Daily Archives

July 30, 2020

କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଅସୁସ୍ଥ । ଦିଲ୍ଲୀ ହସ୍ପିଟାଲରେ ହେଲେ ଭର୍ତ୍ତି ।

କନକ ବ୍ୟୁରୋ : କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ଅସୁସ୍ଥତା ଅନୁଭବ କରିବାରୁ ଦିଲ୍ଲୀର ସାର୍‌ ଗଙ୍ଗା ରାମ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି । ହସ୍ପିଟାଲ୍‌ ପକ୍ଷରୁ ଜାରି ସ୍ୱାସ୍ଥ୍ୟ ବୁଲେଟିନ୍‌ ଅନୁଯାୟୀ ରୁଟିନ୍‌ ଚେକ୍‌ଅପ୍‌ ପାଇଁ ସୋନିଆ ହସ୍ପିଟାଲ୍‌ରେ ଭର୍ତ୍ତି…

ପ୍ରବାସୀଙ୍କ ମୁହଁରେ ପୁଣି ହସ ଫୁଟାଇଲେ ‘ସୁପରମ୍ୟାନ୍ ସୋନୁ’ । ବାର୍ଥଡେ’ରେ କଲେ ବଡ଼ ଘୋଷଣା, ମନମୁତାବକ ଦେବେ ୩ ଲକ୍ଷ…

କନକ ବ୍ୟୁରୋ : ଶ୍ରମିକଙ୍କ ମୁହଁରେ ପୁଣି ହସ ଫୁଟାଇଲେ ସୁପରମ୍ୟାନ୍ ସୋନୁ । ବାର୍ଥଡେ’ରେ କଲେ ବଡ଼ ଘୋଷଣା । କରୋନା କାଳରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଭଗବାନ ସାଜିଥିବା ସୋନୁ ସୁଦଙ୍କର ଆଜି ହେଉଛି ଜନ୍ମଦିନ । ପ୍ରତିବର୍ଷ ଜଣେ ସେଲିବ୍ରିଟି ଭାବେ ଭିନ୍ନ ଅନ୍ଦାଜରେ ସେ ନିଜ ଜନ୍ମଦିନକୁ ପାଳନ…

ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ନାଁରେ କାଷ୍ଟିଂକାଉଚ ଅଭିଯୋଗ । ସଫେଇ ରଖିଲେ ପିଣ୍ଟୁ, କହିଲେ, ସେ ମହିଳା କିଏ ଜାଣି…

କନକ ବ୍ୟୁରୋ : ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ବିରୋଧରେ ଆସିଲା କାଷ୍ଟିଂକାଉଚ ଭଳି ସାଂଘାତିକ ଅଭିଯୋଗ । ଆଉ ଏହି ଅଭିଯୋଗ ଆଣିଛନ୍ତି ଜଣେ ମହିଳା । ମହିଳା ଜଣଙ୍କ ଏନେଇ ଥାନାରେ ଏଫଆଇଆର ମଧ୍ୟ ଦେଇଛନ୍ତି । ଏଫଆଇଆରରେ ଦର୍ଶାଇଛନ୍ତି, ତାଙ୍କୁ କମ୍ପ୍ରମାଇଜ କରିବା ପାଇଁ କୁହାଯାଇଛି । ଏଥିସହ…

ଶ୍ରାବଣ ଶେଷ, ବର୍ଷା କରୁଛି ନିରାଶ । ମରୁଡ଼ି ଆଡକୁ ମୁହାଁଉଛି ଓଡ଼ିଶା, ବର୍ଷା ନହେଲେ ସାଂଘାତିକ ହୋଇପାରେ ସ୍ଥିତି ।

କନକ ବ୍ୟୁରୋ : ଶ୍ରାବଣ ଶେଷ ହେଲା, ବର୍ଷାର ଦେଖାନାହିଁ । ଚାଷ ଜମିରେ ପାଣି ମଡାଇବା ପାଇଁ ପାଣି କିଣୁଛି ଚାଷୀ । ଚଳିତ ଖରିଫଋତୁରେ ଉଜୁଡିବାକୁ ବସିଛି ଧାନ ଫସଲ । ବର୍ଷା ନହେବା ଏବଂ କେନାଲରେ ପାଣିର ଅଭାବ କାରଣରୁ ମରୁଡି ସ୍ଥିତି ସୃଷ୍ଟି ହୋଇଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ଚାଷୀ ଓ…

କେନ୍ଦ୍ର ସରକାରଙ୍କ ନୂଆ ଶିକ୍ଷାନୀତିକୁ ନେଇ ଆସିଲା ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତଙ୍କ ପ୍ରତିକ୍ରିୟା । କହିଲେ ରୋଜଗାର…

କନକ ବ୍ୟୁରୋ : ୩୪ ବର୍ଷ ପରେ ଦେଶର ଶିକ୍ଷା ଢ଼ାଞ୍ଚକୁ ବଦଳାଇବା ପାଇଁ ନୂଆ ଶିକ୍ଷା ନୀତି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଧନ୍ଦାମୂଳକ ଶିକ୍ଷାକୁ ଗୁରୁତ୍ୱ ଦିଆଯିବା ସହ ଶିକ୍ଷାର ମୌଳିକ ଢ଼ାଞ୍ଚାରେ ପରିବର୍ତନ କରିବା ପାଇଁ ଉଦ୍ୟମ କରାଯାଇଛି । ନୂଆ ଶିକ୍ଷାନୀତି ଅନେକ ଆଶା ବଢ଼ାଇଥିବା ବେଳେ…

ନିର୍ଦ୍ଦେଶ ଦେଲେ ପୋଲିସ ଡିଜି, କ୍ରାଇମବ୍ରାଞ୍ଚ ହାତକୁ ଆସିଲା କେସ୍ । ଆଦିତ୍ୟ ମୃତ୍ୟୁ ରହସ୍ୟ ଉପରୁ ଉଠିବ ପରଦା!

କନକ ବ୍ୟୁରୋ : ମାନବପ୍ରେମୀ ଆଦିତ୍ୟ ଦାସ ହତ୍ୟା ମାମଲାରେ ଗୁମର ଖୋଲିବ କ୍ରାଇମବ୍ରାଞ୍ଚ । ମାମଲାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ପୋଲିସ ଡିଜିଙ୍କ ନିର୍ଦ୍ଦେଶ ପରେ ଘଟଣାର ରହସ୍ୟ ଉପରୁ ପରଦା ହଟାଇବା ପାଇଁ କ୍ରାଇମବ୍ରାଞ୍ଚ ଟିମ ତଦନ୍ତ ଆରମ୍ଭ କରିଦେଇଛି । ଲିଙ୍ଗରାଜ ଷ୍ଟେସନରେ…