Daily Archives

July 12, 2020

ମଧ୍ୟପ୍ରଦେଶ ରାସ୍ତାରେ ରାଜସ୍ଥାନ । ରାଜନୀତିରେ ହଲଚଲ, ସରକାର ବଂଚାଇବାକୁ ସମସ୍ତ ବିଧାୟକଙ୍କୁ ଜୟପୁର ଡାକିଲେ…

କନକ ବ୍ୟୁରୋ: ରାଜସ୍ଥାନ ରାଜନୀତିରେ ଆରମ୍ଭ ହୋଇଛି ହଲଚଲ । ପୁଣି ଥରେ ପଦାରେ ପଡିଛି ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ଥିବା ବିବାଦ । ସଚିନ୍ ତାଙ୍କ ସମର୍ଥକମାନଙ୍କ ସହ ଦଳ ମୁଖ୍ୟଙ୍କୁ ଭେଟିବାକୁ ଦିଲ୍ଲୀ ଯାଇଥିବାବେେଳେ ଅନ୍ୟପଟେ ସରକାର ବଂଚାଇବାକୁ…

ମସ୍କୋରୁ ଆସିଲା ଆଶ୍ୱସ୍ତି କଲା ଭଳି ଖବର । ପ୍ରଥମ କରୋନା ଟୀକାର କ୍ଲିନିକାଲ ଟ୍ରାଏଲ ସଫଳ । ଟୀକାର ପରୀକ୍ଷଣ ସଫଳ…

କନକ ବ୍ୟୁରୋ: କେବେ ଆସିବ କରୋନା ଟିକା? କେମିତି ମିଳିବ କରୋନାରୁ ମୁକ୍ତି? ଏନେଇ ଆମ ସମସ୍ତଙ୍କ ଭିତରେ ପ୍ରଶ୍ନ ଉଠୁଛି । ଲକଡାଉନ, ସଟଡାଉନ ଓ ସଙ୍ଗରୋଧର କଟକଣା ଭିତରେ କରୋନା ବିପଦ ସମସ୍ତଙ୍କୁ ବିଚଳିତ କରିଦେଇଛି । ଆଉ ଠିକ୍ ଏତିକି ବେଳେ ଋଷିଆର ଏକ ବିଶ୍ୱବିଦ୍ୟାଳୟ କରୋନା ଟିକାର ପ୍ରଥମ…

ବଲିଉଡ ଶେହେନ୍ସାଙ୍କ ଘରେ ପଶିଲା କରୋନା । ଅମିତାଭ, ଅଭିଷେକଙ୍କ ପରେ ଐଶ୍ୱର୍ଯ୍ୟା ଓ ଆରାଧ୍ୟା କରୋନା ପଜିଟିଭ୍ ଚିହ୍ନଟ…

କନକ ବ୍ୟୁରୋ: ବିଭିନ୍ନ ଜାତୀୟ ବିଜ୍ଞାପନରେ କରୋନା ସହିତ ଲଢିବା ଏବଂ ସୁରକ୍ଷିତ ରହିବା ପାଇଁ ବାର୍ତା ଦେଉଥିବା ବିଗ ବି ଅମିତାଭ ବଚ୍ଚନ କରୋନା ପଜିଟିଭ । ଏହି ଖବର ସାରା ଦେଶବାସୀଙ୍କୁ ଦୁଃଖୀ କରିଦେଇଛି । ଶନିବାର ରାତିରେ ବିଗ ବି ଅମିତାଭ ବଚ୍ଚନ ନିଜେ ଟୁଇଟ କରି କରୋନା ପଜିଟିଭ ଥିବା…

କରୋନା ସମୟରେ ଆଶଙ୍କା ଭିତରେ ନବଦମ୍ପତି । ପରିବାର ନ ବଢ଼ାଇବାକୁ କରୁଛନ୍ତି ବିଚାର, କହିଲେ କମୁଛି ରୋଜଗାର, ହସ୍ପିପିଟାଲ…

କନକ ବ୍ୟୁରୋ: କରୋନା ସଂକ୍ରମଣ ହାର ବଢି ବଢି ଚାଲିଥିବା ବେଳେ ପରିବାର ବଢାଇବା ପାଇଁ ଯୋଜନା କରିବାର ଏହା ଠିକ ସମୟ ନୁହେଁ ବୋଲି ବିଚାର କରୁଛନ୍ତି ଦମ୍ପତି । ଏଭଳି ଏକ ଦମ୍ପତିଙ୍କୁ ଭେଟିଥିଲା ଆମ କ୍ୟାାମେରା ଟିମ । ଆଉ ସେମାନେ ବି ନିଜ ପରିବାର ବଢ଼ାଇବା ପୂର୍ବରୁ କରୋନା ଭଳି ସଙ୍କଟ କଥା…

ପୁଣି ଥରେ ସଟଡାଉନର ଆବଶ୍ୟକତାକୁ ନେଇ ବିତର୍କ । ପୂରା ସହରକୁ ସଟଡାଉନ ନକରି ସଂକ୍ରମଣ ବଢୁଥିବା ଅଞ୍ଚଳରେ କଟକଣା…

କନକ ବ୍ୟୁରୋ: ଜୁଲାଇ ମାସରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବା ବେଳେ ପୁଣି ଥରେ୍ ଲକଡାଉନ କିମ୍ବା ସଟଡାଉନର ଆବଶ୍ୟକତାକୁ ନେଇ ବିତର୍କ ଆରମ୍ଭ ହୋଇଛି । କିନ୍ତୁ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆଙ୍କ ମତରେ ପୁରା ସହରକୁ ଲକଡାଉନ ନକରି କେବଳ ସେହି ନିର୍ଦ୍ଧିଷ୍ଟ…

ଜୁଲାଇ ସ୍ଥିତି ଅସମ୍ଭାଳ ! ଭୁବନେଶ୍ୱର କୋଭିଡ୍ ହସପିଟାଲରେ ଆଇସିୟୁ ବେଡ୍ ଶହେ ପ୍ରତିଶତ ପୂର୍ଣ୍ଣ । ଟ୍ୱିନ୍ ସିଟିରେ…

କନକ ବ୍ୟୁରୋ: ସଂକ୍ରମଣ ବଢୁଛି, ସଙ୍ଗୀନ ହେଉଛି ସ୍ଥିତି । ଭୁବନେଶ୍ୱର କୋଭିଡ୍ ହସପିଟାଲରେ ଆଇସିୟୁ ଭର୍ତ୍ତି । ଜୁଲାଇ ମାସରେ ଅସମ୍ଭାଳ ହେଉଛି ସ୍ଥିତି । ଗତ ୧୨ ଦିନ ଧରି ଦୈନିକ ପ୍ରାୟ ୫୦୦ ହାରରେ ଯୋଡି ହେଉଛନ୍ତି ନୂଆ ଆକ୍ରାନ୍ତ । ପରିସ୍ଥିତି ଏପରି ବିଗିଡ଼ି ଗଲାଣି ଯେ କେଉଁଠି ବେଡ୍…