Daily Archives

July 5, 2020

ମୋଦିଙ୍କ ନୂଆ ଚ୍ୟାଲେଞ୍ଜ, ବିଜେତାଙ୍କୁ ମିଳିବ ୨୦ ଲକ୍ଷ ଟଙ୍କାର ପୁରସ୍କାର । ଜାଣନ୍ତୁ କେମିତି କରିବେ ଆବଦେନ ଓ କଣ…

କନକ ବ୍ୟୁରୋ : ୫୯ ଚାଇନିଜ ଆପକୁ ବ୍ୟାନ୍ କରି ମୋଦି ସରକାର ଚୀନକୁ ବଡ ଝଟକା ଦେଇଛନ୍ତି । ଡିଜିଟାଲ ଷ୍ଟ୍ରାଇକ କରି ବେଜିଂକୁ କଡା ଜବାବ ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିକୁ ପୂରା ଦେଶବାସୀ ପ୍ରଂଶସା କରୁଥିବା ବେଳେ ଚୀନକୁ ଡବଲ ଝଟକା ଦେବାକୁ ପ୍ରସ୍ତୁତ…

କିଭଳି ଅଛି ସେନାର ସ୍ଥିତି ? ଲେହ ଗସ୍ତ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, ଦେଲେ…

କନକ ବ୍ୟୁରୋ: କିଭଳି ଅଛି ଲେହରେ ଭାରତୀୟ ସେନାର ସ୍ଥିତି, ଆଜି ଏ ବାବଦରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ବିସ୍ତୃତ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଥିଲେ। ପ୍ରାୟ…

ବିବାହର ୪ ଦିନ ପରେ ଆତ୍ମହତ୍ୟା କଲେ ନବଦମ୍ପତି । ରେଳଧାରଣାରୁ ମିଳିଲା ସ୍ୱାମୀଙ୍କ ମୃତଦେହ, ଫ୍ୟାନରେ ଦଉଡି ନେଇ…

ଉତ୍ତରପ୍ରଦେଶର ଗାଜିଆବାଦରେ ବିବାହର ୪ଦିନ ପରେ ନବଦମ୍ପତିଙ୍କ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି। ଉଭୟ ଜୁନ୍‌ ୨୯ରେ ପ୍ରେମ ବିବାହ କରିଥିଲେ ହେଁ ଜୁଲାଇ ୩ ତାରିଖରେ ଯୁବକଙ୍କ ମୃତଦେହ ରେଳ ଧାରଣରୁ ମିଳିଥିଲା ବେଳେ ଗୋଟିଏ ଦିନ ପରେ ମହିଳା ଫ୍ୟାନ୍‌ରେ ଦୌଡ଼ି ଦେଇ ଆତ୍ମହତ୍ୟା…

ରଥଯାତ୍ରାକୁ ନେଇ ଆରମ୍ଭ ହେଲା ଶ୍ରେୟ ରାଜନୀତି? ଟ୍ୱିଟ୍ କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ,…

କନକ ବ୍ୟୁରୋ : କରୋନା ସଂକ୍ରମଣ ଭିତରେ କେମିତି ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ତାକୁ ନେଇ ଚିନ୍ତାରେ ଥିଲେ ସରକାର । କଟକଣା ଭିତରେ ରଥଯାତ୍ରା କରିବା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ପରେ ହାତରେ ଖୁବ କମ ସମୟ ଥିଲା । ଆଉ ଏହି ଆହ୍ୱାନକୁ ଅବସରରେ ପରିଣତ କଲା ପୁରୀ ଜିଲ୍ଲା ପ୍ରଶାସନ । ନବ…

ଆମେରିକା ଚାହୁଁଛି ଭାରତ-ଚୀନ ଯୁଦ୍ଧ ! ଭାରତ-ଚୀନ ଉତ୍ତେଜନା ଭିତରେ ଆନ୍ତର୍ଜାତୀୟ ଖବର କାଗଜର ବଡ ଖୁଲାସା । କହିଲା…

କନକ ବ୍ୟୁରୋ: ଚାଇନା ସହିତ ଭାରତର ଯୁଦ୍ଧ ହେଉ, କିଛି ଏମିତି ଚାହୁଁଛି ଆମେରିକା । ଭାରତକୁ ସୀମାର ସାଟେଲାଇଟ ଚିତ୍ର ପଠାଇବ ଆମେରିକା । ଯୁଦ୍ଧ ହେଲେ ଭାରତକୁ ଆଉ କଣ କଣ ସାହାଯ୍ୟ କରିବ ଆମେରିକା । ବୁଲଗେରିଆନମିଲିଟାରୀ. କମରେ ପ୍ରକାଶିତ ଖବର ଅନୁସାରେ, ଜୁଲାଇ ୨୭ ସୁଦ୍ଧା ଭାରତ ପ୍ରଥମ ୬ଟି…

ଚିନ୍ତା ବଢାଉଛି ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ବଢିଲା ଗୋଷ୍ଠୀ ସଂକ୍ରମଣର ଆଶଙ୍କା, ୩ ଦିନରେ ୪ ଶହ ଟପିଛି ଲୋକାଲ…

କନକ ବ୍ୟୁରୋ : ରାଜ୍ୟରେ ଏବେ ଦିନକୁ ପାଖାପାଖି ୫ ଶହ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୩ ଦିନ ଭିତରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଶହ ପାର୍ କରିଛି । ତେବେ ଚିିନ୍ତାର କାରଣ ହେଉଛି ଯେ, ଆକ୍ରାନ୍ତଙ୍କ ମଧ୍ୟରୁ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକ ସଂକ୍ରମିତ ହେଉଛନ୍ତି । ଗତ ୩ ଦିନରେ…