Daily Archives

July 22, 2020

ଆଦିତ୍ୟଙ୍କ ପାଇଁ ଆଗେଇ ଆସିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ମାନବପ୍ରେମୀଙ୍କ ମୃତ୍ୟୁ ମିଷ୍ଟ୍ରିର ନିରପେକ୍ଷ…

କନକ ବ୍ୟୁରୋ: ମାନବପ୍ରେମୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ନିରପେକ୍ଷ ତଦନ୍ତ କରିବାକୁ ନନାଙ୍କ ଦାବି । ଦିନକୁ ଦିନ ରହସ୍ୟ ଘେରକୁ ଠେଲି ହୋଇଯାଉଛି ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲା । ମୃତ୍ୟୁ ମିଷ୍ଟ୍ରିର ଖିଅ ଖୋଜିବାକୁ ଜିଆରପି ଜଣେ ପରେ ଜଣେଙ୍କୁ ଜେରା କରୁଥିବା ବେଳେ ତଥାପି…

ସଂସାର ଉଜାଡିଦେଲା ସଂକ୍ରମଣ । ପରିବାରର ୪ ଜଣ ହୋଇଥିଲେ ସଂକ୍ରମିତ । ହସପିଟାଲରେ ପ୍ରାଣ ହରାଇଲେ ଶାଶୁ-ଶ୍ୱଶୁର ଓ…

କନକ ବ୍ୟୁରୋ: ସଂସାର ଉଜାଡିଦେଲା ସଂକ୍ରମଣ । ମହାମାରୀ ମାରିଦେଲା ଅଧା ପରିବାର । କରୋନା ପାଟିରେ ଚାଲିଗଲା ପରିବାରର ୩ ଜଣଙ୍କ ଜୀବନ । ପ୍ରଥମେ ମାଆ, ପରେ ବାପା ଏବଂ ତାପରେ ଘରର ରୋଜଗାରିଆ ପୁଅକୁ ଟାଣିନେଲା କରୋନା । ପରିବାରର ୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସେଥିରୁ ୩ ଜଣଙ୍କ…

ହାତ ଧରି ଅଭିନୟର ଅ, ଆ ଶିଖାଇଥିଲେ, କୁମ୍ଭାର ଭଳି ଅନେକ ମାଟିକୁ ମାଠିଆ କରିଥିଲେ… ମୁଣ୍ଡ ଉପରୁ ମୁରବୀଙ୍କ ହାତ…

କନକ ବ୍ୟୁରୋ: ଛ ଖଣ୍ଡ କାଠରେ କୋକେଇ ବନ୍ଧାହେଲା, ଦେହରେ ବୋଳାହେଲା ବିଦାୟର ଅବିର ଆଉ ରାମ ନାମ ସତ୍ୟ ହେ... ଡାକରେ ଶଗଡିଆର ଶବ ଶ୍ମଶାନ ଚାଲିଲା । ବିଜୟ ମହାନ୍ତି ! ଓଡିଆ ସିନେ ଜଗତର ବେତାଜ ବାତସାହା । ଜଣେ ମୁକୁଟ ବିହୀନ ସମ୍ରାଟ । ଓଡିଆଙ୍କ ଛାତିରେ ଅମାପ ଜାଗା ହଡପ କରିଥିବା ‘ହାକିମ…

ମହାମାରୀ ମୁକାବିଲା ବେଳେ ଯୋଦ୍ଧାଙ୍କ ମୃତ୍ୟୁ ହେଲେ ମିଳିବ ସହାୟତା । ଅବସର ଯାଏଁ ଯେଉଁ ଟଙ୍କା ମିଳିବା କଥା ସେସବୁ…

କନକ ବ୍ୟୁରୋ: କରୋନା ଯୋଦ୍ଧାଙ୍କ ପାଇଁ ବଡ ଘୋଷଣା । ମହାମାରୀ ମୁକାବିଲା ବେଳେ କରୋନା ଯୋଦ୍ଧାଙ୍କ ମୃତ୍ୟୁ ହେଲେ ସମସ୍ତ ସହାୟତା ଦେବେ ସରକାର । କରୋନା ସହ ଲଢେଇ ବେଳେ ଯଦି କାହାରି ବି ବିୟୋଗ ହୁଏ ତେବେ ତାଙ୍କର ସବୁ ଟଙ୍କା ସରକାର ବହନ କରିବେ । ଅବସର ଯାଏଁ ଯେଉଁ ଟଙ୍କା ମିଳିବା କଥା ସେସବୁ…

ଶତ୍ରୁଙ୍କୁ ସାବାଡ କରିବାକୁ ସୀମା ଜଗିଛି ଟି-୯୦, ‘ମାଇନ ପ୍ଲାଓ’ ଲାଗିବ, ଶତ୍ରୁଙ୍କ ଷଡଯନ୍ତ୍ରକୁ ମାଟିତଳୁ ନିପାତ କରିବ…

କନକ ବ୍ୟୁରୋ : ଚୀନ୍ ସହ ସୀମାରେ ଉତ୍ତେଜନାମୂଳକ ସ୍ଥିତି ଟିକିଏ ଥଣ୍ଡା ପଡିଛି । କିନ୍ତୁ ଏହାସତ୍ତେ୍ୱ ମଧ୍ୟ ଭାରତୀୟ ସେନା ଡ୍ରାଗନବାହିନୀ ଉପରେ କଡା ନଜର ରଖିଛନ୍ତି । ଉଭୟ ଆକାଶ ଓ ସ୍ଥଳ ପଥରୁ ଚୀନ ସେନାର ପ୍ରତିଟି ଗତିବିଧି ଉପରେ ଦୃଷ୍ଟି ରଖାଯାଇଛି । କାରଣ ବିଶ୍ୱାସଘାତକ ଚୀନକୁ ଆଦୌ…

ରାଜ୍ୟ ସରକାରଙ୍କୁ ଘାରିଲା ଟଙ୍କା ଚିନ୍ତା । କରୋନା ମୁକାବିଲା ପାଇଁ ବଜାରରୁ ଋଣ ଆଣି ଭରଣା କରାଯିବ ନିଅଣ୍ଟିଆ ସ୍ଥିତି…

କନକ ବ୍ୟୁରୋ: କରୋନା କାଳରେ ରାଜ୍ୟ ସରକାରଙ୍କୁ ଘାରିଲା ଟଙ୍କା ଚିନ୍ତା । ୨୦୨୦-୨୧ ଆର୍ଥିକବର୍ଷ ପାଇଁ ହୋଇଥିବା ବ୍ୟୟବରାଦ ଉପରେ ପୁଣି ଥରେ ଅନୁଧ୍ୟାନ କରିବେ ରାଜ୍ୟ ସରକାର । ବଜାରରୁ ଋଣ ଆଣି ଭରଣା କରାଯିବ ନିଅଣ୍ଟିଆ ସ୍ଥିତି । ମହାମାରୀ ମୁକାବିଲା କ୍ଷେତ୍ରରେ ହେଉଥିବା ଖର୍ଚ୍ଚକୁ…