Daily Archives

July 11, 2020

ବିଗ୍ ବିଙ୍କୁ କରୋନା । ବଲିଉଡର ସେହେନ୍ସା କରୋନା ସଂକ୍ରମିତ । ନମୂନା ପଜିଟିଭ ନେଇ ନିଜେ ସୂଚନା ଦେଲେ ଅମିତାଭ ବଚ୍ଚନ ।…

କନକ ବ୍ୟୁରୋ: କରୋନା ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ ଖବର । ବଲିଉଡର ସେହେନସା ଅମିତାଭ ବଚନଙ୍କୁ କରୋନା  । କରୋନା ଆକ୍ରାନ୍ତ ନେଇ ସୂଚନା ଦେଲେ ବିଗ୍ ବି । ତାଙ୍କ ନମୂନା ପଜିଟିଭ ଥିବା ନେଇ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି ଅମିତାଭ । T 3590 -I have tested CoviD…

ମରିଛି ଗ୍ୟାଙ୍ଗଷ୍ଟର, ସରିନି କାହାଣୀ । ପୁଲିସ ଖୋଜୁଛି ବିକାଶ ଦୁବେର କଳା ସାମ୍ରାଜ୍ୟର ଚେର, ବେଆଇନ ସମ୍ପତ୍ତି ଓ…

କନକ ବ୍ୟୁରୋ : ମୋଷ୍ଟ ୱାଂଟେଡ଼ ଅପରାଧୀ ବିକାଶ ଦୁବେର ମୃତ୍ରୁ୍ୟ ପରେ ବି ତାର ଅପରାଧିକ ସାମ୍ରାଜ୍ୟର ଚେର ଖୋଜୁଛି ପୁଲିସ । ଯାହାକୁ ନେଇ ତାର ସମ୍ପତି ତାଲିକାର ତଦନ୍ତ ଆରମ୍ଭ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଉତ୍ତରପ୍ରଦେଶ ପୋଲିସକୁ ବିକାଶର ସମ୍ପତି ଓ ଅର୍ଥନୈତିକ କାରବାର ସୂଚନା ମାଗିଛି…

ଲଦାଖ ସୀମାରୁ ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର । ବିବାଦୀୟ କ୍ଷେତ୍ରରୁ ହଟିବ ଦୁଇ ଦେଶର ସେନା, କୂଟନୈତିକ ବୈଠକରେ ଦୁଇ…

କନକ ବ୍ୟୁରୋ : ପେଙ୍ଗୋଙ୍ଗ ହ୍ରଦରୁ ପଛକୁ ହଟୁଛି ଚୀନ୍ । ଖାଲି ହେଉଛି ସୀମାର ବିବାଦୀୟ ସ୍ଥଳ । ଗଲୱାନ ପରେ ସବୁଠୁ ବିବାଦୀୟ ସ୍ଥଳ ପେଙ୍ଗୋଙ୍ଗ ହ୍ରଦ ନିକଟରୁ ଆରମ୍ଭ ହୋଇଛି ଚୀନ୍ ସେନା ପ୍ରତ୍ୟାହାର ପ୍ରକ୍ରିୟା । ପଛକୁ ହଟୁଛି ଚୀନର ପିପୁଲ ଲିବରେସନ୍ ଆର୍ମି । ଶୁକ୍ରବାର ଭାରତ ଏବଂ ଚୀନର…

ବୁଲା ବେପାରୀଙ୍କ ଅର୍ଥନୀତି । ବଂଚିବା ପାଇଁ ବ୍ୟବସାୟୀଙ୍କ ସଂଘର୍ଷମୟ କାହାଣୀ, ଦୋକାନ ଅଛି ଗରାଖ ନାହାନ୍ତି । ଜୀବିକା…

କନକ ବ୍ୟୁରୋ : କରୋନା ପ୍ରଭାବ ସବୁ ବର୍ଗର ଲୋକଙ୍କ ଉପରେ ପଡିଛି । ହେଲେ କରୋନା ମାଡରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଛୋଟ ଛୋଟ ବ୍ୟବସାୟୀ । କରୋନା ପାଇଁ କମିଛି ରୋଜଗାର । ବଂଚିବା ପାଇଁ ସଂଘର୍ଷ କରୁଛନ୍ତି ରାସ୍ତାକଡରେ ବସି ବିକ୍ରି କରୁଥିବା ବ୍ୟବସାୟୀ । ଫୁଟପାତରେ ଖୋଲା ଆକାଶ…

ହେବ କି ମନ୍ତ୍ରୀ ମଣ୍ଡଳର ଅଦଳବଦଳ ? ୬ ଜଣ ମନ୍ତ୍ରୀଙ୍କୁ ଦଳୀୟ ପଦବୀ ଦିଆଯିବା ପରେ ପାୱାର କରିଡରରେ ବଢ଼ିଲା ଚର୍ଚ୍ଚା,…

କନକ ବ୍ୟୁରୋ : ବିଜେଡି ସାଂଗଠନିକ ପୁନର୍ଗଠନ ପରେ ମନ୍ତ୍ରୀମଣ୍ଡଳରେ କିଛି ଅଦଳବଦଳ ହେବା ନେଇ ଜୋର ଧରିଛି ଚର୍ଚ୍ଚା । କେହି ମୁହଁ ଖୋଲୁନଥିଲେ ମଧ୍ୟ ମନ୍ତ୍ରୀମାନଙ୍କୁ ସଂଗଠନ ଦାୟିତ୍ୱ ଦିଆଯିବା ପରେ ଏହି ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ ଯେଉଁ ନେତା ମନ୍ତ୍ରୀ ପଦ ପାଇଁ ଆଶା ବାନ୍ଧିଥିଲେ,…