Daily Archives

July 24, 2020

ଅଜା ପାଇଁ ମୁଁ ଶକ୍ତିମାନ… ମାତ୍ର ୩୦ ଟଙ୍କା ପାଇଁ ମରିଗଲା ମଣିଷପଣିଆ । ଲାଞ୍ଚ ନଦେବାରୁ ରୋଗୀକୁ ଛୁଇଁବାକୁ ମନା…

କନକ ବ୍ୟୁରୋ: ଅଜା ! ତମେ ବ୍ୟସ୍ତ ହୁଅନି... ତମର କିଛି ହେବନି... ମୁଁ ଅଛି ପରା । ତମ ନାତି ତମ ପାଖରେ ଅଛି ପରା, ଜମା ଡରନି... ଡାକ୍ତରଖାନା ନଛୁଉଁ, ମୁଁ ତମକୁ ମୋ କୁନି ହାତରେ ଟାଣିଟାଣି ନେଇଯିବି... ଅଭାବୀର ଷ୍ଟ୍ରେଚର ଉପରେ ଅଜା । କୃତଘ୍ନ ବ୍ୟବସ୍ଥା, କୃତଜ୍ଞ ନାତି । ଆଗେ ଆଗେ ମାଆ…

ଚୀନକୁ ସାବାଡ କରିବାକୁ ଭାରତର ଆଉ ଏକ ବଡ ପଦକ୍ଷେପ । ସରକାରୀ ପ୍ରକଳ୍ପରେ ଭାଗ ନେଇପାରିବେନି ଚୀନ କିମ୍ବା ପାକିସ୍ତାନର…

କନକ ବ୍ୟୁରୋ : ଚୀନକୁ ଚାରିପଟୁ ଘେରିବା ପାଇଁ ମୋଦି ସରକାରଙ୍କ ରଣନୀତିର ଆଉ ଏକ କୂଟନୈତିକ ପଦକ୍ଷେପ । ୫୯ ଆପ ବ୍ୟାନ ପରେ ଚୀନ ନିବେଶ ଉପରେ ଲାଗିଲା କଟକଣା । ସରକାରୀ ପ୍ରକଳ୍ପରେ ଭାଗ ନେଇପାରିବେନି ଚୀନ କିମ୍ବା ପାକିସ୍ତାନର କୌଣସି ସଂସ୍ଥା । ସୀମାରେ ଉତ୍ପାତ କରୁଥିବା ଚୀନକୁ ଆର୍ଥିକ…

ଘନଉଛି ଆମେରିକା–ଚାଇନା ବିବାଦ । ଆରମ୍ଭ ହେଲା ବାଣିଜ୍ୟିକ ଦୂତାବାସ ବନ୍ଦ ରେସ୍, କେହି କାହାରିକୁ ଛାଡିବାକୁ ନାରାଜ ।

କନକ ବ୍ୟୁରୋ :  ଆମେରିକା ଓ ଚୀନ୍ ମଧ୍ୟରେ ଛକାପଞ୍ଝାର ଖେଳ । ହୁଷ୍ଟନରେ ଥିବା ଚୀନ୍ ବାଣିଜ୍ୟିକ ଦୂତାବାସ ବନ୍ଦ କରିବାର ଗୋଟିଏ ଦିନ ପରେ ଚୀନର ଜବାବି କାର୍ଯ୍ୟାନୁଷ୍ଠାନ । ଚୀନର ଚେଙ୍ଗଡୁ ସହରରେ ଥିବା ଆମେରିକାର ବାଣିଜ୍ୟିକ ଦୂତାବାସ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ବେଜିଂ । ଉଭୟ ଦେଶ…

ପ୍ଲାଜମା ପାଇଁ ମନ୍ତ୍ରୀଙ୍କୁ ଜିଲ୍ଲା ଦାୟିତ୍ୱ । ଜିଲ୍ଲା ବୁଲି ପ୍ଲାଜମା ପାଇଁ ଉତ୍ସାହିତ କରିବା ସହ ସମସ୍ତ ବ୍ୟବସ୍ଥା…

କନକ ବ୍ୟୁରୋ : କୋଭିଡ ରୋଗର ଚିକିତ୍ସାରେ ପ୍ଲାଜମା ଥେରାପି ଆମ ରାଜ୍ୟରେ ଉତ୍ସାହ ଜନକ ସଫଳତା ଆଣିଛି । ଏହି ଚିକିତ୍ସା ପଦ୍ଧତି ଦ୍ୱାରା କଟକର ଜଣେ ୪୮ ବର୍ଷୀୟ ମହିଳା ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ପ୍ଲାଜମା ଥେରାପି ଡାକ୍ତର ଓ ରୋଗୀମାନଙ୍କ ମଧ୍ୟରେ ଆଶା ସଂଚାର କରିଛି । ସେହିଭଳି…

ରୋଗୀଙ୍କ ମୃତ୍ୟୁ ପରେ ଆସିଲା କରୋନା ପଜିଟିଭ୍ ରିପୋର୍ଟ । ଜ୍ୱରରେ ପୀଡିତ ହୋଇ ମେଡିକାଲରେ ହୋଇଥିଲେ ଚିକିତ୍ସିତ,…

କନକ ବ୍ୟୁରୋ : ସଂକ୍ରମଣ ଭୟ ବଢାଇଲା ଶବସଂସ୍କାର । ଏଭଳି ଏକ ଚିନ୍ତାଜନକ ଘଟଣା ଘଟିଛି ଗଂଜାମ ଭଂଜନଗର ଅଂଚଳରେ । ଏହି ଅଂଚଳର ଜଣେ ବନ କର୍ମଚାରୀଙ୍କ ମୃତ୍ୟୁର ପରଦିନ ଆସିଛି କୋଭିଡ୍ ପଜିଟିଭ ରିପୋର୍ଟ । ହେଲେ ଏହା ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଯୋଗ…

କରୋନା ହାରୁଛି, ପ୍ଲାଜମା ଜିତୁଛି । ଓଡ଼ିଶାରେ ଜୀବନ ବଞ୍ଚାଇଲା ପ୍ଲାଜମା ଚିକିତ୍ସା, ସଂପୂର୍ଣ୍ଣ ସୁସ୍ଥ ହେଲେ କଟକ…

କନକ ବ୍ୟୁରୋ : ରାଜ୍ୟରେ ସଫଳ ହୋଇଛି ପ୍ଲାଜମା ଥେରାପି । ପ୍ଲାଜମା ନେଇଥିବା ରାଜ୍ୟର  ପ୍ରଥମ କରୋନା ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । କଟକର ଜଣେ ୪୮ ବର୍ଷିୟ ମହିଳା ମମତା ସେନ୍ ପ୍ଲାଜମା ଥେରାପିରେ  ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ପ୍ଲାଜମା ନେଇଥିବା ଆଉ ୧୩ଜଣଙ୍କର…