Daily Archives

July 28, 2020

ଆସ ବରଗଛ ହେବା, ବିଜୟ ଆଣିବା… କରୋନା ବେଳେ କାହିଁକି ବରଗଛ କାହାଣୀ କହିଲେ ମୁଖ୍ୟମନ୍ତ୍ରୀ ? ଫନି ବେଳେ ଉପୁଡି…

କନକ ବ୍ୟୁରୋ: ବିପଦରୁ ବର୍ତ୍ତିବାକୁ ବରଗଛର ବିଜୟ ବାର୍ତ୍ତା । ସାହସ ବଢାଇଲା ନବୀନଙ୍କ ବରଗଛ କାହାଣୀ । ଯୁଦ୍ଧ ଲଢିବା, ନିଶ୍ଚୟ ଜିତିବା । କରୋନା ସହ ଲଢେଇ କରି ପୁଣି ଜିତିବା, ପୁଣି ହସିବା । ଆଉ ଓଡିଶା ମୁଣ୍ଡରେ ବୀଜୟର ଟୀକା ମାରି ପୁଣି ଫେରାଇ ଆଣିବା ପୁରୁଣା ହସ । ମହାମାରୀକୁ ମାତ୍ ଦେଇ…

ମଝି ଆକାଶରେ ରାଫେଲରେ ଭରାଗଲା ଇନ୍ଧନ । କିଛି ସମୟ ପାଇଁ ଆକାଶରେ ସ୍ଥିର ହୋଇ ରହିଗଲା ଆକାଶର ‘ବାହୁବଳୀ’ ।

କନକ ବ୍ୟୁରୋ: ଭାରତ ଆସୁଛି ରାଫେଲ ଯୁଦ୍ଧ ବିମାନ । ଫ୍ରାନ୍ସରୁ ଭାରତ ଆସୁଛି ୫ଟି ରାଫେଲ । ଫ୍ରାନ୍ସରୁ ଉଡାଣ ଭରିବା ପରେ ଏହା ୟୁଏଇର ଅଲ୍-ଧଫରା ଏୟାରବେସରେ ପହଂଚିଛି । ଏହାରି ଭିତରେ ଭାରତୀୟ ବାୟୁସେନା ପକ୍ଷରୁ ମଝି ଆକାଶରେ ଉଡାଣ ଭରୁଥିବା ରାଫେଲ ବିମାନର ଫଟୋ ଜାରି କରାଯାଇଛି । ମଝି…

କରୋନା କଟକଣା ଭିତରେ ଚାକିରି ପାଇଁ ଲମ୍ବାଲାଇନ । ବଲାଙ୍ଗୀର ଓ କେନ୍ଦୁଝରରୁ ଆସିଲା ପ୍ରବଳ ଗହଳିର ଚିତ୍ର । ମାନିଲେନି…

କନକ ବ୍ୟୁରୋ: କରୋନା ବେଳେ ଚାକିରି ଚିନ୍ତା । କଟକଣା ସତ୍ୱେ ଚାକିରି ପାଇଁ ଲମ୍ବା ଲାଇନ ଚାକିରି ଆଶାୟୀ ।  ଏଭଳି ଚିତ୍ର ଦେଖିବାକୁ ମିଳିଛି ବଲଙ୍ଗୀର ଓ କେନ୍ଦୁଝରରେ । ବଲାଙ୍ଗୀରରେ ୩୧୭ ଏଏନଏମ ପଦବୀ ପାଇଁ  ବିଜ୍ଞାପନ ବାହାରିଥିଲା । ଏଥିପାଇଁ ସିଡିଏମଓଙ୍କ ଅଫିସରେ ଆଗରେ ପ୍ରବଳ ଭିଡ…

କରୋନା: କେମିତି କମିଲା ବାଲେଶ୍ୱରରେ ? ପ୍ରଥମେ ପାଲଟିଥିଲା ଓଡିଶାର ହଟସ୍ପଟ୍ । ପରେ ନିୟନ୍ତ୍ରଣକୁ ଆସିଲା ସଂକ୍ରମଣ ।…

କନକ ବ୍ୟୁରୋ: ରାଜ୍ୟରେ କରୋନା ମୁକାବିଲା କ୍ଷେତ୍ରରେ ଏବେ ଚର୍ଚ୍ଚାରେ ବାଲେଶ୍ୱର ମଡେଲ । ବାଲେଶ୍ୱରରେ ଏମିତି କଣ ହେଲା ଯେ ହୁ ହୁ ହୋଇ ବଢୁଥିବା ସଂକ୍ରମଣ କମିବାକୁ ଲାଗିଲା । ଏପ୍ରିଲ ୧୮ରୁ ଆରମ୍ଭ ହୋଇଥିବା ସଂକ୍ରମଣ ଧୀରେ ଧୀରେ ବଢିଥିଲା । କିନ୍ତୁ ଗତ କିଛି ଦିନ ମଧ୍ୟରେ ଏହା କମିବା…

ଆକାଶରେ ଆସୁଛି ବାହୁବଳୀ । କାଲି ସକାଳେ ଭାରତ ମାଟି ଛୁଇଁବା ପରେ ଛାନିଆ ହେବ ଚୀନ୍ । ଜାଣନ୍ତୁ ଦମଦାର ରାଫେଲ ପାଇଁ…

କନକ ବ୍ୟୁରୋ: ସଦା ସର୍ବଦା ଲୌହ ପରଦାର ଅନ୍ତରାଳରେ ଆତ୍ମଗୋପନ କରି ନିଜକୁ ସର୍ବ ଶକ୍ତିମାନ ମନେ କରୁଥିବା ଚୀନ୍‌ ଏବେ ଭାରତୀୟ ବାୟୁସେନାକୁ ନେଇ ଆତଙ୍କିତ ହୋଇପଡ଼ିଛି। ପୂର୍ବ ପରାଜୟର ଗ୍ଲାନି ଓ ଲଜ୍ଜାରୁ ମୁକୁଳି ପାରି ନଥିବା ଚୀନ୍‌ ନିଜର ସ୍ୱଭାବ ସୁଲଭ ଢ଼ଙ୍ଗରେ ସଂପ୍ରତି ଏଲଏସିର ଲଦାଖ…

ଫେଲୁ ମଉସା ତେଲ କଢାରେ ‘ତାଲା’: ଦିନେ ଏଇ ଗଛମୂଳେ ପକୁଡି ପାଇଁ ଜମୁଥିଲା ପ୍ରବଳ ଭିଡ, ଏବେ ମହାମାରୀ ପାଇଁ ମଉସା…

କନକ ବ୍ୟୁରୋ: ତତଲା ତେଲରେ ଛଣା ହୁଏ ପେଟ ପାଇଁ ପକୁଡି । ଗଛମୂଳେ ଗୁଜୁରାଣ ମେଣ୍ଟାଇବାକୁ ନିଆଁ ସହ ଚାଲେ ନିର୍ଧୁମ କସରତ । ଚୁଲିରେ ନିଆଁ ନଲାଗିଲେ ଲିଭିବନି ପରିବାର ପେଟରେ ଜଳୁଥିବା ନିଆଁ । ତତଲା କଢାରେ ପକୁଡି ନପଡିଲେ ପୋଷି ହେବନି ପରିବାର ପେଟ । ଲୋକଙ୍କ ପାଟିକୁ ସିନା ସୁଆଦିଆ ଲାଗେ…