Daily Archives

July 21, 2020

ମା’କୁ କାବୁ କରିଥିଲା କରୋନା ମହାମାରୀ : ଏପଟେ ମା’ର ଟିକେ ଝଲକ ଦେଖିବାପାଇଁ ପ୍ରତିଦିନ ପୁଅ ଚଢୁଥିଲା ହସ୍ପିଟାଲ୍…

ଚଳିତ ବର୍ଷ ବିଶ୍ୱରେ ବ୍ୟାପିଥିବା ମହାମାରୀ କରୋନା ଅନେକଙ୍କ ଜୀବନର ମୋଡ଼କୁ ବଦଳାଇଦେଲା । କିଏ ମା’କୁ ହରାଇଲା ତ ଆଉ କିଏ ଭାଇକୁ ... ମହାମାରୀର ଏହି ମହାତାଣ୍ଡବରେ ସନ୍ତୁଳିଗଲାଣି ସମ୍ପୁର୍ଣ୍ଣ ବିଶ୍ୱ । ଏପଟେ କରୋନା ମୁକାବିଲାରେ ଜୁଟିଛନ୍ତି ସରକାର , ପ୍ରଶାସନ ଏବଂ କରୋନା ଯୋଦ୍ଧା ...…

ପଂଚଭୂତରେ ଲୀନ ହେଲେ ବିଜୟ ମହାନ୍ତି : ରାଷ୍ଟ୍ରୀୟ ମର୍ଯ୍ୟାଦା ପରେ ସତ୍ୟନଗର ଶ୍ମଶାନରେ ଅନ୍ତିମ ସଂସ୍କାର; ବାସଭବନ ଓ…

କନକ ବ୍ୟୁରୋ : ବିଦାୟ ବିଜୟ । ଓଡିଆ ସିନେ ଜଗତର ପ୍ରଖ୍ୟାତ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକରେ ସାରା ଓଡିଶା ସ୍ତବ୍ଧ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଭୁବନେଶ୍ୱର ସତ୍ୟନଗରର ମଶାଣୀରେ ଶେଷ କୃତ୍ୟ ସଂପର୍ଣ୍ଣ ହୋଇଛି । ରାଜଧାନୀର ଘରୋଇ ଡାକ୍ତରଖାନାରୁ ବିଜୟ ମହାନ୍ତିଙ୍କ ମରଶରୀରକୁ ପ୍ରଥମେ…

କରୋନାକୁ ହରାଇଲେ ୯୫ ବୟସ୍କ ବୃଦ୍ଧ : ସୁସ୍ଥ ହୋଇ ଘରକୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ଜଣାଇଲେ…

କନକ ବ୍ୟୁରୋ : କରୋନାକୁ ହରାଇଲେ ୯୫ ବୟସ୍କ ବୃଦ୍ଧ । କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଗଂଜାମ ସୋରଡା ଚାକୁଣ୍ଡା ଗାଁର ବୃଦ୍ଧ ଉଦୟନାଥ ବିଶୋୟୀ । କରୋନାରେ ଆକ୍ରାନ୍ତ ହେବା ପରେ ଉଦୟନାଥ ଟାଟା କୋଭିଡ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ । ଉଦୟନାଥ ଏବେ ହସ୍ପିଟାଲରୁ ଆରୋଗ୍ୟ ହୋଇ…

ଭୁବନେଶ୍ୱରରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାପୁଜୀନଗରରେ ଯୁବକଙ୍କୁ ହାଣିଲେ…

କନକ ବ୍ୟୁରୋ : ରାଜଧାନୀରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକକୁ ହାଣିଲେ ଦୁବୃର୍ତ । ବାପୁଜୀନଗର ଅଂଚଳରେ ଯୁବକଙ୍କୁ ଏପରି ଆକ୍ରମଣ ପରେ ଅଭିଯୁକ୍ତ ଫେରାର ହୋଇଯାଇଛି । ବାପୁଜୀ ନଗର ଚିକେନ୍ ଦୋକାନ ନିକଟରେ ଘଟିଛି ଏପରି ଘଟଣା । ଯୁବକଙ୍କ ଅବସ୍ଥା ଗୁରୁତର…

ଆସନ୍ତାକାଲିଠୁ ସମ୍ବଲପୁର ଜିଲ୍ଳା ୧୦ ଦିନ ପାଇଁ ସଟଡାଉନ : କରୋନା ସଂକ୍ରମଣ ରୋକିବାକୁ ଦୁଇଟି ଦଫାରେ ସଟଡାଉନ ଲାଗୁ ନେଇ…

କନକ ବ୍ୟୁରୋ : ଆସନ୍ତାକାଲିଠୁ ସମ୍ବଲପୁର ସଟଡାଉନ । ୧୦ ଦିନ ପାଇଁ ଜିଲ୍ଳାକୁ ସଂପୂର୍ଣ୍ଣ ସଟଡାଉନ କରାଯାଇଛି । ୨୨ ତାରିଖଠୁ ୩୧ ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ୧୦ ଦିନିଆ ସଟଡାଉନ ଦୁଇ…

ବ୍ରହ୍ମପୁର ଏମକେସିଜି ମେଡିକାଲରେ ପ୍ଲାଜମା ଥେରାପି ଆରମ୍ଭ : ଗୁରୁତର ରୋଗୀଙ୍କୁ ଦିଆଯିବ ପ୍ଲାଜମା; ସମ୍ ଓ ଅଶ୍ୱିନୀ…

କନକ ବ୍ୟୁରୋ : ଗଂଜାମ ଜିଲ୍ଲାରେ ଆରମ୍ଭ ହେଲା ପ୍ଲାଜମା ଥେରାପି । ଏମକେସିଜି ହସପିଟାଲରେ ପ୍ଲାଜମା ଥେରାପି ଚିକିତ୍ସା କରାଯିବ । ଏହାଦ୍ୱାରା ଗଂଜାମ ଓ ଆଖପାଖ ଜିଲ୍ଲାର ଗୁରୁତର କୋରୋନା ରୋଗୀମାନେ ପ୍ଲାଜମା ଥେରାପି ସୁବିଧା ପାଇପାରିବେ ଏବଂ କୋଭିଡ୍ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବ ବୋଲି ଆଶା…