ଛାତ୍ରଛାତ୍ରୀଙ୍କ ପାଇଁ ଅଡୁଆ ହୋଇପାରେ ଅନଲାଇନ୍ ପାଠପଢା । ଡାକ୍ତର କହିଲେ, ମୋବାଇଲ୍ ଓ ଲାପଟପରେ ପଢିଲେ ଆଖି ଉପରେ…
କନକ ବ୍ୟୁରୋ : କରୋନା କଟକଣା ବେଳେ ଘଂଟା ଘଂଟା ଧରି ମୋବାଇଲରେ ଅନଲାଇନ୍ ପାଠପଢା । ଆଉ ଏହି ଅନଲାଇନ୍ ପାଠ ପଢା ଯୋଗୁଁ ଛାତ୍ରଛାତ୍ରୀଙ୍କ ଆଖି ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଡାକ୍ତରଙ୍କ ପରାମର୍ଶ ହେଲା, ମୋବାଇଲରେ ପାଠ ପଢିବା ସମୟରେ ୧ଫୁଟ ଦୂରତାରେ ମୋବାଇଲ ରଖନ୍ତୁ । ଏବଂ…