Daily Archives

July 3, 2020

ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ କେମିତି ମାଡିଲା କରୋନା ? ଗଞ୍ଜାମ କ୍ୟାନସର ପୀଡ଼ିତ ପାଲଟିଲେ ସୁପର ସ୍ପ୍ରେଡ,…

କନକ ବ୍ୟୁରୋ : ଆଚାର୍ଯ୍ୟ ହରିହର ହସ୍ପିଟାଲରୁ ଏକାଥରକେ ୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଯାଇଛି । ଏତେ ସଂଖ୍ୟାରେ ଲୋକ କେମିତି ଆକ୍ରାନ୍ତ ହେଲେ ତାକୁ ନେଇ ଚାଲିଛି କଟ୍ରାକ୍ଟ ଟ୍ରେସିଂ । ଏହାରି ଭିତରେ ଆସିଛି ସାଂଘାତିକ ତଥ୍ୟ । ଜଣେ ରୋଗୀଙ୍କ ସଂସ୍ପର୍ଶରେ ଆସି ଏତେ…

ତିନି ରଥରେ ସମ୍ପନ୍ନ ହେଲା ଅଧରପଣା ନୀତି । ରଥରେ ଉପବିଷ୍ଟ ଚଣ୍ଡିଚାମୁଣ୍ଡା, ପାଶ୍ୱର୍ ଦେବାଦେବୀ ପାଇଲେ ଅଧରପଣା, କାଲି…

କନକ ବ୍ୟୁରୋ : ତିନି ରଥରେ ସମ୍ପନ୍ନ ହେଲା ଅଧରପଣା ନୀତି । ରଥରେ ଉପବିଷ୍ଟ ଚଣ୍ଡିଚାମୁଣ୍ଡା ଏବଂ ପାଶ୍ୱଦେବାଦେବୀ ପାଇଲେ ଅଧରପଣା । ରଥରୁଢ ଦିଅଁମାନଙ୍କ ସ୍ୱତନ୍ତ୍ର ଶୈଳୀରେ ନିରମିତ ଅଧର ଉଚ୍ଚ ମାଟି ହାଣ୍ଡିରେ ଏହି ପଣା ଦିଆଯାଉଥିବାରୁ ଏହାକୁ ଅଧର ପଣା କୁହାଯାଏ । ଅଧରପଣା ଭୋଗ ବିଧିତ…

ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୫୬୧ କରୋନା ଆକ୍ରାନ୍ତ ଚିହ୍ନଟ । ସତର୍କ କରାଇଲେ ସୁବ୍ରତ ବାଗଚୀ, କହିଲେ ଟାଇମ୍…

କନକ ବ୍ୟୁରୋ : ଓଡିଶାରେ ଗତ କିଛି ଦିନ ହେଲା ପ୍ରତ୍ୟେକ ଦିନ ଦେଢ଼ ଶହରୁ ଦୁଇ ଶହ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଆଜି ସମସ୍ତେ ଚମକି ପଡିଥିଲେ । ଗୋଟିଏ ଦିନରେ ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ ୫୬୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟର…

ସୀମାରୁ ଚୀନକୁ ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ: କହିଲେ, ଚଳିବନି ବିସ୍ତାରବାଦ, ଲଦାଖର ସଂପୂର୍ଣ୍ଣ ଅଂଶ ଭାରତର ମାନ…

କନକ ବ୍ୟୁରୋ: ଗଲୱାନ ଘାଟିରେ ରକ୍ତାକ୍ତ ସଂଘର୍ଷ ପରେ ଚୀନ ଓ ଭାରତ ମଧ୍ୟରେ ଉତେଜନା ବଢ଼ୁଥିବାବେଳେ ଆଜି ହଠାତ୍ ଲଦାଖ ଯାଇ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚୀନ ଆଡକୁ ଇସାରା କରି କହିଛନ୍ତି, ଆଉ ବିସ୍ତାରବାଦ ଚଳିବ ନାହିଁ । ଭାରତ ନିଜ ସାର୍ବଭୌ÷÷ମତ୍ୱର ସୁରକ୍ଷା କରିବା ଭଲ…

ବାହାର ଶ୍ରମିକଙ୍କୁ ଭୁବନେଶ୍ୱର ମନା: ଜୁଲାଇ ୩୧ ଯାଏଁ ବାହାର ରାଜ୍ୟରୁ ଶ୍ରମିକ ନଆଣିବାକୁ ବିଏମସିର ନିର୍ଦ୍ଦେଶ;…

କନକ ବ୍ୟୁରୋ: ରାଜଧାନୀରେ କରୋନା ସଂକ୍ରମଣ ରୋକିବା ପାଇଁ ଭୁବନେଶ୍ୱର ମହାନଗର ନିଗମର ଚରମ ପଦକ୍ଷେପ । ଆସନ୍ତା ତଥା ଜୁଲାଇ ୩୧ ତାରିଖ ଯାଏଁ ଭୁବନେଶ୍ୱରରେ ବାହାର ରାଜ୍ୟର ଶ୍ରମିକଙ୍କ ଉପରେ ଲାଗିଲା କଟକଣା । କରୋନା ମହାମାରୀକୁ ନଜରରେ ରଖି ରାଜଧାନୀର କୌଣସି ବି ଶିଳ୍ପାଂଚଳ କିମ୍ବା…

କୋଭିଡ୍-୧୯ ପରୀକ୍ଷା ପାଇଁ ଫି ଧାର୍ଯ୍ୟ କଲେ ସରକାର: ଘରୋଇ କ୍ଲିନିକରେ ପରୀକ୍ଷା କଲେ ସର୍ବାଧିକ ନେଇପାରିବେ ୨୨ ଶହ…

କନକ ବ୍ୟୁରୋ: କାଭିଡ୍-୧୯  ପରୀକ୍ଷା ପାଇଁ ଫି - ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର  । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର  ନିଷ୍ପତି ଅନୁଯାୟୀ ଆରଟିପିସିଆର ଟେଷ୍ଟ ପାଇଁ ମନୋନୀତ ହୋଇଥିବା ଘରୋଇ କ୍ଲିନିକମାନେ ସର୍ବାଧିକ ୨୨ଶହ ଟଙ୍କା ଫି ନେଇ ପାରିବେ । ଏହା ଭିତରେ ଜିଏସଟି ସମେତ…