Daily Archives

July 21, 2020

ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୪୦୦ ସୁସ୍ଥ, ମୋଟ୍ ସୁସ୍ଥଙ୍କ ସଂଖ୍ୟା ୧୩ ହଜାର ୩୦୯କୁ ବୃଦ୍ଧି ।

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ସବୁ ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା । ରାଜ୍ୟରେ ସୁସ୍ଥ ହେଲେ ୪୦୦ କରୋନା ଆକ୍ରାନ୍ତ । ତେବେ ସୁସ୍ଥଙ୍କ ମଧ୍ୟରେ; ଗଞ୍ଜାମରୁ ୧୩୭, କଟକରୁ ୫୮, ଖୋର୍ଦ୍ଧାରୁ ୪୬, କୋରାପୁଟରୁ ୪୧, ଯାଜପୁରରୁ ୩୭, କେନ୍ଦୁଝରରୁ ୧୪, କେନ୍ଦ୍ରାପଡ଼ାରୁ ୧୦, ମୟୂରଭଞ୍ଜରୁ…

ଭଲ ଖବର : ବିଶ୍ୱରେ କରୋନା ସଂକ୍ରମଣ ଓ ମୃତ୍ୟୁହାର ତୁଳନାରେ ଭାରତରେ ସଂକ୍ରମଣ ଓ ମୃତ୍ୟୁହାର କମ ।

କନକ ବ୍ୟୁରୋ : ଭାରତରେ କରୋନା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବଢିଚାଲିଥିଲେ ମଧ୍ୟ ପ୍ରତି ୧୦ ଲକ୍ଷ ଜନସଂଖ୍ୟା ପିଛା ଏହା ସମଗ୍ର ବିଶ୍ୱର ସର୍ବନିମ୍ନ ସ୍ତରରେ ରହିଛି । ବିଶ୍ୱରେ ହାରାହାରି ପ୍ରତି ୧୦ ଲକ୍ଷ ଲୋକଙ୍କ ମଧ୍ୟରୁ ୭୭ ଜଣ କରୋନା ସଂକ୍ରମିତ ମୃତ୍ୟୁବରଣ କରୁଥିବାବେଳେ ଭାରତରେ ତାହା…

ସିଲଭରସିଟିରେ ବଢୁଛି ସଂକ୍ରମଣ । ପୁଣି ୩୨ ନୂଆ ପଜିଟିଭ୍ ଚିହ୍ନଟ, କେଉଁ କେଉଁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ନୂଆ…

କନକ ବ୍ୟୁରୋ : ସିଲଭରସିଟିରେ ବଢୁଛି ସଂକ୍ରମଣ । ପୁଣି ୩୨ ନୂଆ ପଜିଟିଭ୍ ଚିହ୍ନଟ, କେଉଁ କେଉଁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ନୂଆ ଆକ୍ରାନ୍ତ, ଟ୍ୱିଟ୍ କରି ସିଏମସି ଦେଲା ସୂଚନା । କଟକରୁ ଆଜି ୫ଟି ସ୍ଥାନୀୟ ସଂକ୍ରମଣ ସମେତ ୩୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟ ୨୬ ଜଣ ସଂଗରୋଧ…

ବ୍ରହ୍ମପୁର ଜେଲରୁ ଫୋନ କରି ସ୍ଥିତି ବଖାଣିଲେ ଅନ୍ତେବାସୀ । କହିଲେ, ବଢୁଛି କରୋନା ଭୟ, ମାଡୁଛି ଡ଼ର । ସମସ୍ୟାର ସମାଧାନ…

କନକ ବ୍ୟୁରୋ: କଏଦୀଙ୍କୁ କରୋନା ଭୟ । ବ୍ରହ୍ମପୁର ମଣ୍ଡଳ କାରାଗାରରେ ରହୁଥିବା ଅନ୍ତେବାସୀଙ୍କୁ ଘାରିଛି କରୋନା ସଂକ୍ରମଣର ଭୟ । ଜେଲ ଭିତରୁ ଜଣେ କଏଦୀ କନକ ନ୍ୟୁଜ୍ର ପ୍ରତିନିଧିଙ୍କୁ ଫୋନ୍ କରି ଅନୁରୋଧ କରିଛନ୍ତି ଯେ ସେମାନଙ୍କ ସମସ୍ୟା ପ୍ରତି ସରକାର ଧ୍ୟାନ ଦିଅନ୍ତୁ । ଅତି ବ୍ୟସ୍ତ ହୋଇ…

ଭୂତାଣୁ ଭିତରେ ଭୁବନେଶ୍ୱର ପାଇଁ ଭଲ ଖବର । କରୋନାରୁ ଏକାଥରେ ୪୯ ଆକ୍ରାନ୍ତ ସୁସ୍ଥ , ମୋଟ୍ ସୁସ୍ଥ ସଂଖ୍ୟା ୬୨୫କୁ…

କନକ ବ୍ୟୁରୋ: ଭୂତାଣୁ ଭିତରେ ଭୁବନେଶ୍ୱର ପାଇଁ ଭଲ ଖବର । ଆଜି ସ୍ମାର୍ଟସିଟିରୁ ଏକାଥରେ ସୁସ୍ଥ ହୋଇଛନ୍ତି ୪୯ ଜଣ ଆକ୍ରାନ୍ତ । ତେବେ ଆଜିର ସୁସ୍ଥଙ୍କୁ ମିଶାଇ ଭୁବନେଶ୍ୱରରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୬୨୫କୁ ବୃଦ୍ଧି ପାଇଛି । ତେବେ ଅନ୍ୟପଟେ ଆଜି ରାଜଧାନୀବାସୀଙ୍କୁ ଆଶ୍ୱସ୍ତିକଲା ଭଳି ଖବର…

୨୪ ଘଣ୍ଟା ଭିତରେ ସତର୍କ ରୁହ ୧୧ ଜିଲ୍ଲା ! ପ୍ରବଳ ବର୍ଷା ଓ ବଜ୍ରପାତ ବିପଦ ଥିବା ନେଇ ୟେଲୋ ୱାର୍ଣ୍ଣିଂ ଜାରି ।…

କନକ ବ୍ୟୁରୋ: ୧୧ ଜିଲ୍ଲାକୁ ସତର୍କ ଘଣ୍ଟି । ଆସନ୍ତାକାଲି ସୁଦ୍ଧା ରାଜ୍ୟର ୧୧ ଜିଲ୍ଲାକୁ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପରାମର୍ଶ । ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢ଼େଙ୍କାନାଳ, ବାଲେଶ୍ୱର, ଭଦ୍ରକ, କନ୍ଧମାଳ…