Daily Archives

July 20, 2020

କନ୍ଦେଇ ଦେଇ ଚାଲିଗଲେ ଓଲିଉଡର ‘ଜଗା’ । ରୂପା ଶଗଡିକୁ ଝୁରୁଛି ସାରା ରାଇଜ, ଆଉ ଶୁଭିବନି ଶୋଇଯା ମାମା… ବିଜୟ…

କନକ ବ୍ୟୁରୋ: ସବୁଦିନ ପାଇଁ ଶୋଇ ଯାଇଛନ୍ତି ଓଲିଉଡର ସୁପରଷ୍ଟାର ବିଜୟ ମହାନ୍ତି । ସମସ୍ତଙ୍କ ଆଖିକୁ ଲୁହରେ ଭିଜାଇ ବିଦାୟ ନେଇଛନ୍ତି ବିଜୟ । ସମୟର ଚକା ଭଉଁରୀରେ ଶେଷ ହୋଇଯାଇଛି ଓଡ଼ିଆ ସିନେ ଜଗତର ଏକ ସ୍ୱର୍ଣ୍ଣିମ ଯୁଗ । ୧୯୫୦ ମସିହାରେ ଜନ୍ମଗ୍ରହଣ କରିଥିବା ବିଜୟ ବିଏ ପାସ୍ କରିବା ପରେ…

ବିଜୟ ମହାନ୍ତିଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । କହିଲେ ଅଗଣିତ କଳାପ୍ରେମୀଙ୍କ ହୃଦୟରେ ଚିର ସ୍ମରଣୀୟ…

କନକ ବ୍ୟୁରୋ: ବର୍ଷିଆନ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୟଙ୍କ ପରଲୋକରେ ସେ ଦୁଃଖିତ ଥିବା ଟ୍ୱିଟ୍ କରି ଲେଖିଛନ୍ତି । ଓଡିଆ କଳା ଜଗତରେ ସେ ଛାଡିଯାଇଥିବା ଅଭିନୟର ଛାପ ତାଙ୍କୁ ଅଗଣିତ କଳାପ୍ରେମୀଙ୍କ ହୃଦୟରେ ସର୍ବଦା ସ୍ମରଣୀୟ…

ନାଗଫାଶରୁ ସହରୀ ବାଘ, ଜଗା ହାତରେ ପଘାରୁ ସତ୍ୟ ମେବ ଜୟତେ… ସବୁଠି ନିଜ ଅଭିନୟର ସ୍ୱତନ୍ତ୍ର ଛାପ ଛାଡିଗଲେ ବିଜୟ…

କନକ ନ୍ୟୁଜ୍: ଆଉ ନାହାନ୍ତି ବିଜୟ ମହାନ୍ତି । ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ଜଗା ହାତରେ ପଘାର ଜଗନ ଭାଇ । ଆଉ ଶେଷ ନିଦ୍ରାରେ ଶୋଇଯାଇଛନ୍ତି ସହରୀ ବାଘ । ବିଜୟଙ୍କ ଜୀବନ ନାଟକରେ ସିନା ଯବନିକା ପଡିଛି ହେଲେ ଚିଲିକା ତୀରେରୁ ଛାତିରେ ଲେଖିଛି ତୋରି ନାଁ... ନାଗ ଫାଶରୁ ନାରୀ ଆଖିରେ ନିଆଁ…

ବିଦାୟ ବିଜୟ । ଆରପାରିରେ ଅଭିନେତା ବିଜୟ ମହାନ୍ତି । ବିଶିଷ୍ଟ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ । ୭୦ ବର୍ଷ ବୟସରେ…

କନକ ବ୍ୟୁରୋ: ଆରପାରିରେ ଅଭିନେତା ବିଜୟ ମହାନ୍ତି । ଆଉ ନାହାନ୍ତି ଓଲିଉଡର ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି । ୭୦ ବର୍ଷ ବୟସରେ ଆଖି ବୁଜିଲେ ଓଡିଆ ସିନେ ଜଗତର ସ୍ୱନାମଧନ୍ୟ କଳାକାର । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ତଥା ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବାରୁ ଆଜି ତାଙ୍କୁ ପୁଣି ଥରେ…

ଅଭିନେତା ବିଜୟ ମହାନ୍ତି ଗୁରୁତର । ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ କେୟାର ହସ୍ପିଟାଲରେ ଭର୍ତ୍ତି । ମାସେ ତଳେ…

କନକ ବ୍ୟୁରୋ: ପୁଣି ମେଡିକାଲରେ ଭର୍ତ୍ତି ହେଲେ ବିଜୟ ମହାନ୍ତି । ବିଶିଷ୍ଟ ଅଭିନେତା ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ସୂଚନା । ତାଙ୍କୁ ମେଡିକାଲ ସ୍ଥାନନ୍ତର କରାଯାଇଥିବା ସୂଚନା । ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ଘରୁ ଏକ କେୟାର ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ସେଠାରେ…

ଆସନ୍ତାକାଲିଠାରୁ ଗଞ୍ଜାମରେ ପ୍ଲାଜମା ଥେରାପି । ଶିତଳାପଲ୍ଲୀ କୋଭିଡ ହସ୍ପିଟାଲରେ ଗୁରୁତର ରୋଗୀଙ୍କୁ ଦିଆଯିବ ପ୍ଲାଜମା,…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଗଞ୍ଜାମ ଜିଲ୍ଲାର କୋଭିଡ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରି ରଣନୀତିକୁ ସୁଦୃଢ କରିବା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଆସନ୍ତାକାଲି ଗଞ୍ଜାମ ଜିଲ୍ଲାର ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ ହସ୍‌ପିଟାଲରେ…