Daily Archives

August 19, 2020

ଚାକିରି ନେଉଛି କରୋନା । ଗତ ୪ ମାସ ମଧ୍ୟରେ ଭାରତରେ ଚାକିରି ହରାଇଲେଣି ୧ କୋଟି ୮୯ ଲକ୍ଷ ବ୍ୟକ୍ତି, ସେଣ୍ଟର ଫର୍…

କନକ ବ୍ୟୁରୋ : କରୋନା ମହାମାରୀର ମୁକାବିଲା ପାଇଁ ହୋଇଥିବା ତାଲାବନ୍ଦ  ଦେଶର କୋଟିଏରୁ ଅଧିକ ଲୋକଙ୍କ ଚାକିରି ନେଇଛି । ଭାରତରେ ଗତ ୪ ମାସରେ ପ୍ରାୟ ୧ କୋଟି ୮୯ ଲକ୍ଷ ବ୍ୟକ୍ତି ଚାକିରି ହରାଇଛନ୍ତି । ଏଭଳି ଚମକାଇ ଦେଲା ଭଳି ସୂଚନା ମିଳିଛି ସେଂଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନମି  କରିଥିବା…

ଧର୍ମଶାଳା ଭାଙ୍ଗିଲା, ଏବେ ଧର୍ମଶାଳା କର । ବଗଲା ଧର୍ମଶାଳା ଜାଗାକୁ ଲଜ୍ ମାଲିକଙ୍କୁ ଦେବା ନେଇ ଉଠିଲା ବିବାଦ, ଗରିବ…

କନକ ବ୍ୟୁରୋ : ପୁରୀର ବଗଲା ଧର୍ମଶାଳାର ଜାଗାକୁ ଲଜ୍ ମାଲିକଙ୍କୁ ଦେବାକୁ ନେଇ ମୁଣ୍ଡ ଟେକିଛି ବିବାଦ । ଏହି ଜମିରେ ପୁଣି ଧର୍ମଶାଳା ତିଆରି ପାଇଁ ଦାବି ଜୋର ଧରିଛି । ଗରିବ ଭକ୍ତ ପାଇଁ ଥିବା ଏହି ଧର୍ମଶାଳାକୁ ୧୯୦୫ ମସିହାରେ ଜଣେ ବ୍ୟକ୍ତି ପୁରୀ ପ୍ରଶାସନକୁ ଦାନ ସୂତ୍ରରେ ଦେଇଥିଲେ ।…

କରୋନାକୁ ନେଇ ଘରୋଇ ସଂସ୍ଥା ଦେଲା ଚମକାଇ ଦେଲା ଭଳି ତଥ୍ୟ । ଭାରତରେ ୨୪ ପ୍ରତିଶତ ଲୋକଙ୍କ ଠାରେ ସୃଷ୍ଟି ହୋଇଗଲାଣି…

କନକ ବ୍ୟୁରୋ : ଦେଶର ୨୫ ପ୍ରତିଶତ ଲୋକଙ୍କ ନିକଟରେ ସୃଷ୍ଟି ହୋଇଛି ଆଣ୍ଟିବଡି ବା ରୋଗ ପ୍ରତିରୋଧକ ଶକ୍ତି । ଅର୍ଥାତ ପ୍ରତି ୪ ଜଣଙ୍କ ମଧ୍ୟରୁ ଜଣଙ୍କ ନିକଟରେ କରୋନା ବିରୋଧରେ ଲଢ଼େଇ ପାଇଁ ରୋଗ ପ୍ରତିରୋଧକ ଶକ୍ତି ରହିଛି । ଦେଶର ବିଭିନ୍ନ ସହରରେ ୨ ଲକ୍ଷ ନମୁନା ସଂଗ୍ରହ କରି ସେରୋ ସର୍ଭେ…

ବର୍ଷା କଲା ବେହାଲ । କେନ୍ଦ୍ରାପଡାରେ ବିଭିନ୍ନ ଅଫିସରେ ପସିଲା ପାଣି, ମାଲକାନଗିରିରେ ଏଯାଏଁ କମିନି ବନ୍ୟା ସ୍ଥିତି । 

କନକ ବ୍ୟୁରୋ : ଲଘୁଚାପ ପ୍ରଭାବରେ ଗତ ରାତିରୁ ଲାଗି ରହିଛି ପ୍ରବଳ ବର୍ଷା । ମୂଷଳଧାରାରେ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନ ଜଳମୟ ହୋଇଛି । କେନ୍ଦ୍ରାପଡାରେ ଅଫିସ ଭିତରେ ଲହଡି ଭାଙ୍ଗୁଛି ଆଣ୍ଠୁଏ ଉଚ୍ଚର ପାଣି । ଅଫିସ ସମ୍ମୁଖରେ ସୃଷ୍ଟି ହୋଇଛି ଜଳାଶୟର ଭ୍ରମ । ସେପଟେ ଖରସ୍ରୋତା ଓ…

ସିବିଆଇ ଖୋଲିବ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ । ଯାଞ୍ଚ ପାଇଁ ସୁପ୍ରିମକୋର୍ଟ ଦେଲେ ଗ୍ରୀନ୍ ସିଗନାଲ, ଗର୍ଲଫ୍ରେଣ୍ଡ ରିୟା…

କନକ ବ୍ୟୁରୋ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ କରିବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ । ଏହି ମାମଲାର ତଦନ୍ତକୁ ନେଇ ବିହାର ଓ ମୁମ୍ବାଇ ପୋଲିସ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିବା ବେଳେ ସିବିଆଇ ତଦନ୍ତ ସପକ୍ଷରେ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଏଥିସହ…

ଛାତିକୋରି ଦେଲା ଦେଶର ଦୁଇଟି ଚିତ୍ର । ଜଣେ କୁକୁରକୁ ଜୀବନ ଦେଇ ନିଜ ଛୁଆ ପରି ସ୍ନେହ କରୁଛି, ଅନ୍ୟ ଜଣେ ସୈତାନ ସାଜି…

କନକ ବ୍ୟୁରୋ: ଗୋଟିଏ ପଟେ ସ୍ନେହର ଚିତ୍ର, ଅନ୍ୟପଟେ ସୈତାନୀର ଚିତ୍ର । ଗୋଟେ ପଟେ ଜୀବେଦୟାର ଦୃଶ୍ୟ, ଅନ୍ୟପଟେ ଜୀବହତ୍ୟାର ଜ୍ୱଳନ୍ତ ସତ । ଜଣେ ମଣିଷ ପଣିଆର ମହାନ ମନ୍ଦିର, ଅନ୍ୟ ଜଣେ ନୃଶଂସତାର ନଗ୍ନ ଉଦାହରଣ । ଆପଣଙ୍କ ସାମ୍ନାରେ ଥିବା ଏ ଦୁଇଟି ଚିତ୍ର ପଶୁଙ୍କ ପ୍ରତି ଥିବା ମଣିଷର ଦୁଇଟି…