Daily Archives

July 9, 2020

ପବନରେ ବୁଲୁଛି କରୋନା ଭୂତାଣୁ ? ବାୟୁରେ ବ୍ୟାପେ କି ଭାଇରସ ? ହାଡଫୁଟି, ମିଳିମିଳା ଭଳି ପବନରେ ପ୍ରବାହିତ ହୋଇ ସୁସ୍ଥ…

କନକ ବ୍ୟୁରୋ: ସାରାବିଶ୍ୱରେ ମାଡିଚାଲିଥିବା କରୋନା ମହାମାରୀକୁ ନେଇ ସାଂଘାତିକ ଖବର ଆସିଛି । ଯେତେବେଳେ କୋଭିଡ-୧୯ ଭୂତାଣୁ ବାୟୁମଣ୍ଡଳରେ ଘୁରିବୁଲେ ବୋଲି ଏକ ନୂଆ ତଥ୍ୟ ଜଣାପଡିଛି । ଅର୍ଥାତ ଚିକେନପକ୍ସ ବା ହାଡଫୁଟି ଭଳି ଏହି ଭୂତାଣୁ ପବନରେ ରହି ସୁସ୍ଥ ବ୍ୟକ୍ତିକୁ ସଂକ୍ରମିତ କରିବାର…

ଦିନକରେ ରେକର୍ଡ ଭାଙ୍ଗିଲା କରୋନା ଆକ୍ରାନ୍ତ । ଚିହ୍ନଟ ହେଲେ ୫୭୭ ପଜିଟିଭ । ଭୁବନେଶ୍ୱର ଏମ୍ସରେ ୮୦ ପଜିଟିଭ ଚିହ୍ନଟ…

କନକ ବ୍ୟୁରୋ: ଆଜି ରାଜ୍ୟରେ ୪୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ୮୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଥିବା ବେଳେ ଏମାନଙ୍କ ମଧ୍ୟରୁ ୩ଜଣ ଗର୍ଭବତୀ ରହିଛନ୍ତି । ଏହାସହ ୪ ଜଣ କରୋନା ଯୋଦ୍ଧା ମଧ୍ୟ ରହିଛନ୍ତି । ସେହିପରି କଂଟେନମେଂଟ ଜୋନ ପାଶ୍ୱର୍ବତୀ ଅଂଚଳରୁ ୭ଜଣ ନୂଆ…

ମାନବପ୍ରେମୀଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ । ସୁଇସାଇଡ ନୋଟର ସତ୍ୟତାକୁ ନେଇ ଉଠିଲା ପ୍ରଶ୍ନ ? ପତ୍ନୀ କହିଲେ ସ୍ୱାମୀଙ୍କ…

କନକ ବ୍ୟୁରୋ: ଆଦିତ୍ୟ ଦାସ ମୃତ୍ୟୁ ଘଟଣାରେ ନୂଆ ମୋଡ ଆସିଛି । ତାଙ୍କ ହାତଲେଖା କୁହାଯାଉଥିବା ସୁଇସାଇଡ୍ ନୋଟକୁ ନେଇ ପ୍ରଶ୍ନ ଉଠିଛି । ତାଙ୍କ ସଂଗଠନର କିଛି ସଦସ୍ୟ ଦାବି କରିଛନ୍ତି, ଏହି ସୁଇସାଇଡ୍ ନୋଟ ପଛରେ ବଡ ରହସ୍ୟ ରହିଛି । ସେପଟେ ଆଦିତ୍ୟଙ୍କ ପତ୍ନୀ କହିଛନ୍ତି, ଆଶ୍ରମରେ ଅର୍ଥ…

ମଦ: ମହଙ୍ଗାରୁ ଶସ୍ତା; କାଲିଠୁ କମିବ ମଦର ଦର । ୫୦% ସ୍ୱତନ୍ତ୍ର କୋଭିଡ୍ ଫି’ରୁ ୩୫ ପ୍ରତିଶତ କମାଇଲା ଅବକାରୀ ବିଭାଗ ।

କନକ ବ୍ୟୁରୋ: ବର୍ତ୍ତମାନର ବଡ଼ ଖବର । ମହଙ୍ଗାରୁ ଶସ୍ତା ହେଲା ମଦ । କାଲିଠାରୁ ମଦ ଉପରୁ କମିବ କୋଭିଡ୍ ଶୁଳ୍କ, କୋଭିଡ୍ ‘ଫି’କୁ ୩୫% କମାଇଲା ଅବକାରୀ ବିଭାଗ । ପୂର୍ବରୁ କରୋନା କଟକଣା ଏବଂ ଏହାର ସ୍ଥିତିକୁ ଦୃଷ୍ଟିରେ ରଖି ଦର ଉପରେ ଅଧିକ ୫୦ ପ୍ରତିଶତ କୋଭିଡ୍ ଫି’ ଲଗାଇଥିଲା ଅବକାରୀ ବିଭାଗ…

ଭୋକରେ ମରିବୁ ପଛେ ଭୂତାଣୁରେ ମରିବୁ ନାହିଁ: ପିଡିଏସ ସାମଗ୍ରୀ ପାଇଁ ବାୟୋମେଟ୍ରିକ ବ୍ୟବସ୍ଥାକୁ ବିରୋଧ । ମେସିନରେ ଟିପ…

କନକ ବ୍ୟୁରୋ: ଭୋକରେ ମରିବୁ ପଛେ ଭୂତାଣୁରେ ମରିବୁ ନାହିଁ । ପିଡିଏସ ପାଇଁ ବାୟୋମେଟ୍ରିକ ବ୍ୟବସ୍ଥାକୁ ପ୍ରବଳ ବିରୋଧ । ମେସିନରେ ଟିପ ଦେବୁନି କି ରାସନ ନେବୁନି । ଭୋକରେ ରହିବୁ ପଛେ ଘରକୁ କରୋନା ଭୂତାଣୁ ନେବୁ ନାହିଁ । ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ପିଡିଏସ ସାମଗ୍ରୀ ନେବାକୁ…

ବାୟୁରେ ବି ବ୍ୟାପିପାରେ କି କରୋନା ଭୂତାଣୁ? ହାଡ଼ଫୁଟି, ମିଳିମିଳା ଭଳି ପବନରେ ପ୍ରବାହିତ ହୋଇ ସୁସ୍ଥ ଲୋକକୁ କରିପାରେ…

କନକ ବ୍ୟୁରୋ: କରୋନା ଜଣେ ମଣିଷ ଠାରୁ ଆଉ ଜଣେ ମଣିଷ ଠାରୁ ଡିଏଁ ଆମେ ଜାଣିଛେ । ପବନରେ ଏହି ଭୂତାଣୁ, ମଣିଷ ହେହକୁ ଆସିପାରିବ କି? ଏହାକୁ ଆମେ ବାୟୁବାହିତ ରୋଗ ବୋଲି କହିପାରିବା କି? ଯଦି ପବନରେ ଭୁତାଣୁ ଆସେ, ଆଉ ଜଣକୁ ନଛୁଇଁଲେ ବି କରୋନା ଭୁତାଣୁ ଯାଇପାରିବ । ତାହେଲେ ସଂକଟ ଆହୁରି ବଢ଼ିବ…