Daily Archives

July 18, 2020

ଆଇପିଏଲକୁ ନେଇ ବଢିଲା ଆଶା । ସେପ୍ଟେମ୍ବରରୁ ନଭେମ୍ବର ଭିତରେ ହୋଇପାରେ ଆଇପିଏଲ୍, ଜାଣନ୍ତୁ କେଉଁଠି ଖେଳାଯିବ ବିଶ୍ୱର…

କନକ ବ୍ୟୁରୋ : ଆଇପିଏଲକୁ ନେଇ ବଡ଼ ଖବର । କ୍ରିକେଟ ଜଗତର ସବୁଠୁ ବଡ଼ ଟୁର୍ଣ୍ଣାମେଂଟକୁ ନେଇ ବଢିଲା ଆଶା । ଚଳିତବର୍ଷ କଟକଣା ସହ ଆୟୋଜିତ ହୋଇପାରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ । ଆଇପିଏଲକୁ ନେଇ ଶୁକ୍ରବାର ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ ତଥା ଆପେକ୍ସ କାଉନସିଲ୍ ବୈଠକ ପରେ ଏହି ସମ୍ଭାବନା…

ଭୁବନେଶ୍ୱରରୁ ଚିହ୍ନଟ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲାର ୬୦ ପ୍ରତିଶତ ରୋଗୀ । ରାଜ୍ୟର ମୋଟ୍ ଆକ୍ରାନ୍ତ ଭିତରୁ ୩୯% ଗଞ୍ଜାମ…

କନକ ବ୍ୟୁରୋ: ଗଂଜାମ ବାଟରେ ରାଜଧାନୀ! ଭୁବନେଶ୍ୱରରେ କରୋନା ମିଟର ଉପରମୁହାଁ । ଦିନକୁ ଦିନ ରାଜଧାନୀରେ ବଢି ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ଗଂଜାମ ଜିଲ୍ଲା  ଯେଭଳି ଚିନ୍ତାଜନକ ସ୍ଥିତିରେ ପହଂଚିଛି, ରାଜଧାନୀର ଅବସ୍ଥା ଅନୁଧ୍ୟାନ କଲେ ଠିକ୍ ସେହିପରି ମନେ ହୁଏ ।…

ଓଡିଶା ପାଇଁ ଖୁସି ଖବର । ସୁସ୍ଥ ହେଲେ ଆଉ ୬୦୭ କରୋନା ଆକ୍ରାନ୍ତ । ଗଞ୍ଜାମରୁ ସର୍ବାଧିକ ସୁସ୍ଥ

କନକ ବ୍ୟୁରୋ: କରୋନା ଭାଇରସ୍ ନେଇ ରାଜ୍ୟବାସୀଙ୍କ ପାଇଁ ଆଜି ପୁଣି ଏକ ବଡ଼ ଖୁସି ଖବର ଆସିଛି । ରାଜ୍ୟର ୨୧ଟି ଜିଲ୍ଲାରୁ ଆଜି ୬୦୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ…

ଭୁବନେଶ୍ୱରରେ ମାଡ଼ି ଚାଲିଛି କରୋନା ଭୂତାଣୁ । ଆଜି ଆଉ ୮୭ ପଜିଟିଭ୍ ଚିହ୍ନଟ । ସଙ୍ଗରୋଧ କେନ୍ଦ୍ରରୁ ୪୧, ସ୍ଥାନୀୟ…

କନକ ବ୍ୟୁରୋ: ଭୁବନେଶ୍ୱରରେ ମାଡ଼ି ଚାଲିଛି କରୋନା ଭାଇରସ । ଆଜି ପୁଣି ଚିହ୍ନଟ ହେଲେ ୮୭ ପଜିଟିଭ୍ । ଯେଉଁଥିରେ ସ୍ଥାନୀୟ ଅଞ୍ଚଳରୁ ୪୬ ଜଣ ରହିଥିବାବେଳେ ସଙ୍ଗରୋଧ କେନ୍ଦ୍ରରୁ ୪୧ଟି କୋଭିଡ୍ ମାମଲା ଆସିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କିଏ କେଉଁ କେଉଁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ତାଙ୍କ…

ପଛୁଆ ଜିଲ୍ଲାର ଆଗୁଆ ଛାତ୍ରଙ୍କ ସହ କଥା ହେଲେ ଫାଇଭ-ଟି ସଚିବ । ମାଲକାନଗିରି ଜିଲ୍ଲାର ସିବିଏସଇ ଦଶମ ଟପ୍ପର ଅମ୍ରିତ…

କନକ ବ୍ୟୁରୋ: ଦୃଢ ଇଚ୍ଛାଶକ୍ତି ଓ ପ୍ରବଳ ଆଗ୍ରହ ଥିଲେ ସଫଳତାର ସିଡି ଚଢିବା ଅସମ୍ଭବ ନୁହେଁ । ପରିଶ୍ରମ ହିଁ ସଫଳତାର ଚାବିକାଠି । ଏହାକୁ ପ୍ରମାଣିତ କରିଛନ୍ତି ପଛୁଆ ଜିଲ୍ଲା ମାଲକାନଗିରି ଖଇରପୁଟ ଆଦର୍ଶ ବିଦ୍ୟାଳୟର ଛାତ୍ର ଅମ୍ରିତ କେଶରୀ ପାତ୍ର । ସିବିଏସ୍ଇ ଦଶମ ପରୀକ୍ଷାରେ ଅମ୍ରିତ…

କରୋନା କଟକଣା ପାଇଁ ଗ୍ରାହକଙ୍କ ପକେଟରେ ପରିବା ମାଡ଼ । କୁଚିଣ୍ଡା ବଜାରରେ ଫୁଲକୋବି ଗୋଟାକୁ ୧୦୦, ଦେଶୀ କାଙ୍କଣ କିଲ…

କନକ ବ୍ୟୁରୋ: ଦିନକୁ ଦିନ କରୋନା ସଂକ୍ରମିତ ସହ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏହି କରୋନା ପାଇଁ ଅନେକ ଜୀବନ ଜୀବିକା ହରାଇଥିବା ବେଳେ ପନିପରିବା ଚାଷ ବି ପ୍ରଭାବିତ ହୋଇଛି । ଉତ୍ପାଦନ କମ ହେବାରୁ ପନିପରିବା ଦର ଆକାଶ ଛୁଅାଁ ହୋଇଛି । ଫଳରେ ଖାଉଟିଙ୍କ ଉପରେ ସିଧାସଳଖ ଏହାର ପ୍ରଭାବ…