Daily Archives

July 6, 2020

ମାରାତ୍ମକ ଭାଇରସର ଉତ୍ପତ୍ତି ସ୍ଥଳ ପାଲଟିଛି ଚୀନ୍ । ଆସୁଛି ଗୋଟିଏ ପରେ ଗୋଟିଏ ପ୍ରାଣଘାତୀ ଭାଇରସ, କରୋନା, ହନ୍ତା ପରେ…

କରୋନା ଭାଇରସ ସହ ପୂରା ବିଶ୍ୱ ଲଢେଇ କରୁଥିବା ବେଳେ ଚୀନରୁ ଆଉ ଏକ ପ୍ରାଣଘାତୀ ଭାଇରସ ସାମ୍ନାକୁ ଆସିଛି । କରୋନା କାୟାରୁ ବିଶ୍ୱବାସୀ ମୁକୁଳିନଥିବା ବେଳେ ମାର୍ଚ୍ଚ ମଝିରେ ସାମ୍ନାକୁ ଆସିଥିଲା ହନ୍ତା ଭାଇରସ । ଆଉ ଏହାର ଦିନ କେଇଟା ଯାଇନି ପୁଣିଥରେ ଚୀନରେ ଏକ ନୂଆ ଭାଇରସ ଜନ୍ମ ନେଇଛି ।…

କରୋନା ଆକ୍ରାନ୍ତ ଚିହ୍ନଟ ପରେ ନିଆଗଲା କଠିନ ନିଷ୍ପତ୍ତି । କଟକର ୪ଟି ବଡ଼ ହସ୍ପିଟାଲକୁ ନଯିବାକୁ ପରାମର୍ଶ ଦେଲେ…

କନକ ବ୍ୟୁରୋ : କରୋନା ସଂକ୍ରମଣ ପାଇଁ ଓଡିଶାର ଚାରିଟି ବଡ ସରକାରୀ ହସ୍ପିଟାଲ ଉପରେ ଜାରି ହୋଇଛି କଟକଣା । ରାଜ୍ୟର ସବୁଠାରୁ ବଡ ସରକାରୀ ମେଡିକାଲ ଏସସିବି ସମେତ, ଶିଶୁଭବନ, ଆଚାର୍ଯ୍ୟ ହରିହର କ୍ୟାନସର ହସପିଟାଲ ଓ କଟକ ସିଟି ହସ୍ପିଟାଲ ଉପରେ କରୋନା କଟକଣା ଲାଗିଛି । ସ୍ଥିତି ଏମିତି ହୋଇଛି…

ସତର୍କ କରାଇଲା ଆମେରିକାର ମାସାଚ୍ୟୁସେଟସ ଇନଷ୍ଟିଚ୍ୟୁଟ୍ ।  କହିଲା, ୧୩ ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ଜଣେ ହେଉଛନ୍ତି…

କନକ ବ୍ୟୁରୋ : ଆମେରିକାର ମର୍ଯ୍ୟାଦା ସମ୍ପନ୍ନ ଶିକ୍ଷାନୁଷ୍ଠାନ ମାସାଚ୍ୟୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜି , ଏକ ଚିନ୍ତାଜନକ ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟ ଅନୁସାରେ, ଯଦି ୧୩ ଜଣ କରୋନାରେ ଆକ୍ରାନ୍ତ ହେଉଛନ୍ତି, ତେବେ ତାଙ୍କ ମଧ୍ୟରୁ ମାତ୍ର ଜଣେ କରୋନା ପଜିଟିଭ ଥିବା…

ଧିକ୍ ମୋ ପୁଅପଣିଆକୁ… ମାଆକୁ ମାରିଦେଲା ମହାମାରୀ କରୋନା । ନେହୁରା ହେଲି, ହାତ ବି ଯୋଡିଲି… ତଥାପି ଶବ…

କନକ ବ୍ୟୁରୋ: ବ୍ୟାଗରେ ବୋହିଲି ବୋଉର ଶବ । ମଶାଣୀକୁ ଗଲା ମଣିଷର ବିଶ୍ୱାସ । ମାୟାନଗରୀରେ ମରିଗଲା ମଣିଷପଣିଆ । ଅସହାୟକୁ ସାହା ହେଲେନି ୨ୟ ଭଗବାନ । କରୋନା ବେଳେ ମଣିଷ କେତେ ନିଷ୍ଠୁର ହୋଇପାରେ ତାର ଗୋଟି ଗୋଟି ଚିତ୍ର ସବୁଦିନ ସାମ୍ନାକୁ ଆସୁଛି । ହେଲେ ମୁମ୍ବାଇରୁ ଆସିଥିବା ଏ ଖବର ସବୁ…

ଅପରାଜିତାଙ୍କୁ ଘଣ୍ଟ ଘୋଡାଇବାକୁ ବିଜେପି କରୁଛି ପ୍ରେସମିଟ୍ । କାର୍ଯ୍ୟାନୁଷ୍ଠାନ ନେବାରୁ ଆକ୍ରୋଶମୂଳକ ଭାବେ ବିଏମସି…

କନକ ବ୍ୟୁରୋ : ସାଂସଦ ଅପରାଜିତାଙ୍କ ବେଆଇନ କାର୍ଯ୍ୟକୁ ଘଣ୍ଟ ଘୋଡାଉଛି ବିଜେପି । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛି ବିଜେଡି । ଭୁବନେଶ୍ୱର ବିଜେପି ସଙ୍ଗଠନରେ ଚାଲିଥିବା ଗୋଷ୍ଠୀ କନ୍ଦଳ ଓ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବେଆଇନ କାର୍ଯ୍ୟକୁ ଘଣ୍ଟ ଘୋଡାଇବାକୁ ବିଜେପି ନେତା ବାବୁ ସିଂହ ଆଗେଇ…

ସାବଧାନ ! ସଂକ୍ରମଣ ବଢୁଛି… କରନ୍ତୁନି ହେଳା, ରୁହନ୍ତୁ ସତର୍କ । କରୋନା ଯୁଦ୍ଧ ଲଢିବାକୁ ୩ ମନ୍ତ୍ର ଦେବା ସହ…

କନକ ବ୍ୟୁରୋ: କରୋନା ଯୁଦ୍ଧ ଜିତିବାକୁ ୩ଟି ମନ୍ତ୍ର ଦେବା ସହ ସଂକ୍ରମଣରୁ କେମିତି ବର୍ତ୍ତିହେବ ସେନେଇ ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟବାସୀଙ୍କୁ ସାବଧାନତାର ସହ ଚଳିବାକୁ ପରାମର୍ଶ ଦେଇଛନ୍ତି ନବୀନ । ତେବେ ମୁଖ୍ୟମନ୍ତ୍ରୀ କହିଛନ୍ତି ଭାରତରେ ସଂକ୍ରମଣ ବଢୁଛି,…