Daily Archives

July 1, 2020

ଆତଙ୍କୀ ଗୁଳିରେ ଚାଲିଗଲା ଜେଜେଙ୍କ ଜୀବନ । ଜେଜେ ଉଠ କ୍ଷୀର ଆଣିବାକୁ ଯିବା…କହି କହି ଥକିଗଲା କୁନିପାଟି ।…

କନକ ବ୍ୟୁରୋ : ଘାଟିରେ ସବୁବେଳେ ଆତଙ୍କୀଙ୍କ ସହ ଲଢେଇ ହେଉଛି । ଏହି ଲଢେଇରେ କେତେବେଳେ ଆତଙ୍କୀ ନିପାତ ହେଉଛନ୍ତି ତ କେବେ ଯବାନ ସହିଦ ହୁଅନ୍ତି । ଏମିତି ଖବର ପ୍ରାୟ ସବୁବେଳେ ସାମ୍ନାକୁ ଆସେ । ହେଲେ ଏବେ ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାହା ସମସ୍ତଙ୍କୁ ବିଚଳିତ କରିଦେବ । କୁନି ଶିଶୁର…

ଆସୁଛି ଆଉ ଏକ ମହାମାରୀ . . . ସାରା ବିଶ୍ୱକୁ କରୋନା ଡରାଉଥିବା ବେଳେ ଆଉ ଏକ ମହାମାରୀ ଆସିବା ଆଶଙ୍କା । ଚୀନରେ ଠାବ…

କନକ ବ୍ୟୁରୋ : କରୋନା ମହାମାରୀ ଭିତରେ ଆଉ ଏକ ନୂଆ ମହାମାରୀକୁ ନେଇ ଆଶଙ୍କା ଦେଖାଦେଇଛି । ଚୀନର ଘୁଷୁରୀ ଫାର୍ମ ଗୁଡିକରେ ସମସ୍ତଙ୍କ ଅଲକ୍ଷ୍ୟରେ ବ୍ୟାପଚାଲିଛି ଏହି ମହାମାରୀ । ଏହି ଭାଇରସ ଏଚୱାନ-ଏନ ୱାନ ସ୍ୱାଇନ ଫ୍ଲୁ ଭାଇରସର ଏକ ନୂଆ ଷ୍ଟ୍ରେନ, ଏହାର ନାଁ ହେଉଛି, ଜି-ଫୋର  ଏଚୱାନ-ଏନ…

ରାୟଗଡ଼ାର ବିସ୍ମୟ ବାଳକ ବିଭୁନନ୍ଦନ । କଅଁଳ ବୟସରେ ମୁହେଁ ମୁହେଁ ମହାକାଶ ଓ ସୌରମଣ୍ଡଳର କଥା। ବିନା ଶିକ୍ଷକରେ ଗୁଗୁଲ ଓ…

କନକ ବ୍ୟୁରୋ : ମହାକାଶକୁ ଯିବି ଆଉ ଆଷ୍ଟ୍ରୋନଟ୍ ହେବି । ଭବିଷ୍ୟତରେ ନାସାକୁ ଯାଇ ଗବେଷଣା କରିବି । ଜଣେ ଭଲ ବୈଜ୍ଞାନିକ ହୋଇ ମଙ୍ଗଳ ଗ୍ରହରେ ବୃକ୍ଷରୋପଣ କରିବା ପାଇଁ ଚେଷ୍ଟା କରିବି । ବୟସ କମ୍ , ହେଲେ ଲକ୍ଷ୍ୟ ବହୁତ ବଡ଼ । କୁନି ବୟସରେ ଅସାଧାରଣ ଜ୍ଞାନର ଅଧିକାରୀ ରାୟଗଡ଼ାର ବିଭୁନନ୍ଦନ…

ଚୀନକୁ ଆଉ ଏକ ଝଟକା : ଭାରତର ରାଜପଥ ପ୍ରକଳ୍ପରେ ବ୍ୟାନ୍ ହେବ ଚୀନ କମ୍ପାନୀ

କନକ ବ୍ୟୁରୋ : ଭାରତ ଚୀନ୍‌କୁ ଅର୍ଥନୈତିକ ସ୍ତରରେ କ୍ରମାଗତ ଭାବରେ ବଡ ବଡ ଝଟକା ଦେବାରେ ଲାଗିଛି | ଭାରତ-ଚୀନ ମଧ୍ୟରେ ହୋଇଥିବା ହିଂସାତ୍ମକ ସଂଘର୍ଷକୁ ଆଖି ଆଗରେ ରଖି ଆଜି କୌଣସି ଚୀନ୍ କମ୍ପାନୀଗୁଡ଼ିକୁ ରାଜପଥ ପ୍ରକଳ୍ପରେ ଭାଗ ନେବାକୁ ଭାରତ ଅନୁମତି ଦେବ ନାହିଁ ବୋଲି କହିଛନ୍ତି କେନ୍ଦ୍ର…

ନାବାଳିକା ଦୁଷ୍କର୍ମ ମାମଲାରେ ବୀରମିତ୍ରପୁର ଥାନା ପୂର୍ବତନ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀ ଗିରଫ । ସକାଳେ ବହିଷ୍କାର…

କନକ ବ୍ୟୁରୋ : ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସି ଗିରଫ । ପୂର୍ବତନ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଅନୁଗୁଳ ହଣ୍ଡପା ଥାନା ଅଞ୍ଚଳରୁ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଆଜି ଆନନ୍ଦ ଚନ୍ଦ୍ର ମାଝିଙ୍କୁ ବହିଷ୍କୃତ କରିଥିଲେ ପୋଲିସ ଡିଜି…

ସଟଡାଉନ୍ ହେବ ମାଲକାନଗିରି । ୩ ତାରିଖ ରାତି ୮ଟାରୁ ୫ ତାରିଖ ରାତି ୧୨ଟା ଯାଏଁ ସଟଡାଉନ୍ ନେଇ ଜିଲ୍ଲାପାଳଙ୍କ ଘୋଷଣା । 

କନକ ବ୍ୟୁରୋ : ସଟଡାଉନ୍ ହେବ ମାଲକାନଗିରି । ୨ ଦିନିଆ ସଟଡାଉନ୍ ଘୋଷଣା କଲା ଜିଲ୍ଲା ପ୍ରଶାସନ । ଆସନ୍ତା ୩ ତାରିଖ ରାତି ୮ଟାରୁ ୫ ତାରିଖ ରାତି ୧୨ଟା ଯାଏଁ ସଟଡାଉନ୍ ହେବ ମାଲକାନଗିରି । ଏନେଇ ଆଜି ଜିଲ୍ଲାପାଳ ମନିଷ ଅଗ୍ରୱାଲ ଘୋଷଣା କରିଛନ୍ତି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା…