Daily Archives

July 23, 2020

କେମିତି ହାରିବ କରୋନା ? ମହାମାରୀ ସହ ଲଢି କେମିତି ଜିତିବା କରୋନା ଯୁଦ୍ଧ ? କାନ୍ଥରେ କରୋନା ଚିତ୍ର ଆଙ୍କି ସଚେତନତାର…

କନକ ବ୍ୟୁରୋ: କରୋନା ପାଇଁ କାନ୍ଥରେ ଚିତ୍ର । ସଂକ୍ରମଣ ପାଇଁ ସଚେତନତାର ବାର୍ତ୍ତା । ମାସ୍କ ପିନ୍ଧନ୍ତୁ, ହାତ ଧୁଅନ୍ତୁ ଆଉ ସାମାଜିକ ଦୂରତା ବଜାୟ ରଖନ୍ତୁ । ମହାମାରୀ ମୁକାବିଲା ପାଇଁ ଏସବୁକୁ ଅଭ୍ୟସ୍ତ କଲେ ଆପଣ ଜିତି ପାରିବେ କରୋନା ଯୁଦ୍ଧ । ଦିନକୁ ଦିନ କରୋନା କାୟା ମେଲାଇ ଚାଲିଥିବା…

ମହାମାରୀ ବେଳେ ବଢିଲା ଶ୍ରମିକଙ୍କ ମଜୁରୀ । ସଙ୍କଟ ସମୟରେ ଖୁସି ଖବର ଦେଲେ ସରକାର । ବଢିଲା ସବୁ ଶ୍ରେଣୀର ଶ୍ରମିକଙ୍କ…

କନକ ବ୍ୟୁରୋ: ରାଜ୍ୟ ସରକାର ଶ୍ରମିକମାନଙ୍କର ମଜୁରୀ ବୃଦ୍ଧି କରିଛନ୍ତି। କରେନା ସଂକଟ ସମୟରେ ଶ୍ରମିକମାନଙ୍କର ମଜୁରୀ ବଢ଼ିବା ନିଶ୍ଚିତ ଭାବେ ଖୁସିର ଖବର। ରାଜ୍ୟର ସବୁ ଶ୍ରେଣୀର ଶ୍ରମିକଙ୍କ ମଜୁରୀ ୫ଟଙ୍କା ୪୦ ପଇସା ବଢ଼ିଛି। ରାଜ୍ୟ ସରକାର ଅଣକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୩୦୩ଟଙ୍କା ୪୦…

ସାମନାକୁ ଆସିଲା ଆଦିତ୍ୟ ଦାସଙ୍କ ସୁଇସାଇଡ୍ ନୋଟର ସତ । ହ୍ୟାଣ୍ଡ ରାଇଟିଂ ବ୍ୟୁରୋ କହିଲା ଡାଏରୀରେ ନିଜେ ଲେଖିଛନ୍ତି…

କନକ ବ୍ୟୁରୋ : ମାନବପ୍ରେମୀ ଆଦିତ୍ୟ ଦାସଙ୍କ ଡାଏରୀରୁ ପରଦା ହଟିଛି । ଡାଏରୀରେ ଥିବା ହାତଲେଖା, ଆଦିତ୍ୟଙ୍କର ବୋଲି ସ୍ପଷ୍ଟ କରିଛି ହ୍ୟାଣ୍ଡ ରାଇଟିଂ ବ୍ୟୁରୋ । ଏକ୍ସପର୍ଟଙ୍କ ମତାମତ ପରେ ଜିଆରପିକୁ ରିପୋର୍ଟ ହସ୍ତାନ୍ତର କରାଯାଇଛି । ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ ଦେହ ରେଳ ଧାରଣାରୁ…

ଶ୍ରମିକଙ୍କୁ ଡାକୁଛି ସୁରଟ୍ । ଗଞ୍ଜାମରୁ ଗୁଜୁରାଟ ପାଇଁ ବାହାରୁଛି ୧୦ଟି ବସ୍, କାମଧନ୍ଦା ନଥିବା ଶ୍ରମିକ ପାଇଁ ଜାଲ…

କନକ ବ୍ୟୁରୋ : ଗଞ୍ଜାମ ଶ୍ରମିକଙ୍କୁ ଗୁଜୁରାଟ ନେଇଯିବା ପାଇଁ ପ୍ରସ୍ତୁତ ରହିଛି ବସ୍ । ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶ୍ରମିକଙ୍କୁ ସୁରଟ ନେଇଯିବା ପାଇଁ ପୋଷ୍ଟର ଓ ମୋବାଇଲ୍ ମ୍ୟାସେଜ୍ ଜରିଆରେ ଶ୍ରମିକଙ୍କୁ ସୂଚନା ଦିଆଯାଉଛି । କରୋନା ଯୋଗୁଁ ଗଞ୍ଜାମ ଫେରି ଆସିଥିବା ଶ୍ରମିକଙ୍କ ହାତରେ ଏବେ…

ସେନା ନାଁରେ ଠକେଇ… ଯବାନଙ୍କ ପରିଚୟ ଦେଇ ବୁଲେଟ୍ ବିକିବାକୁ କହି ଟଙ୍କା ଲୁଟିନେଲେ ଲୁଟେରା । ସମ୍ବଲପୁରର…

କନକ ବ୍ୟୁରୋ: ପୁଣି ଅନଲାଇନ୍ ଠକେଇର ଶିକାର ହେଲେ ଯୁବକ । ଓଏଲଏକ୍ସରେ ଠକେଇ । ଯବାନ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଲୁଟେରା । ନୂଆ ଜିନିଷର ଫଟୋ ଦେଇ କମ୍ ଦାମରେ ବିକିବାର ଅଭିନୟ କରି ସମ୍ବଲପୁରରେ ଜଣଙ୍କ ଠାରୁ ୧ ଲକ୍ଷ ୨୪ ହଜାର ଟଙ୍କାର ଠକେଇ ପରେ ସମ୍ବଲପୁରରୁ ଏଭଳି ଲୁଟ୍ ଖବର…

ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପ୍ଲାଜମା ଡୋନରଙ୍କ ପାଇଁ ‘ଲାଲଚାନ୍ଦ ଫାଉଣ୍ଡେସନ’ର ବଡ ଘୋଷଣା । ସ୍ୱେଚ୍ଛାକୃତ ଭାବେ…

କନକ ବ୍ୟୁରୋ :  ଲାଲଚାନ୍ଦ ଗ୍ରୁପର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସଙ୍କ ଜନ୍ମଦିନ ଅବସରରେ ‘ଲାଲଚାନ୍ଦ ଫାଉଣ୍ଡେସନ୍’ର ଆନୁଷ୍ଠାନିକ ଶୁଭାରମ୍ଭ ଘୋଷଣା କରାଯାଇଛି। ସମାଜର ସୁବିଧାସୁଯୋଗରୁ ବଞ୍ଚିତ ବର୍ଗର ସର୍ବାଙ୍ଗୀନ ଉନ୍ନତି ସାଧନ ଲାଗି ପ୍ରତିଷ୍ଠିତ ଏହି ଫାଉଣ୍ଡେସନ୍ ପକ୍ଷରୁ ତୁରନ୍ତ…