Daily Archives

July 10, 2020

ଗୁଳି ଖାଇଲା ଗ୍ୟାଙ୍ଗଷ୍ଟର, ୟୁପିର ମୋଷ୍ଟୱାଣ୍ଟେଡ୍ ବିକାଶ ଦୁବେକୁ ଏନକାଉଣ୍ଟର । ଉଜ୍ଜୟିନୀରୁ କାନପୁର ଯିବା ବାଟରେ…

କନକ ବ୍ୟୁରୋ: ୟୁପିର ସବୁଠୁ ବଡ ଗ୍ୟାଙ୍ଗଷ୍ଟରର ଏନକାଉଂଟର । ୮ ପୋଲିସ କର୍ମଚାରୀଙ୍କ ହତ୍ୟାକାରୀର ମୃତ୍ୟୁ । ୫ ଲକ୍ଷ ଟଙ୍କାର ପୁରସ୍କାର ଥିବା ବିକାଶ ଦୁବେର ଦେହାନ୍ତ । ୭ ଦିନ ଭିତରେ କାନପୁର କାଣ୍ଡର ରାସ୍ତାରେ ନ୍ୟାୟ! କାନପୁରରେ କୋର୍ଟ ପହଂଚିବା ପୂର୍ବରୁ ପୋଲିସ ଗୁଳିଲେ ଟଳିପଡିଲା…

ରାଜ୍ୟର ଆଉ ୫ ଜିଲ୍ଲାରୁ ପଛ ଘୁଞ୍ଚା ଦେଲେ ମାଓବାଦୀ । ମାଓ ନକ୍ସାରେ ନାହିଁ ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ ଓ…

କନକ ବ୍ୟୁରୋ: ମାଓବାଦୀ ମୁକ୍ତ ଅଂଚଳ ହେଲା ଓଡିଶାର ଆଉ ୫ ଜିଲ୍ଲା । ଅନୁଗୁଳ, ବୌଦ୍ଧ, ସମ୍ବଲପୁର ଦେଓଗଡ ଓ ନୟାଗଡକୁ ମାଓ ମୁକ୍ତ ଅଂଚଳ ଭାବେ ଘୋଷଣା କରାଯାଇଛି । ଏହାସହ ସୁରକ୍ଷା ସମ୍ପର୍କିତ ଖର୍ଚ, ଏସଆରଇ ତାଲିକାରୁ ଏହି ଜିଲ୍ଲା ଗୁଡିକୁ ବାଦ ଦିଆଯାଇଛି । ରାଜ୍ୟ ସରକାର ଏହାକୁ ମଞ୍ଜୁରୀ…

ନବରଙ୍ଗପୁରରୁ ଆସିଲା ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ଅଧା ରାସ୍ତାରେ ଶିଶୁକୁ ଜନ୍ମଦେଲେ ମହିଳା, ପ୍ରସୂତୀଙ୍କୁ ନେବାକୁ…

କନକ ବ୍ୟୁରୋ: ନବରଙ୍ଗପୁରରୁ ଆସିଛି ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ଯାହାକୁ ଦେଖିଲେ ଆପଣ ଚିନ୍ତା କରିବେ ରାଜ୍ୟରେ ଏବେ କିପରି ଲୋକଙ୍କୁ ମିଳୁଛି ସ୍ୱାସ୍ଥ୍ୟ ସେବାର ସୁବିଧା । ଅଧା ରାସ୍ତାରେ ଶିଶୁକୁ ଜନ୍ମଦେଲେ ମହିଳା । ପ୍ରସୂତୀଙ୍କୁ ନେବାକୁ ପହଁଚି ପାରିଲାନି ଆଂବୁଲାନ୍ସ । ଏହି ଘଟଣା…

ଜ୍ଞାନ ବାଣ୍ଟୁ ବାଣ୍ଟୁ ବାଣ୍ଟିଦେଲେ କରୋନା । ଜୟପୁରର ଶିକ୍ଷକ ବନିଗଲେ ସୁପର ସ୍ପ୍ରେଡର । ୩୫ ଜଣଙ୍କୁ ପଢାଇଛନ୍ତି ପାଠ,…

କନକ ବ୍ୟୁରୋ: ଛାତ୍ରଛାତ୍ରୀଙ୍କୁ ଜ୍ଞାନ ବାଂଟୁଥିବା ଏହି ଶିକ୍ଷକ ଯେ, କରୋନା ବାଂଟିବେ ତାହା ହୁଏତ କେହି କେବେ କଳ୍ପନା କରିନଥିବେ । ସେ ବି ଜାଣି ନଥିବେ, ସେ ତାଙ୍କ ଛାତ୍ରମାନଙ୍କ ପାଇଁ କରୋନା ବାହକ ସାଜିବେ । ହେଲେ କୋରାପୁଟ ବୋରିଗୁମ୍ମାର ଜଣେ ଶିକ୍ଷକ ଏବେ ଜିଲ୍ଲା ପ୍ରଶାସନ ପାଇଁ…

ଅଧିକ ସଂଖ୍ୟାରେ ସଂକ୍ରମଣ ପାଇଁ ଗଞ୍ଜାମକୁ ନେଇ ଦେଶରେ ଚର୍ଚା । ଜାତୀୟ ଗଣମାଧ୍ୟମରେ ରିପୋର୍ଟ, ନିର୍ଦ୍ଦିଷ୍ଟ ବର୍ଗରେ…

କନକ ବ୍ୟୁରୋ : ଗତ ଏକ ସପ୍ତାହର ସଂକ୍ରମଣକୁ ଆଧାର କରି ଓଡିଶାର ସଂକ୍ରମଣ ହାର, ଜାତୀୟ ହାରକୁ ଟପି ଯାଇଛି ବୋଲି ଆଜି ଜାତୀୟ ଗଣମାଧ୍ୟମ ଗୁଡିକ ରିପୋର୍ଟ ପ୍ରକାଶ କରିଛନ୍ତି । ସେପଟେ ଏକ ନିର୍ଦ୍ଧିଷ୍ଟ ସହର ବର୍ଗରେ ଗଂଜାମ, ଦେଶରେ ସବୁଠୁ ଆଗରେ ରହିଛି । ଏହି ରିପୋର୍ଟରେ କୁହାଯାଇଛି, ବହୁ…

କାଲି ଗିରଫ ଆଜି ଏନକାଉଣ୍ଟର । ସକାଳୁ ସକାଳୁ ଉତ୍ତରପ୍ରଦେଶରୁ ଆସିଲା ବଡ ଖବର, ପୋଲିସ ଗୁଳିରେ ଚାଲିଗଲା ଗ୍ୟାଙ୍ଗଷ୍ଟର…

କନକ ବ୍ୟୁରୋ : ଆଜି ସକାଳେ ଉତରପ୍ରଦେଶ ପୁଲିସ ସାରା ଦେଶକୁ ଚମକାଇ ଦେଲା । ସକାଳୁ ସକାଳୁ ଖବର ଆସିଲା, ଯେ ୮ ପୁଲିସ କର୍ମୀଙ୍କୁ ଗୁଳି କରି ହତ୍ୟା କରିଥିବା ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଏନକାଉଁଟର କରିଦେଇଛି ୟୁପି ପୋଲିସ । କୁହାଗଲା, ବିକାଶ ଦୁବେକୁ ୟୁପି ଅଣାଯାଉଥିବା ବେଳେ ସେ ଖସିଯିବା…