Daily Archives

July 16, 2020

କାଲିଠୁ ୧୪ ଦିନ ଯାଏଁ ୪ ଜିଲ୍ଲାରେ ପଡିବ ତାଲା । ଜାଣନ୍ତୁ ଲକଡାଉନ ସମୟରେ କଣ ରହିବ ଖୋଲା ? କଣ ରହିବ ବନ୍ଦ ?

କନକ ବ୍ୟୁରୋ: କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ପୁଣି ଏକ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ବହୁଳ ସଂକ୍ରମଣ ଥିବା ୪ଟି ଜିଲ୍ଲା ଓ ଗୋଟିଏ ମହାନଗର ନିଗମକୁ ୧୪ଦିନ ଲାଗି ଲକଡାଉନ୍‌ ଘୋଷଣା କରିଛନ୍ତି। ଆଜି ଏକ ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟ ଶାସନ ସଚିବ ଅସିତ…

କାଲି ରାତିରୁ ୪ ଜିଲ୍ଲାରେ ପଡିବ ତାଲା । ଲକଡାଉନ ବେଳେ ଖୋଲିବନି ଦୋକାନ । ୧୪ ଦିନ ଯାଏଁ ମାଛ, ମାଂସ, ଅଣ୍ଡାର ହେବ…

କନକ ବ୍ୟୁରୋ: କାଲି ରାତିରୁ ୪ ଜିଲ୍ଲାରେ ପଡିବ ତାଲା । ଖୋର୍ଦ୍ଧା, କଟକ, ଗଞ୍ଜାମ ଓ ଯାଜପୁରରେ ଝୁଲିବ ତାଲା । କାଲି ରାତିରୁ ୩୧ ଜୁଲାଇ ଯାଏଁ ଲକଡାଉନ ରହିବ ଏହି ସବୁ ଜିଲ୍ଲା । ତେବେ ଲକଡାଉନ ବେଳେ ଦୋକାନ, ବଜାର ବନ୍ଦ ରହିବାକୁ ଥିବା ବେଳେ ଆବଶ୍ୟକ ଅର୍ଥାତ ଜରୁରୀ ସେବାକୁ ବାଦ ଦିଆଯାଇଛି…

୪ ଜିଲ୍ଲାରେ ଝୁଲିବ ତାଲା । ଆସନ୍ତାକାଲି ଠାରୁ ଖୋର୍ଦ୍ଧା, କଟକ, ଗଞ୍ଜାମ ଓ ଯାଜପୁର ଜିଲ୍ଲାରେ ୧୪ ଦିନିଆ ଲକଡାଉନ୍ ।…

କନକ ବ୍ୟୁରୋ: ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ବଡ ଘୋଷଣା । ରାଜ୍ୟରେ କରୋନା ହୁ ହୁ ହୋଇ ବଢି ଚାଲିଥିବା ବେଳେ ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ସଂକ୍ରମଣ ଚେନ୍ ଭାଙ୍ଗିବାକୁ ୪ ଜିଲ୍ଲାକୁ ଲକଡାଉନ କରିଛନ୍ତି ସରକାର । କାଲିଠାରୁ ଖୋର୍ଦ୍ଧା, କଟକ, ଗଞ୍ଜାମ ଓ ଯାଜପୁର ଜିଲ୍ଲା…

ଓଡ଼ିଶାରେ ଆରମ୍ଭ ହେଲା ପ୍ଲାଜମା ଥେରାପି । କଟକ ଅଶ୍ୱିନୀ କୋଭିଡ ହସପିଟାଲରେ ହେଲା ପ୍ରଥମ ପ୍ରୟୋଗ, ୨୪ ଘଣ୍ଟା ନଜର…

କନକ ବ୍ୟୁରୋ : ଗତକାଲି ଓଡିଶାରେ ପ୍ଲାଜମା ଚିକିତ୍ସା ଆରମ୍ଭ ହୋଇଯିବା ପରେ ପ୍ରଥମ କରି ଜଣେ ୪୮ ବର୍ଷିୟ କରୋନା ରୋଗୀଙ୍କୁ ପ୍ଲାଜମା ଦିଆଯାଇଛି । ତାଙ୍କ ଉପରେ ଏବେ ୨୪ ଘଂଟା ନଜର ରଖାଯାଇଛି । ଡାକ୍ତର କହିଛନ୍ତି, ସେ ସୁସ୍ଥ ଅଛନ୍ତି ଏବଂ ୧ ସପ୍ତାହ ଭିତରେ ତାଙ୍କ ଶରୀରରେ ଆଂଟିବଡି ସୃଷ୍ଟି…

ବୁଢା ବାପା କାନ୍ଧରେ ଭେଣ୍ଡିଆ ପୁଅ । ବୋଝ ବୋହିବା ବୟସରେ ଘରର ଦୁଇ ଦୁଇଟି ଭେଣ୍ଡିଆ ପୁଅ ହରାଇଛନ୍ତି ମାନସିକ ଭାରସାମ୍ୟ…

କନକ ବ୍ୟୁରୋ: ମାଟିର ତକିଆ, ମାଟିର ଶେଯ । ମାଟିର ମଲାଟ ଉପରେ ଶୋଇଛି ମଣିଷର ଜୀବନ । ଜୀବନ ସିନା ଅଛି ହେଲେ ନାହିଁ ଜୀବନଶୈଳୀ, ଜିଇଁବାର ଶକ୍ତି । ଦେହ ଭିତରେ ପ୍ରାଣ, ଦେହ ବାହାରେ ପାଗଳାମି । ଦାଢି ବଢିଯାଇଛି, ନଖ ବଢିଯାଇଛି ମୁଣ୍ଡର ଚୁଟି ଜଟା ବାନ୍ଧିଛି.. ଆଉ ମଇଳା ଲୁଗାରେ ଢାଙ୍କି…

ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୪୦୧ ସୁସ୍ଥ, ମୋଟ୍ ସୁସ୍ଥଙ୍କ ସଂଖ୍ୟା ୧୦ ହଜାର ୮୭୭କୁ ବୃଦ୍ଧି ।

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ ସୁସ୍ଥ ହେଲେ ୪୦୧ କରୋନା ଆକ୍ରାନ୍ତ । ତେବେ ସୁସ୍ଥଙ୍କ ମଧ୍ୟରେ; ସର୍ବାଧିକ ଯାଜପୁରରୁ ୯୮, ଗଞ୍ଜାମରୁ ୮୪, ସୁନ୍ଦରଗଡ଼ରୁ ୪୬, ଗଜପତିରୁ ୩୬, ଝାରସୁଗୁଡାରୁ ୩୦, କେନ୍ଦୁଝରରୁ ୧୭, ମାଲକାନଗିରିରୁ ୧୭, ଜଗତସିଂହପୁରରୁ ୧୭, ଖୋର୍ଦ୍ଧାରୁ ୧୨ ଏବଂ…