Daily Archives

July 19, 2020

ଓଡିଶାର ୧୦ ସ୍ୱାଧୀନତା ସଂଗ୍ରାମୀ ହେବେ ସମ୍ମାନିତ । ଅଗଷ୍ଟ ୯ରେ ସମ୍ମାନିତ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।…

କନକ ବ୍ୟୁରୋ: ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାର ୧୦ ଜଣ ସ୍ୱାଧୀନତା ସଂଗ୍ରାମୀ ସମ୍ମାନିତ ହେବେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ଅଗଷ୍ଟ ୯ ତାରିଖରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ମାନିତ କରିବେ । ସମଗ୍ର ବିଶ୍ୱ ସମେତ ଭାରତରେ କରୋନା ଭାଇରସ କାୟା ବିସ୍ତାର…

ହାରିଲା କରୋନା, ଜିତିଲୁ ଆମେ… କ୍ୟାନସର ରୋଗୀ ଜିତିଲେ କରୋନା ଯୁଦ୍ଧ । ୮୦ ବର୍ଷର ବୃଦ୍ଧଙ୍କୁ କବଜା…

କନକ ବ୍ୟୁରୋ: ହାରିଲା କରୋନା, ଜିତିଲା ଜୀବନ । ମହାମାରୀକୁ ମାତ୍ ଦେଇ ବିଜୟୀ ହେଲା ମଣିଷ । ଆଉ କରୋନା କବଳରୁ ମୁକ୍ତି ପାଇଲେ କ୍ୟାନସର ପିଡିତ ବୃଦ୍ଧ । କରୋନା କବଜାରେ ଯେତେବେଳେ ସାରା ବିଶ୍ୱ ଅଣନିଶ୍ୱାସୀ ହୋଇପଡୁଛି ଆଉ ଡାଇବେଟିସ, କ୍ୟାନସର ଭଳି ବଡ ରୋଗୀ ଏହାର ଶିକାର ହେଉଛନ୍ତି ଠିକ୍…

ଦେଶରେ ବଢୁଛି, ଦିଲ୍ଲୀରେ କମୁଛି । କରୋନାର କୋପ କମିଲାଣି ରାଜଧାନୀରୁ, ସଫଳତା ପଛର ସୂତ୍ର କହିଲେ ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ : ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ଦିଲ୍ଲୀରେ ଆଶ୍ୱସ୍ତ କଲା ଭଳି ଖବର ଆସିଛି । ଜୁଲାଇ ମାସରେ ସଂକ୍ରମଣ ସଂଖ୍ୟା ଢେର ହ୍ରାସ ପାଇଛି । ଜୁନ୍ ମଝିରେ ଦିନକୁ ପ୍ରାୟ ୩ ହଜାର ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଏବେ ଏହା ପ୍ରାୟ ୧୪ଶହକୁ ଖସି ଆସିଛି ।…

କରୋନା ବିଗାଡିଦେଲା ସ୍ୱପ୍ନ । ଭୁବନେଶ୍ୱରରେ ପରିବା ବିକୁଛନ୍ତି ବଲିଉଡର ଓଡିଆ କଳାକାର, ଅକ୍ଷୟକୁମାର ଓ ସଂଜୟ ଦତଙ୍କ…

କନକ ବ୍ୟୁରୋ : ବଡ ପରଦାରୁ ପରିବା ହାଟ । ଏହା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । କିନ୍ତୁ ଏହା ନିରାଟ ସତ । ବଡ ପରଦାରେ ସୂର୍ଯ୍ୟବଂଶୀ ଓ ଲୋକପ୍ରିୟ ଧାରାବାହିକ ‘ଶ୍ରୀଗଣେଶ’ରେ ଅଭିନୟ କରିଥିବା କାର୍ତିକ ସାହୁ ଏବେ ହାଟରେ ପରିବା ବିକୁଛନ୍ତି । କେତେବେଳେ ପୁଲିସ୍ ଅଫିସର୍, ତ ଆଉ…

ଓଡ଼ିଶାରେ ଆରମ୍ଭ ହେଲାଣି କି ଗୋଷ୍ଠୀ ସଂକ୍ରମଣ ? ଚିନ୍ତା ବଢ଼ାଇଲା ଆଇଏମଏର ଗୋଷ୍ଠୀ ସଂକ୍ରମଣ ସମ୍ପର୍କିତ ବୟାନ ।

କନକ ବ୍ୟୁରୋ : ଦେଶରେ ବଢ଼ୁଥିବା ସଂକ୍ରମଣ ସଂଖ୍ୟା ଏବଂ କେରଳରେ ଗୋଷ୍ଠୀ ସଂକ୍ରମଣର ଖବର ଭିତରେ ଯେଉଁ ପ୍ରଶ୍ନଟି ମନକୁ ପ୍ରଥମେ ଆସୁଛି ତାହା ହେଲା, ଭାରତରେ ଆରମ୍ଭ ହେଲାଣି କି ଗୋଷ୍ଠୀ ସଂକ୍ରମଣ ? ଓଡ଼ିଶାରେ କ’ଣ ରହିଛି ସଂକ୍ରମଣର ସ୍ଥିତି ? ଆଉ ଏଭଳି ଆଶଙ୍କା ଭିତରେ ଆଇଏମଏ ବା’ ଇଣ୍ଡିଆନ…

ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୫୧୫ ସୁସ୍ଥ, ମୋଟ୍ ସୁସ୍ଥଙ୍କ ସଂଖ୍ୟା ୧୨,୪୫୨କୁ ବୃଦ୍ଧି ।

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ ଆଜି ସୁସ୍ଥ ହେଲେ ୫୧୫ କରୋନା ଆକ୍ରାନ୍ତ । ତେବେ ସୁସ୍ଥଙ୍କ ମଧ୍ୟରେ; ଗଞ୍ଜାମରୁ ୧୯୯, ରାୟଗଡ଼ାରୁ ୯, ବଲାଙ୍ଗୀରୁ ୮, କଟକରୁ ୨୮, ବରଗଡ଼ରୁ ୧୩, ସୁନ୍ଦରଗଡ଼ରୁ ୩୭, ଅନୁଗୁଳରୁ ୧, ବାଲେଶ୍ୱରରୁ ୧୫, ଜଗତସିଂହପୁରରୁ ୧୮ ଜଣ ଲେଖାଏଁ କରୋନା…