Daily Archives

July 2, 2020

ସମୟରେ ଆସିଲା, ଇତିହାସ ରଚିଲା । ୧୬୭ ବର୍ଷରେ ପ୍ରଥମଥର ପାଇଁ ଶହେ ପ୍ରତିଶତ ଟ୍ରେନ ନିର୍ଦ୍ଧାରିତ ସମୟରେ ଆସି ଇତିହାସ…

ଭାରତରେ ଅଧିକ ସଂଖ୍ୟକ ଟ୍ରେନ ଚାଲୁଥିଲେ ମଧ୍ୟ ଟ୍ରେନ ଯାତ୍ରାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି ନାହିଁ । ଖାସକରି ଜରୁରୀ କାମ ଥିଲେ ଟ୍ରେନରେ ଯାତ୍ରା କରିବାକୁ କେହି ଚାହାନ୍ତି ନାହିଁ । ଏହା ପଛରେ ମଧ୍ୟ ଏକ ବଡ କାରଣ ରହିଛି । ଭାରତୀୟ ରେଳ ପଛରେ ବିଳମ୍ବିତ ଟ୍ୟାଗ କାହିଁ କେଉଁ କାଳରୁ ରହି…

ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ୫୫ କରୋନା ପଜିଟିଭ୍ ଚିହ୍ନଟ । ରୋଗୀ ଓ ରୋଗୀଙ୍କ ସହାୟକ ସଂକ୍ରମିତ, ଏସସିବିରୁ…

କନକ ବ୍ୟୁରୋ: କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ୫୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୮ ରୋଗୀ ହୋଇଥିବାବେଳେ ସହାୟକ ଓ ନର୍ସ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଏତେ ସଂଖ୍ୟାରେ କ୍ୟାନସର ରୋଗୀ କରୋନା ସଂକ୍ରମିତ ହେବା ଚିନ୍ତା ଜନକ…

ବଡ଼ଦାଣ୍ଡରେ କାଳିଆ ସୁନା । କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ରଥରେ ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହେଲେ…

କନକ ବ୍ୟୁରୋ: ସୁନାବେଶ ବା ରାଜାଧିରାଜ ବେଶ । ବାହୁଡା ପରେ ତିନିଠାକୁର ସୁନାବେଶ ଧାରଣ କରିଛନ୍ତି । ମହଣ ମହଣ ସୁନା ଅଳଙ୍କାରରେ ଭୂଷିତ ହୋଇ ରଥ ଉପରେ ଝଟକୁଛନ୍ତି ଶ୍ରୀଜିଉ । ଭଣ୍ଡାର ଘରୁ ଦିଅଁଙ୍କ ସ୍ୱତନ୍ତ୍ର ସ୍ୱର୍ଣ୍ଣ ଆଭୂଷଣ ଅଣାଯାଇ ଲାଗି କରାଯାଇଛି । ମନ୍ଦିର ବାହାରେ ବର୍ଷକରେ ଥରେ…

‘କାଳିଆ’ ପରେ ଆସିଲା ‘ବଳରାମ’ ଯୋଜନା । ଭୂମିହୀନ ଚାଷୀଙ୍କୁ କୃଷି ଋଣ ଯୋଜନା ପାଇଁ ନୂଆ…

କନକ ବ୍ୟୁରୋ: ‘କାଳିଆ’ ପରେ ‘ବଳରାମ’ ଯୋଜନା । ଏହି ଯୋଜନାରେ ରାଜ୍ୟର ପ୍ରାୟ ୭ ଲକ୍ଷ ଭୂମିହୀନ ଚାଷୀଙ୍କୁ କୃଷି ଋଣ ଯୋଗାଇ ଦିଆଯିବ । ପ୍ରାୟ ୧ ହଜାର ୪୦ କୋଟି ଟଙ୍କାର ଋଣ ଯୋଗାଣ ଲକ୍ଷ୍ୟ ରଖାଯାଇଛି । ଜଏଂଟ୍ ଲିଆବିଲିଟି ଗ୍ରୁପ ମାଧ୍ୟମରେ ଋଣ ଯୋଗାଣ ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ…

କରୋନା ପାଇଁ ପ୍ଲାଜମା ଚିକିତ୍ସା, ରୋଗ ଭଲ କରିବେ ରୋଗୀ । ଓଡ଼ିଶାର ୪ ପ୍ରମୁଖ କୋଭିଡ୍ ହସ୍ପିଟାଲରେ ଆରମ୍ଭ ହେବ ପ୍ଲାଜମା…

କନକ ବ୍ୟୁରୋ: ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମାଧ୍ୟମରେ ରୋଗ ଭଲ କରିବା ପାଇଁ ଉଦ୍ୟମ ଆରମ୍ଭ କରିବ ଓଡ଼ିଶା । ଅର୍ଥାତ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ଅତ୍ୟାଧୁନିକ ପ୍ଲାଜମା ଥେରାପି । ଦିଲ୍ଲୀ ଭଳି ଓଡ଼ିଶାରେ ପ୍ଲାଜ୍ମା ବ୍ୟାଙ୍କ କରାଯିବ । ପ୍ରାଥମିକ ପର୍ଯ୍ୟାୟରେ କଟକ ମେଡିକାଲ ସମେତ…

ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଦୁର୍ଲଭ ସୁନାବେଶ । କରୋନା ପାଇଁ ଭକ୍ତଶୂନ୍ୟ ବଡ଼ଦାଣ୍ଡ, ଟିଭି ପରଦାରେ ମହାପ୍ରଭଙ୍କ…

କନକ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଜିଉଙ୍କ ସୁନାବେଶ ବା ବଡ଼ତଢ଼ାଉ ବେଶ । କରୋନା କଟକଣା ପାଇଁ ଭକ୍ତଶୂନ୍ୟ ବଡ଼ଦାଣ୍ଡ କିନ୍ତୁ ଡିଜିଟାଲ ଜରିଆରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି କୋଟି କୋଟି ଭକ୍ତ । ଅପରାହ୍ନ ୪ଟାରୁ ଆରମ୍ଭ ହୋଇଥିବା ସୁନାବେଶର ନୀତିକାନ୍ତି କଟକଣା ଭିତରେ କରୁଛନ୍ତି…