Daily Archives

July 13, 2020

ହାରିଲା କରୋନା, ଜିତିଲେ ବୃଦ୍ଧ । ମହାମାରୀକୁ ମାତ ଦେଲେ କନ୍ଧମାଳର ୮୧ ବର୍ଷର ବୃଦ୍ଧ । କରୋନା କବଳରୁ ସୁସ୍ଥ ହେବା…

କନକ ବ୍ୟୁରୋ: ମହାମାରୀକୁ ମାତ ଦେଲେ ୮୧ ବର୍ଷର ବୃଦ୍ଧ । କରୋନାକୁ ହରାଇଲେ କନ୍ଧମାଳର ବୟସ୍କ ବ୍ୟକ୍ତି । କରୋନା ମହାମାରୀ କବଳରେ ସାରା ଦେଶ ପଡ଼ିଥିବା ବେଳେ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି ବୟସ୍କ ଲୋକମାନେ । କିନ୍ତୁ କନ୍ଧମାଳ ଜିଲ୍ଲାର ଜଣେ ୮୧ ବର୍ଷ ବୟସ୍କ ବୃଦ୍ଧ କରୋନାକୁ…

ଡାକବାଲାର ନାଁ ଡି. ଶିବନ୍ । ସମ୍ପର୍କର ସେତୁ ପାଲଟିଛନ୍ତି, ସୁଖ-ଦୁଃଖର ଖବର ପହଞ୍ଚାଉଛନ୍ତି । ୩୦ ବର୍ଷ ହେବ ଜଙ୍ଗଲ…

କନକ ବ୍ୟୁରୋ: ଚିଠି ଚିଠି... ଚିଠି ନିଅ ଚିଠି... ଚିଠି ଚିଠି... ଚିଠି । ଚିଠି ! ଦୁଇଟି ଅକ୍ଷରରେ ଅନେକ ଶବ୍ଦ... ଚିଠି ! ଏକ ଅନୁଭବର ନାଁ, ଆବେଗର ଛୁଆଁ... ଚିଠି କେବେ ଚିହ୍ନା ଠିକଣାରେ ପହଞ୍ଚେ ତ କେବେ ଅଚିହ୍ନା ଇଲାକାରେ... ସୀମାର ସନ୍ଦେସ, ମାଆର ମମତା, ପ୍ରେମିକାର ପ୍ରେମ ଜଡସଡ…

ସରକାର ! କରୋନା ଯୋଦ୍ଧାଙ୍କୁ ଭୁଲିଗଲ କି…? ସମ୍ମାନ ତ ଦୂରର କଥା ଜୁଇ ପାଇଁ ମିଳିଲାନି କାଠ, କୋକେଇ ପାଇଁ…

କନକ ବ୍ୟୁରୋ: ମର୍ଯ୍ୟାଦା ସହ ସରିବ କରୋନା ଯୋଦ୍ଧାଙ୍କ ଶେଷକୃତ୍ୟ । ଜାତୀୟ ଦିବସରେ ମର୍ଯ୍ୟାଦା ସହ କରାଯିବ ସମ୍ମାନିତ । ଗତ ଏପ୍ରିଲ ୨୧ ତାରିଖରେ ଯେତେବେଳେ ରାଜ୍ୟବାସୀଙ୍କୁ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧିତ କରିଥିଲେ କିଛି ଏଭଳି ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ନୂଆ ୨ କୋଭିଡ୍ ହସ୍ପିଟାଲ । ଜଟଣୀ ଓ ଜାମୁଝରୀରେ ହେବ ୨ଟି କୋଭିଡ୍ କେୟାର ସେଣ୍ଟର । ୮୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ…

କନକ ବ୍ୟୁରୋ: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପରିସ୍ଥିତିର ମୁକାବିଲା ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିଥିବା ବେଳେ ଆଜି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ସମ ହସ୍ପିଟାଲ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । ବର୍ତ୍ତମାନ ଖୋର୍ଦ୍ଧା…

ସଂକ୍ରମଣର ହାର ବଢୁଥିବା ବେଳେ କରୋନା ନେଇ ଆସିଲା ଭଲ ଖବର । ଦେଶରେ କମୁଛି କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ।

କନକ ବ୍ୟୁରୋ : ସାରା ବିଶ୍ୱରେ ମହାମାରୀ ମାଡି ଚାଲିଛି । ଦେଶରେ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢୁଛି । ଏହାରି ଭିତରେ କିଛି ଭଲ ଖବର ମଧ୍ୟ ଆସିଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା କିନ୍ତୁ କମ୍ ହେବାରେ ଲାଗିଛି । ମେ’ ମାସ ସଂକ୍ରମଣ ହାର ଥିଲା…

ଓଡିଶା ପାଇଁ ଖୁସି ଖବର । ସୁସ୍ଥ ହେଲେ ରାଜ୍ୟର ଆଉ ୫୦୫ କରୋନା ଆକ୍ରାନ୍ତ । ଓଡିଶାରେ ୯ ହଜାର ଟପିଲା ମୋଟ ସୁସ୍ଥଙ୍କ…

କନକ ବ୍ୟୁରୋ: ଓଡିଶା ପାଇଁ ଖୁସି ଖବର । ଆଜି ରାଜ୍ୟରେ ୨୦ଟି ଜିଲ୍ଲାରୁ ୫୦୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୂତନ ସୁସ୍ଥଙ୍କୁ ମିଶାଇ ଆଜି ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୯ ହଜାର ଟପିଛି । ୯୨୫୫ରେ ପହଞ୍ଚିଛି ମୋଟ ସୁସ୍ଥ ସଂଖ୍ୟା । ତେବେ ସୁସ୍ଥ ୫୦୫ ଜଣଙ୍କ ମଧ୍ୟରେ…