Daily Archives

July 25, 2020

କରୋନା ନେଲା ଯବାନଙ୍କ ଜୀବନ । ମହାମାରୀରେ ହାରିଗଲେ ଭାରତ ମାତାର ବୀର ପୁଅ । ମାଆଠୁ ପୁଅକୁ ଛଡାଇ କୋଳ ଖାଲି କରିଦେଲା…

କନକ ବ୍ୟୁରୋ: କୋଳ ଖାଲି କରିଦେଲା କରୋନା । ମାଆଠୁ ପୁଅକୁ ନେଇଗଲା ମହାମାରୀ । ପୁଅ ଫେରିବନି, ସୀମା ସେପାରିରୁ ଆଉ ଜମା ଫେରିବନି ।ଯେତେ ବୁଝାଇଲେ ବି ମାଆର ମନ ବିଲକୁଲ ମାନୁନି । ଦୂର ରାଇଜକୁ ଯାଇ ଦୂରେଇ ଯାଇଛି ଯବାନ ପୁଅ । ଆଉ ମାଆର କୋଳକୁ ଖାଲି କରିଦେଇ ପୁଅକୁ ନେଇଯାଇଛି କରୋନା ।…

ସରକାର ତମେ କେଡେ ନିଷ୍ଠୁର? ସଙ୍କଟ ସମୟରେ ସଂସାର ଉଜାଡି ଦେଲେ ସରକାର ! ସରକାରୀ ଜାଗାରେ ଘର କରିଥିଲେ ବୋଲି ସୁଖକୁ…

କନକ ବ୍ୟୁରୋ: କାଲି ଏଇଠି ଗଢି ଉଠିଥିଲା ହସଖୁସିର ହିମାଳୟ । ଭଲରେ ଭଲରେ କଟୁଥିଲା ଭଲପାଇବାର ଦିନ । ହେଲେ ଆଜି ମାଟି ପାଲଟିଛି ମରୁଭୂମି, ସମ୍ପର୍କର ସାକ୍ଷୀ ଶ୍ମଶାନ ପାଲଟିଛି । ମାଟିରେ ମିଶିଯାଇଛି ଘରଦ୍ୱାର, ପୋତି ଯାଇଛି ଅତୀତ-ବର୍ତ୍ତମାନ ଓ ଭବିଷ୍ୟତ । କରୋନା ପାଇଁ ଘରେ ରହିବାକୁ ସରକାର…

କୋଭିଡ ରିପୋର୍ଟକୁ ନେଇ ବଢୁଛି ଦ୍ୱନ୍ଦ୍ୱ । ସରକାରୀ ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ଘରୋଇ ହସପିଟାଲ ଦେଲା ନେଗେଟିଭ୍…

କନକ ବ୍ୟୁରୋ : ସରକାରୀ ପଜିଟିଭି ହେଲେ ଘରୋଇ ନେଗେଟିଭ । ମହାମାରୀ କରୋନାର ସଂକ୍ରମଣ ବଢି ଚାଲିଥିବାବେଳେ କିଛି ଏହିଭଳି ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି । ସରକାରୀ ରିପୋର୍ଟରେ କରୋନା ପଜିଟିଭ ଥିବାବେେଳେ ଘରୋଇ ହସ୍ପିଟାଲରେ ନମୂନା ପରୀକ୍ଷା ପରେ ରିପୋର୍ଟ ନେଗେଟିଭ ଆସିଛି ।…

କରୋନାର କରୁୁଣ ଚିତ୍ର ଭିତରେ ଗଂଜାମ ଜିଲ୍ଲାରୁ ଆସିଲା ମାନବିକତା ଓ ମଣିଷ ପଣିଆର ୩ଟି କାହାଣୀ । ପୁଣି ସାମ୍ବାଦିକ…

କନକ ବ୍ୟୁରୋ : କେଉଁଠି ଆପଣାର ପର କରିଦେଲା, ତ’ ଆଉ କେଉଁଠି ପର, ଆପଣାର ଭାବି କାନେ୍ଧଇ ନେଲା । ଆଉ ଏହାରି ଭିତରେ ଜଣେ କରୋନା ଯୋଦ୍ଧା ଅନ୍ୟକୁ ବଞ୍ଚାଇବାର ଉଦ୍ୟମ କରୁ-କରୁ ନିଜେ ହାରିଗଲା । କରୋନାର କରୁୁଣ ଚିତ୍ର ଭିତରେ ଗଂଜାମ ଜିଲ୍ଲାରୁ ଆସିଛି, ମାନବିକତା ଓ ମଣିଷ ପଣିଆର କଥା କହୁଥିବା…

ଗାଡ଼ି ଚାଳକଙ୍କ ପାଇଁ ବଡ଼ ଖବର । ବଦଳିବାକୁ ଯାଉଛି ବାଇକରେ ବସିବାର ତରିକା । ସରକାର ଆଣିଲେ ନୂଆ ନିୟମ, ଜାଣନ୍ତୁ କ’ଣ…

କନକ ବ୍ୟୁରୋ : ସଡକ ଦୁର୍ଘଟଣାକୁ କମ୍ କରିବା ପାଇଁ ଏବଂ ଗାଡିଚାଳକଙ୍କ ସୁରକ୍ଷାକୁ ନଜରରେ ରଖି କେତେକ ନୂଆ ନିୟମ ଆଣିବାକୁ ଯାଉଛନ୍ତି ସରକାର । ଏପରିକି ବାଇକ ଚାଳକଙ୍କ ପାଇଁ କେନ୍ଦ୍ର ସଡକ ପରିବହନ ବିଭାଗ ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି । ଏଣିକି ବଦଳିବାକୁ ଯାଉଛି ବାଇକରେ…

ଭୁବନେଶ୍ୱରରେ ବସ୍ତି ଠାରୁ ଅଣବସ୍ତି ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ଅଧିକ ଆକ୍ରାନ୍ତ । ବସ୍ତି ପାଇଁ ସ୍ୱତନ୍ତ୍ର…

କନକ ବ୍ୟୁରୋ : ବସ୍ତି ତୁଳନାରେ ଅଣବସ୍ତି ଅଂଚଳରେ କରୋନା ଭାଇରସ ଅଧିକ କାୟା ବିସ୍ତାର କରିଛି । ଭୁବନେଶ୍ୱର ମହାନଗର ନିଗମ କମିସନର ପ୍ରେମଚନ୍ଦ୍ର ଚୌଧୁରୀ ଆଜି ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି । ସେ କହିଛନ୍ତି ଯେ ବସ୍ତି ଅଂଚଳରେ ଏବେ ମୋଟ ୨୦୧ ଜଣ…