତୀ ପାଇବେ ଅର୍ଜୁନ ପୁରସ୍କାର । କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ବର୍ଗରେ କ୍ରୀଡ଼ା ପୁରସ୍କାର ଘୋଷଣା । ୫…

କନକ ବ୍ୟୁରୋ: ଓଡ଼ିଆ ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କୁ ମିଳିବ ଅଜୁର୍ନ ପୁରସ୍କାର । ଦେଶର ପ୍ରତିଭାବାନ୍ କ୍ରୀଡ଼ାବିତଙ୍କୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ବର୍ଗରେ କ୍ରୀଡ଼ା ପୁରସ୍କାର ଘୋଷଣା । ରାଜୀବ ଗାନ୍ଧି ଖେଳରତ୍ନ, ଅର୍ଜୁନ ପୁରସ୍କାର, ଦ୍ରୋଣାଚାର୍ଯ୍ୟ ପୁରସ୍କାର ଓ…

କରୋନା କାଳରେ ନିର୍ବାଚନ ନେଇ ମାର୍ଗଦର୍ଶିକା ଜାରି । ଅନଲାଇନରେ ହେବ ନୋମିନେସନ୍ । କୋଭିଡ୍ ନିୟମକୁ ଦିଆଯିବ ଗୁରୁତ୍ୱ,…

କନକ ବ୍ୟୁରୋ: କରୋନା କାଳରେ କେମିିତି ହେବ ନିର୍ବାଚନ । ସେ ନେଇ ଜାତୀୟ ନିର୍ବାଚନ ଆୟୋଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ସମ୍ପୂର୍ଣ୍ଣ କୋଭିଡ୍ କଟକଣା ନିୟମାନୁସାରେ ହେବ ନିର୍ବାଚନ । ତେବେ ନିର୍ବାଚନ ପାଇଁ ପ୍ରାର୍ଥୀମାନେ ଅନଲାଇନରେ ନୋମିନେସନ କରିବେ । ଦୁଇଟି ୱେବସାଇଟରେ…

ବିଧାତା ରଚିଲା ବର୍ଷା ବିପଦ: ଭାଙ୍ଗିଦେଲା ଘର, ଭସାଇନେଲା ଆଦିବାସୀ ଝିଅର ଭବିଷ୍ୟତ । ରକ୍ତର ନହୋଇ ହାତ ବଢ଼ାଇଲେ ହୃଦୟର…

କନକ ବ୍ୟୁରୋ: ଏହି ଝାଟିମାଟିର ଭଙ୍ଗା ଦଦରା କୁଡିଆରୁ ସ୍ୱପ୍ନ ସଜାଡୁଥିଲା ଗରିବ ଆଦିବାସୀ ଝିଅ । ଅଭାବ ଅନଟନର ଅନ୍ଧାର ଭିତରେ ଗରିବ ଘରୁ ଗଢୁଥିଲା ସ୍ୱପ୍ନର ସୁନେଲୀ ଭବିଷ୍ୟତ । ହେଲେ ବିଧାତା ରଚିଲା ବର୍ଷାର ବିଚିତ୍ର ଖେଳ । ମୁଣ୍ଡ ଉପରୁ ଛାତ ତ ନେଇଗଲା, ଆଉ ଛାତିରେ ଦେଇଗଲା ଅନେକ…

ମାଥିଲିରେ କାହିଁକି ସ୍ୱାମୀଙ୍କ ମୁହଁରେ ମଖାଗ୍ନୀ ଦେଇଥିଲେ ସ୍ତ୍ରୀ? କନକ ନ୍ୟୁଜରେ କହିଲେ ପୁରା କାହାଣୀ,…

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲା ମାଥିଲିରେ କାହିଁକି ସ୍ୱାମୀଙ୍କ ମୁହଁରେ ମଖାଗ୍ନି ଦେଇଥିଲେ ସ୍ତ୍ରୀ । କନକ ନ୍ୟୁଜରେ କହିଲେ ପୁରା କାହାଣୀ । କହିଲେ ମହାମାରୀ କରୋନା ସଂକ୍ରମଣ ଭୟରେ ସ୍ୱାମୀଙ୍କ ଶବର ପାଖ ମାଡିଲେନି ସାହିଭାଇ କିମ୍ବା ଛୁଇଁଲେ ନାହିଁ ସଂପର୍କୀୟ । ତେଣୁ ମଶାଣିକୁ ନେବା…

କରୋନା ପରୀକ୍ଷାରେ ଦେଶର ଦ୍ୱିତୀୟ ସ୍ଥାନରେ ଓଡିଶା: ୧୦ଲକ୍ଷ ନମୁନା ପରୀକ୍ଷା ବର୍ଗରେ ପ୍ରଥମ ସ୍ଥାନରେ ଗୋଆ; ଜାତୀୟ…

କନକ ବ୍ୟୁରୋ: ଦୈନିକ କରୋନା ପରୀକ୍ଷାରେ ଦେଶରେ ଓଡିଶା ଦ୍ୱିତୀୟ । ପ୍ରତି ୧୦ ଲକ୍ଷରେ ନମୂନା ପରୀକ୍ଷାରେ ଗୋଆ ପ୍ରଥମ ସ୍ଥାନରେ ଥିବା ବେଳେ ଓଡିଶା ଦ୍ୱିତୀୟ ସ୍ଥାନରେ ରହିଛି । ଜାତୀୟ ହାରଠୁ ଓଡିଶାରେ ହୋଇଛି ଅଧିକ ନମୂନା ପରୀକ୍ଷା । ବଡ ବଡ଼ ରାଜ୍ୟ ତୁଳନାରେ ଓଡିଶାରେ ଆଗରେ ରହିଛି । ନମୂନା…

କୂଅରୁ ମିଳିଲା ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ: ମାଆ ଓ ୨ ଛୁଆଙ୍କ ମୃତଦେହ ଉଦ୍ଧାର; ଘଟଣା ପଛରେ ପାରିବାରିକ କଳହ…

କନକ ବ୍ୟୁରୋ: କୋରାପୁଟ କୋଟ୍ଟପାଡ ପୌରାଂଚଳର ୧୩ ନମ୍ବର ୱାର୍ଡର ଏକ କୂଅରୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ୩ ଜଣଙ୍କ ମଧ୍ୟରେ ୨୧ ବର୍ଷର ମା, ୨ ବର୍ଷର ପୁଅ ଓ ୮ ମାସର ଝିଅ ଅଛି । ଘଟଣା ପଛରେ ପାରିବାରିକ କଳହ ଅନୁମାନ କରାଯାଉଛି । ପୁଲିସ ଘଟଣାସ୍ଥଳରେ ପଂହଚି…