Daily Archives

July 4, 2020

କ୍ୟାନସର ହସ୍ପିଟାଲରୁ ଆଉ ୩୮ କରୋନା ଆକ୍ରାନ୍ତ ଚିହ୍ନଟ । ଗତ ୨ ତାରିଖରେ ଉକ୍ତ ହସ୍ପିଟାଲରୁ ଚିହ୍ନଟ ହୋଇଥିଲେ ୫୫…

କନକ ବ୍ୟୁରୋ : ସ୍ଥାନୀୟ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ପୁଣି ୩୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଯାଏଁ କ୍ୟାନସର ହସ୍ପିଟାଲରୁ ୧୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଏସସିବିରୁ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଏସସିବିରୁ ଚିହ୍ନଟ…

ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପରେ ନୀଳକନ୍ଦର ପ୍ରବେଶ କଲେ ମହାବାହୁ । ରତ୍ନସିଂହାସନ ବିଜେ ପରେ ସରିଲା ରଥଯାତ୍ରା ।…

କନକ ବ୍ୟୁରୋ: ଲୀଳାମୟ ଠାକୁର ଆଷାଢ ଶୁକ୍ଳପକ୍ଷ ଚଦୁର୍ଦ୍ଦଶୀ ତିଥିରେ ଆଜି ନୀଳାଦ୍ରି ବିଜେ କରିଛନ୍ତି। ନବଦିନ ଘୋଷଯାତ୍ରାରୁ ବାହୁଡ଼ି ସିଂହଦ୍ୱାରରେ ଚାରିଦିନ ଧରି ରଥାରୁଢ ଥିବା ତିନି ଠାକୁର ଚତୁର୍ଦ୍ଦଶୀ ତିଥିରେ ରତ୍ନବେଦୀକୁ ଫେରିଛନ୍ତି। ବିଜେ କାହାଳୀ, ଘଣ୍ଟଘଣ୍ଟାର ତାଳେ ତାଳେ ଗୋଟି…

ଲୀଳାଖେଳା ସାରି ରତ୍ନବେଦୀକୁ ବାହୁଡିଗଲେ ମହାବାହୁ… ବର୍ଷେ ପରେ ପୁଣି ବଡଦାଣ୍ଡକୁ ଆସିବ କାଳିଆ । ନୀଳକନ୍ଦରକୁ…

କନକ ବ୍ୟୁରୋ: କରୋନା କଟକଣା ଭିତରେ ବଡଦାଣ୍ଡକୁ ଆସି ପୁଣି ବଡଦେଉଳକୁ ଫେରିଗଲେ ମହାବାହୁ । ଭାଇ ଭଉଣୀଙ୍କୁ ଘେନି ନବଦିନାତ୍ମକ ଯାତ୍ରା ସାରି ପୁଣି ରତ୍ନସିଂହାସନରେ ବିରାଜିଛନ୍ତି କାଳିଆ ସାଆନ୍ତ । କରୋନା କଟକଣା ପାଇଁ କାଳିଆକୁ ଦେଖି ପାରୁନଥିଲା ଭକ୍ତ । ଶ୍ରୀମନ୍ଦିର ବନ୍ଦ ଥିବାରୁ…

ଧନରେ ତୁ ଆମକୁ ଛାଡି କୁଆଡେ ଗଲୁରେ…? କରୋନାରେ ପୁଅ ଆଖିବୁଜିବା ପରେ ଆତ୍ମହତ୍ୟା କଲେ ବାପାମାଆ । ସ୍ନେହ ପାଇଁ…

କନକ ବ୍ୟୁରୋ: କରୋନା ପୋଛିଦେଲା ପରିବାର । ଆଖିବୁଜିଲା ପୁଅ, ଆତ୍ମହତ୍ୟା କଲେ ବାପାମାଆ । ପୁଅ ପାଇଁ ଜୀବନ ହାରିଲେ ବାପା ମାଆ । କରୋନାର କାଳ ଫାଶରେ ଫସି ପୁଅ ଆଖିବୁଜିବା ପରେ ମୃତ୍ୟୁର ଦଉଡିରେ ନିଜକୁ ବାନ୍ଧି ଦେଇଥିଲେ ବାପାମାଆ । ଆଉ ବାଛି ନେଇଥିଲେ ଆତ୍ମହତ୍ୟାର ଅଫେରା ରାସ୍ତା । ବାପା…

ମାଡୁଛି ସଂକ୍ରମଣ, ପଡୁଛି ମାନସିକ ଚାପ । ଆତ୍ମୀୟଙ୍କ ମୃତ୍ୟୁ ପରେ ଆସିଲା ଆତ୍ମହତ୍ୟାର ଦୁଇଟି ଖବର, ମାନସିକ ରୋଗ…

କନକ ବ୍ୟୁରୋ : କରୋନା ସଂକ୍ରମଣ ବଢୁଛି ଏବଂ ମୃତ୍ୟୁ ବି ବଢି ଚାଲିଛି । ଭୂତାଣୁ ବଢାଇଛି ମାନସିକ ଅବସାଦ । କେତେବେଳେ ସାମାଜିକ ବାସନ୍ଦ ଭୟ ତ କେତେବେଳେ ଆତ୍ମୀୟଙ୍କୁ ହରାଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉଛନ୍ତି ସଂପର୍କୀୟ । ଜଗତସିଂହପୁର ଓ କବିସୂର୍ଯ୍ୟନଗରରୁ ଆସିଥିବା ଦୁଇଟି ଘଟଣା…

ମୋ ପୁଅକୁ ଏନକାଉଣ୍ଟର କରୁ ପୋଲିସ , ୟୁପିର କୁଖ୍ୟାତ ଗାଙ୍ଗଷ୍ଟର ବିକାଶ ଦୁବେର ମାଆ ଦେଲେ ବଡ଼ ବୟାନ। ୮ ପୋଲିସ…

କନକ ବ୍ୟୁରୋ : ଉତରପ୍ରଦେଶ କାନପୁରରେ ୮ଜଣ ପୋଲିସ ଅଧିକାରୀଙ୍କ ପ୍ରାଣହାନୀ ପରେ ଅଭିଯୁକ୍ତ ବିକାଶ ଦୁବେକୁ ଖୋଜୁଛି ପୋଲିସ । ଏହି ଘଟଣା ସାରା କାନପୁର ପୋଲିସ ଏବଂ ପ୍ରଶାସନର ନିଦ ହଜାଇ ଦେଇଛି । ବିକାଶ ଦୁବେର ତଥ୍ୟ ପ୍ରମାଣ ଯୋଗାଡ଼ କରିବା ପାଇଁ ୨୦ଟି ପୋଲିସ ଟିମ୍ ଛାନଭିନ୍ ଆରମ୍ଭ କରିଛନ୍ତି…