Daily Archives

July 7, 2020

ଟ୍ରେନ ଆସିବ ଲାଇଟ୍ ଜଳିବ । ଟ୍ରେନ ଗଲା ପରେ ଆପେଆପେ ଲିଭିଯିବ ଲାଇଟ୍ । ବିଜୁଳି ଶକ୍ତି ବଞ୍ଚାଇବାକୁ ଭାରତୀୟ ରେଲୱେର…

କନକ ବ୍ୟୁରୋ: ଟ୍ରେନ ଆସିବ ଲାଇଟ୍ ଜଳିବ । ଟ୍ରେନ ଗଲା ପରେ ଲିଭିଯିବ ଲାଇଟ୍ । ଏଣିକି ଷ୍ଟେସନରେ କି ପ୍ଲାଟଫର୍ମରେ ଅଯଥା ଜଳିବନି ଆଲୁଅ । ବିଜୁଳି ଶକ୍ତି ବଞ୍ଚାଇବାକୁ ନିଆଯାଇଛି ନିଆରା ପଦକ୍ଷେପ । ଟ୍ରେନ ଆସିବା ମାତ୍ରେ ପ୍ଲାଟଫର୍ମର ସବୁ ଆଲୁଅ ଜଳି ଉଠିବ । ମାତ୍ର ଟ୍ରେନ ଯିବା ପରେ…

ଆସନ୍ତା ୧୨ ତାରିଖ ଯାଏଁ ସଟଡାଉନ ରହିବ ସିଲଭର ସିଟି । ପୂର୍ବରୁ ୧୦ ତାରିଖ ଯାଏଁ ସଟଡାଉନ ପାଇଁ ଘୋଷଣା କରିଥିଲା ସିଏମସି

କନକ ବ୍ୟୁରୋ: କଟକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥବାରୁ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ସଟଡାଉନ କଟକଣା ମିଆଦକୁ ଆସନ୍ତା ୧୦ ତାରିଖ ମଧ୍ୟରାତ୍ରି ଯାଏଁ ବଢାଇଦେଇଛନ୍ତି । ତେବେ ୧୦ ତାରିଖ ଶୁକ୍ରବାର ଥିବାରୁ ତାହାର ପରବର୍ତ୍ତି ଦୁଇଦିନ ଶନି ଓ ରବିବାର ମଧ୍ୟ କଟକରେ ସଟଡାଉନ…

ବାହାର ଶବକୁ ସ୍ୱର୍ଗଦ୍ୱାର ମନା । କାଲିଠୁ ଅନ୍ତିମ ସଂସ୍କାର ପାଇଁ ସ୍ୱର୍ଗଦ୍ୱାର ଆସିପାରିବେ ନାହିଁ ବାହାର ଜିଲ୍ଲାର…

କନକ ବ୍ୟୁରୋ: ବାହାର ଜିଲ୍ଲା ଶବକୁ ମନା ପୁରୀ ସ୍ୱର୍ଗଦ୍ୱାର । ପୁରୀ ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାରୁ କୌଣସି ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ପାଇଁ ଅନୁମତି ଦିଆଯିବ ନାହିଁ । ଆସନ୍ତାକାଲି ଠାରୁ ଏହାକୁ କଡାକଡି ଭାବେ ପାଳନ କରାଯିବ । ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ଏହି ସୂଚନା…

କରୋନା ମହାମାରୀ ସମୟରେ ସରକାରଙ୍କ ବଡ ନିଷ୍ପତ୍ତି । ୨ ବର୍ଷ ଯାଏଁ ବାହାରିବନି ସରକାରୀ ଚାକିରି, ବିଦେଶ ଯାଇପାରିବେନି…

କନକ ବ୍ୟୁରୋ : କରୋନା ମହାମାରୀ ମୁକାବିଲା ଭିତରେ ରାଜ୍ୟ ସରକାର ଆଜି ବଡ ନିଷ୍ପତ୍ତି ନେଇଛନ୍ତି । କରୋନା ମୁକାବିଲା ପାଇଁ ଖର୍ଚ୍ଚକାଟ ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଆଉ ଏଥିପାଇଁ ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ କୌଣସି ବିଭାଗରେ ନୂଆ ସରକାରୀ ପଦବୀ ସୃଷ୍ଟି ହେବନି ବୋଲି ନିଷ୍ପତ୍ତି…

ଓଡିଶାରେ ବନ୍ଦ ହେଲା ଚାଇନା କମ୍ପାନିର ନିର୍ମାଣ କାମ: ବୈଷୟିକ କାରଣରୁ ତାଳଚେର ସାର କାରଖାନାର କାମ ବନ୍ଦ କରାଯାଇଥିବା…

କନକ ବ୍ୟୁରୋ: ତାଳଚେର ସାର କାରଖାନାର ପୁନରୁଦ୍ଧାର କାମରୁ ବାଦ୍ ପଡିଲା ଚୀନ୍ କମ୍ପାନୀ । ଗତ ବର୍ଷ ସେପ୍ଟେମ୍ବର ମାସରେ ଚୀନର ଉହାନ ଇଂଜିନିୟରିଂ କମ୍ପାନୀ ଲିମିଟେଡକୁ ଦିଆଯାଇଥିବା ୧୩ ହଜାର ୨୭୭କୋଟି ଟଙ୍କାର କାମ ବନ୍ଦ କରିଦିଆଯାଇଛି । ବୈଷୟିକ କାରଣରୁ ଏହି କାମକୁ ବନ୍ଦ କରାଯାଇଥିବା ନେଇ…

ଏଣିକି କରୋନାର ହେବ ଫଟାଫଟ ଟେଷ୍ଟ । ୩୦ ମିନିଟରେ ଚିହ୍ନଟ ହେବେ ଆକ୍ରାନ୍ତ । ରାଜ୍ୟରେ ଆଜିିଠୁ ଆରମ୍ଭ ହେଲା ଆଂଟିଜେନ୍…

କନକ ବ୍ୟୁରୋ: ଏଣିକି ଆପଣଙ୍କୁ କରୋନା ହୋଇଛି କି ନାହିଁ, ତାହା ମାତ୍ର ଅଧଘଂଟାରେ ଜଣାପଡିଯିବ । ରାଜ୍ୟରେ ଆଜିିଠାରୁ ଆରମ୍ଭ ହୋଇଛି ଆଂଟିଜେନ୍ ଟେଷ୍ଟ । ପ୍ରଥମେ ଗଂଜାମ ଓ କଟକରେ ଟେଷ୍ଟିଂ ଆରମ୍ଭ ହୋଇଛି । ପ୍ରଥମ ଦଫାରେ ୫ ହଜାର ଆଂଟିଜେନ୍ ଟେଷ୍ଟିଂ କିଟ୍ ଆସିଛି । ପରେ ଓଡିଶାକୁ ଆଉ ୨୦ ହଜାର…