Daily Archives

July 15, 2020

ରାଜସ୍ଥାନରେ ରାଜନୈତିକ ସଂକଟ ଜାରି । ପାଇଲଟଙ୍କ ପ୍ରେସମିଟ ଟଳିଲା, ବୟାନ ବଦଳିଲା । କହିଲେ, ବିଜେପିରେ ଯୋଗ ଦେବିନି ।…

କନକ ବ୍ୟୁରୋ: ନିଜ ବାଗୀ ସ୍ୱଭାବକୁ ନେଇ କଂଗ୍ରେସ ପାର୍ଟି ତରଫରୁ ଦଣ୍ଡ ଭୋଗିଛନ୍ତି ସଚିନ୍ ପାଇଲଟ୍ । ଆଉ ପଦରୁ ବହିଷ୍କାର ହେବା ପରେ ନିଜ ସଫେଇରେ ପାଇଲଟ୍ କହିଛନ୍ତି ଯେ, ବିଜେପିରେ ଯୋଗ ଦେବେ ନାହିଁ । ଆଉ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଉପରେ ମଧ୍ୟ ତାଙ୍କର କୌଣସି ରାଗ କି ଅଭିମାନ ନାହିଁ…

କରୋନା ରୋଗୀଙ୍କୁ ଭଲ କରିବାକୁ ଓଡିଶାରେ ଆରମ୍ଭ ହେଲା ପ୍ଲାଜମା ଥେରାପି । ଜାଣନ୍ତୁ କେଉଁମାନେ ଦାନ କରିପାରିବେ ପ୍ଲାଜମା…

କନକ ବ୍ୟୁରୋ: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଦେଶରେ ପ୍ଲାଜମା ଥେରାପିକୁ ଅଳ୍ପ କେତେକ ରାଜ୍ୟରେ କାର୍ଯ୍ୟକାରୀ କରାଯାଉଛି। ଦେଶରେ ଅନେକ ସ୍ଥାନରେ ଏବେ ପ୍ଲାଜମା ବ୍ୟାଙ୍କ ଉଦଘାଟନ କରାଯାଇଛି। ତେବେ ଏହି ଥେରାପିକୁ କରୋନା ରୋଗୀଙ୍କୁ ସୁସ୍ଥ କରିବାରେ ବ୍ୟବହାର କରାଯାଉଥିବା ବେଳେ ଆଜି ଆମେ…

ବିଏମଡବ୍ଲୁରେ ଆସିଲେ, ଅତି ବିଭତ୍ସ ଭାବେ ହତ୍ୟା କଲେ । ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ବୃତଙ୍କ ନୃଂଶସ…

କନକ ବ୍ୟୁରୋ : ଭୁବନେଶ୍ୱର-ବ୍ରହ୍ମପୁର ଜାତୀୟ ରାଜପଥରେ ବିଏମଡବ୍ଲୁ କାରରେ ବାରକୁ ମଦ ପିଇବାକୁ ଆସି ଛୁରାମାଡ କରିଛନ୍ତି ଯୁବକ । ମଦ କିଣିବା ବେଳେ ବାର୍ କର୍ମଚାରୀଙ୍କ ସହ ପ୍ରଥମେ ଧସ୍ତାଧସ୍ତି ହୋଇଥିଲା । ଏହାପରେ ଛୁରାମାଡ କରି ଫେରାର ହୋଇଯାଇଥିଲେ ଯୁବକମାନେ । ପୋଲିସ ଦାମୀ ବିଏମଡବ୍ଲୁ…

ବଢ଼ିଚାଲିଛି ଗଂଜାମରେ ସଂକ୍ରମଣ । ଜିଲ୍ଲାରେ ମୋଟ ୪ ହଜାର ୬୨୧ କରୋନା ଆକ୍ରାନ୍ତ । ଜିଲ୍ଲାପାଳ କହିଲେ, ଏଯାଏଁ ହୋଇନି…

କନକ ବ୍ୟୁରୋ: ଗଂଜାମରେ ଆରମ୍ଭ ହେଲାଣି କି ଗୋଷ୍ଠୀ ସଂକ୍ରମଣ? ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଏବେ ଏହି ଆଶଙ୍କା ଦେଖାଦେଇଛି । ବିଶେଷଜ୍ଞ ମାନେ ମଧ୍ୟ ଆଶଙ୍କା କରୁଛନ୍ତି, ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣ ସ୍ଥିତି ଆସିଥାଇପାରେ । ହେଲେ ଜିଲ୍ଲାପାଳ କହିଛନ୍ତି…

ଔଷଧ ବାଣ୍ଟିବାବେଳେ ଟଳିପଡିଲେ କରୋନା ଯୋଦ୍ଧା । ଖୋର୍ଦ୍ଧା ଦୁର୍ଗାପୁରର ଆଶାକର୍ମୀଙ୍କ ମୃତ୍ୟୁ, ଖୋର୍ଦ୍ଧା ଆଦର୍ଶ…

କନକ ବ୍ୟୁରୋ: ସେବା ଯୋଗାଇବା ବେଳେ ଟଳିପଡିଲେ କରୋନା ଯୋଦ୍ଧା । ଖୋର୍ଦ୍ଧା ଜିଲ୍ଲାରେ ଏମିତି ଏକ ଦୁଃଖଦ ଘଟଣା ଘଟିଛି । ଲୋକଙ୍କ ସଚେତନ କରାଇବା ସହ ଔଷଧ ବାଂଟିବା ବେଳେ ଖୋର୍ଦ୍ଧା ଜଙ୍କିଆ ଥାନା ଅନ୍ତର୍ଗତ ଓରବରସିଂ ପଂଚାୟତ ଦୁର୍ଗାପୁରର ଆଶା କର୍ମୀଙ୍କୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।…

ମାଗଣାରେ ହେବ ପ୍ଲାଜମା ଥେରାପି । କରୋନା କବଳରୁ ମୁକ୍ତି ପାଇଁ ରାଜ୍ୟରେ ପ୍ଲାଜମା ଥେରାପି ଶୁଭାରମ୍ଭ କରି ଘୋଷଣା କଲେ…

କନକ ବ୍ୟୁରୋ: ମାଗଣାରେ ହେବ ପ୍ଲାଜମା ଥେରାପି । ରାଜ୍ୟରେ କରୋନା ରୋଗୀଙ୍କ ପ୍ଲାଜମା ଥେରାପି ମାଗଣାରେ କରାଯିବ । କରୋନା ମୁକାବିଲା ପାଇଁ ପ୍ଲାଜମା ଦାନ କରିବାକୁ ଆହ୍ୱାନ ଦେଲା ବେଳେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ କୌଣସି ବି ପ୍ଲାଜମା ଥେରାପି ପାଇଁ ଦେୟ ଦେବାକୁ ପଡିବନି ।…