ଶୀତରେ ସାଂଘାତିକ ହେବ ସ୍ଥିତି । ଫେବ୍ରୁଆରୀ ପରଠାରୁ ଦେଶରେ ଦିନକୁ ପାଖାପାଖି ୩ ଲକ୍ଷ ଲୋକ କରୋନାରେ ହେବେ ଆକ୍ରାନ୍ତ,…
କନକ ବ୍ୟୁରୋ : ପୂରା ବିଶ୍ୱରେ କରୋନା କାୟା ମେଲାଇଥିବା ବେଳେ କେବେ ଏହାର ଭ୍ୟାକସିନ ଆସିବ ତାହା ଉପରେ ସମସ୍ତଙ୍କର ନଜର ରହିଛି । କିନ୍ତୁ ଯଦି ଆଗାମୀ ବର୍ଷ ଆରମ୍ଭ ସୁଦ୍ଧା ଭ୍ୟାକସିନ ନ ଆସେ ତେବେ ଆଗକୁ ସାଂଘାତିକ ସ୍ଥିତି ଉପୁଜିପାରେ । ଆଉ ଏଥିରେ ସବୁଠୁ ଅଧିକ ପ୍ରଭାବିତ ହୋଇପାରେ ଭାରତ ।…