Daily Archives

July 21, 2020

ଭାଗ୍ୟବାନ ଜ୍ୱାଇଁ: ୧୦୫ ପ୍ରକାର ବ୍ୟଞ୍ଜନ ଦେଇ ଜ୍ୱାଇଁ ଚର୍ଚ୍ଚା କଲେ ଶ୍ୱଶୁର ଘର ଲୋକେ । ଜାଣନ୍ତୁ ଓଡ଼ିଶାର କେଉଁ…

କନକ ବ୍ୟୁରୋ: ଶ୍ୱଶୂର ଘରେ ଜ୍ୱାଇଁ ଭୋଜନ । ସାଧାରଣତଃ ଶ୍ୱଶୂର ଘରେ ଜ୍ୱାଇଁଙ୍କ ଚର୍ଚ୍ଚା ଘରେ ଘରେ ହୋଇଥାଏ । ହେଲେ ନିମାପଡାରେ ଏକ ପରିବାର ଜ୍ୱାଇଁଙ୍କ ଚର୍ଚ୍ଚା ପାଇଁ ତିଆରି କରିଛନ୍ତି ୧୦୫ ପ୍ରକାରର ବ୍ୟଞ୍ଜନ । ଡକ୍ଟର ଶୁଭଜିତ ସାହୁଙ୍କ ପାଇଁ ତିଆରି ହୋଇଥିଲା ୧୦୫ ପ୍ରକାରର ସୁସ୍ୱାଦୁ…

ଭୁବନେଶ୍ୱରରେ ଆହୁରି ପ୍ରତିଷ୍ଠା ହେବ କୋଭିଡ୍ ହସ୍ପିଟାଲ । ୩୦ଟି ଆଇସିୟୁ ସହ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ…

କନକ ବ୍ୟୁରୋ: ଆହୁରି ପ୍ରତିଷ୍ଠା ହେବ କୋଭିଡ୍ ହସ୍ପିଟାଲ । ଭୁବନେଶ୍ୱରରେ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା ନେଇ ଘୋଷଣା । ୩୦ଟି ଆଇସିୟୁ ସହ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା ହେବ । ଆଦିତ୍ୟ-ଅଶ୍ୱିନୀ ଡାକ୍ତରଖାନା ପକ୍ଷରୁ ପ୍ରତିଷ୍ଠା କରାଯିବ । ନୀଳାଚଳ ହସ୍ପିଟାଲରେ…

ଫଶାଇବା ପାଇଁ ବସା ଯାଇଥିଲା ଫାଶ । ମାନବାଧିକାର କମିଶନ ଖୋଲିଲେ ଗୁମର, ୨୦୧୭ରେ ଜେଇଙ୍କ ଅଫିସରେ ହୋଇଥିଲା ମିଛ…

କନକ ବ୍ୟୁରୋ : ଜଣେ ଜେଇଙ୍କୁ ଲାଞ୍ଚ ନେବା ଅବସ୍ଥାରେ ଧରିଥିଲେ ଭିଜିଲାନ୍ସ ଡିଏସପି ହିମାଂଶୁ ଶେଖର ମିଶ୍ର । କିନ୍ତୁ ଏହା ପଛର ଷଡଯନ୍ତ୍ର ଏବେ ପଦାକୁ ଆସିଛି । ଏବେ ଅବସର ନେଇସାରିଥିବା ହିମାଂଶୁଙ୍କୁ ୫ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିଶନ…

ରାତି ଅଧରେ ରୋଗୀଙ୍କ ଦୁର୍ଦ୍ଦଶା । ଜରରେ ପଡିଥିବା ସ୍ୱାମୀଙ୍କୁ ଧରି ସ୍ତ୍ରୀ ବୁଲିଲେ ହସ୍ପିଟାଲରୁ ହସ୍ପିଟାଲ । କୋଭିଡ…

କନକ ବ୍ୟୁରୋ : ଓଡ଼ିଶା ପାଇଁ ଏବେ ସବୁଠୁ ବଡ଼ ଚିନ୍ତାର କାରଣ ହୋଇଛି, ଗଞ୍ଜାମ ଜିଲ୍ଲାର କରୋନା ସଂକ୍ରମଣ । ପ୍ରତିଦିନ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟା, ଜିଲ୍ଲାର ସ୍ୱାସ୍ଥ୍ୟସେବାକୁ ଦୋହଲାଇ ଦେଇଛି । ଆଉ ଏଭଳି ସ୍ଥିତିରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସୁଛି କରୋନାର କରୁଣ କାହାଣୀ । କେଉଁଠି…

ମହାମାରୀ ବେଳେ ବଢିଲା କରୋନା ଯୋଦ୍ଧାଙ୍କ ଅବସର ବୟସ । ଡାକ୍ତରଙ୍କ ଅବସର ବୟସ ୬୨ରୁ ୬୫ ବର୍ଷକୁ ବୃଦ୍ଧି କଲେ ସରକାର ।…

କନକ ବ୍ୟୁରୋ: ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ରାଜ୍ୟ ବାହାରୁ ଏକ ଲକ୍ଷରୁ ଅଧିକ ପ୍ରବାସୀ ଆସିଥିଲେ ମଧ୍ୟ ଖୋର୍ଦ୍ଧା (ଭୁବନେଶ୍ବର) ଓ କଟକ ଜିଲ୍ଲାରେ କୋଭିଡ ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି। ଖୋର୍ଦ୍ଧା ଜିଲ୍ଲାରେ ସୁସ୍ଥତା ହାର ୭୦ ପ୍ରତିଶତ ଥିବାବେଳେ କଟକ ଜିଲ୍ଲାରେ ଏହା ୭୧ ପ୍ରତିଶତ ରହିଛି,…

ହିତାଧିକାରୀଙ୍କୁ ମିଳିବ ୫ମାସର ମାଗଣା ଚାଉଳ । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଜୁଲାଇରୁ ନଭେମ୍ବର ଯାଏ ଚାଉଳ ଓ ଡାଲି…

କନକ ବ୍ୟୁରୋ: ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧୀକାରୀ ପାଇବେ ୫ ମାସର ମାଗଣା ଚାଉଳ ଓ ଡାଲି । କରୋନା ସଂକ୍ରମଣ ଏବଂ ଏହାର ମୁକାଲିବା ପାଇଁ ଲକଡାଉନ୍ ଓ ସଟଡାଉନ୍ ଗରିବ ଲୋକଙ୍କ ଜୀବନ ଜୀବିକା ଉପରେ ବିଶେଷ ପ୍ରଭାବ ପକାଇଛି । ତେଣୁ ଗରିବ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିିରେ ରଖି ଜୁଲାଇରୁ…