Daily Archives

August 19, 2020

ବର୍ଷାରେ ବେହାଲ ସରକାରୀ ଅଫିସ । କେନ୍ଦ୍ରାପଡା ତିନିମୁହାଣୀରେ ଉଠା ଜଳସେଚନ ବିଭାଗ ଅଫିସ ଭିତରେ ପଶିଲା ବର୍ଷା ଜଳ,…

କନକ ବ୍ୟୁରୋ: ସରକାରୀ ଅଫିସ ଭିତରେ ପଶିଲା ବର୍ଷା ପାଣି । ଗୋଟିଏ ଦିନର ବର୍ଷାରେ ବେହାଲ ସରକାରୀ ଅଫିସ । କେନ୍ଦ୍ରାପଡା ଜିଲ୍ଲା ତିନି ମୁହାଣୀରେ ଥିବା ଉଠା ଜଳସେଚନ ବିଭାଗ ଅଫିସ ଭିତରେ ବର୍ଷା ଜଳ ଜମି ରହିଛି । ଅଫିସ ଭିତରେ ବର୍ଷା ପାଣି ଲହଡି ଭାଙ୍ଗୁଥିବା ବେଳେ ପାଣି ଭିତରେ ବସି କାମ…

ଭୁବନେଶ୍ୱରରେ ମାଡ଼ି ଚାଲିଛି କରୋନା ଭୂତାଣୁ । ଆଜି ଆଉ ୩୭୦ ପଜିଟିଭ୍ ଚିହ୍ନଟ, ସଙ୍ଗରୋଧ କେନ୍ଦ୍ରରୁ ୨୦୪, ଲୋକାଲରୁ…

କନକ ବ୍ୟୁରୋ: ଭୁବନେଶ୍ୱରରେ ମାଡ଼ି ଚାଲିଛି ଭୂତାଣୁ । ପୁଣି ଚିହ୍ନଟ ହେଲେ ୩୭୦ ପଜିଟିଭ୍ । ଯେଉଁଥିରେ ସଙ୍ଗରୋଧ କେନ୍ଦ୍ରରୁ ୨୦୪ଟି ପଜିଟିଭ୍ କେସ୍ ଆସିଥିବାବେଳେ ୧୬୬ଟି ଲୋକାଲ୍ କେସ୍ ଆସିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କିଏ କେଉଁ କେଉଁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ତାଙ୍କ ବାବଦରେ…

ସମୟ ଚକ୍ରରେ ବଦଳିଗଲା କୁନି କୁନି ପିଲାଙ୍କ ଭବିଷ୍ୟତ । ୨୦୧୩ର ଶିଶୁ ଶ୍ରମିକ ୨୦୨୦ର ସଫଳ ଛାତ୍ର, ଜୀବନ ବଦଳାଇ ଦେଲେ…

କନକ ବ୍ୟୁରୋ: ବାସ୍ତବିକ୍ ସମୟ ଚକ୍ରରେ ଆମେ ସମସ୍ତେ ବନ୍ଧା । କେତେବେଳେ କାହା ଭାଗ୍ୟ ବଦଳି ଯାଏ ତାହା କାହାକୁ ଜଣା ନଥାଏ । ସେଥିପାଇଁ ତ କୁହାଯାଏ, ସମୟ ବଡ ବଳବାନ । ଠିକ୍ ସେମିତି, ସେଇ ସମୟ ଚକ୍ର ହିଁ ବଦଳାଇ ଦେଇଛି କିଛି ନିରିହ ଶିଶୁଙ୍କ ଭବିଷ୍ୟତ ।ସେବେର ଶିଶୁ ଶ୍ରମିକ ଏବେର ସଫଳ…

ଭରା ନଦୀରେ ବିପଦପୁର୍ଣ୍ଣ ନୌକା ଯାତ୍ରା । ଅସ୍ତରଙ୍ଗ ଦେବୀ ନଦୀରେ ‘ବିଜୁ ସେତୁ’ କାମ ଅଧାରେ ଥିବାରୁ ଡଙ୍ଗାରେ ପାଣି…

କନକ ବ୍ୟୁରୋ: ହୀରାକୁଦ ଡ୍ୟାମ ରୁ୨୦ଟି ଗେଟ ଖୋଳାଯିବାପରେ ଦେବୀ ନଦୀରେ ଚଳିତ ବର୍ଷ ପ୍ରଥମ ବନ୍ୟାଜଳ ପ୍ରବେଶ କରିଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ କାକଟପୁର ବ୍ଲକର ଲୋକେ ଆତଙ୍କିତ ହୋଇ ଉଠିଛନ୍ତି । କିନ୍ତୁ ଦେବୀ ନଦୀରେ ଯାତ୍ରୀ ପରିବହନ ପାଇଁ ପ୍ରାୟ ୫ଟି ଫେରି ଘାଟ ଚାଲିଛି । ହେଲେ ନଦୀରେ…

୨୪ ଘଣ୍ଟାରେ ଅବପାତର ରୂପ ନେବ ଲଘୁଚାପ । ପ୍ରଭାବରେ ୧୦ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରି ସତର୍କ ରହିବା ପାଇଁ…

କନକ ବ୍ୟୁରୋ: ୨୪ ଘଂଟାରେ ଅବପାତର ରୂପ ନେବ ଲଘୁଚାପ । ଆସନ୍ତା ୨୪ ଘଂଟାରେ ଅବପାତର ରୂପ ନେବ ଉତର ଉତର ପଶ୍ଚିମ ବଙ୍ଗୋପସାଗରରେ ଥିବା ଲଘୁଚାପ । ଏବେ ଏହା ପଶ୍ଚିମଦିଗରେ ଗତି କରିଛି । ଏହା ପ୍ରଭାବରେ  ଆଜି ଓ ଆସନ୍ତାକାଲି ୨ ଦିନ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସଂଭାବନା ରହିଛି…

ଲଗାଣ ବର୍ଷାରେ ଦିଲ୍ଲୀର ହାଲ୍ ବେହାଲ୍ : ପାଣିରେ ବୁଡ଼ିଛି ଦିଲ୍ଲୀ ଏନସିଆର୍ , କାନ୍ଥ ପଡ଼ି ଭାଙ୍ଗିଛି ନୂଆ ନୂଆ ଗାଡ଼ି ।

ଦେଶର ରାଜଧାନୀ ଦିଲ୍ଲୀର ହାଲ୍ ବେହାଲ୍ । ଲଗାଣ ବର୍ଷାରେ ବୁଡ଼ିଛି ଦିଲ୍ଲୀ । ବୁଧବାର ସକାଳୁ ଦିଲ୍ଲୀରେ ତୁହାକୁ ତୁହା ବର୍ଷା ଲାଗିରହିଛି । ଲଗାଣବର୍ଷା କାରଣରୁ ଦିଲ୍ଲୀ ସଡ଼କ ପାଣି ପାଣି ହୋଇଯାଇଛି । ଯେଉଁଥିପାଇଁ ଠାଏଁ ଠାଏଁ ସ୍ଥାନରେ ପ୍ର୍ରବଳ ଟ୍ରାଫିକ୍ ଜାମ୍ ବି ଦେଖିବାକୁ ମିଳିଛି ।…