Daily Archives

July 26, 2020

ବଳଦ ବଦଳରେ ବିଲରେ ହଳ କରୁଥିଲେ ଝିଅ । ସୋସିଆଲ ମିଡ଼ିଆରେ ହଳର ହୃଦୟଥରା ଦୃଶ୍ୟ ଦେଖି ସହି ପାରିଲେନି ସୋନୁ ସୁଦ୍ ।…

କନକ ବ୍ୟୁରୋ: ଜୁଆଳୀରେ ଯୋଚା ହେଲା ମଣିଷ । ବଦଳ ଜାଗାରେ ମଣିଷ କଲା ଚାଷ । ଲଙ୍ଗଳରେ ବାପା ହଳ କରୁଛନ୍ତି, ବାପାଙ୍କ ପଛେ ପଛେ ମାଆ ବିହନ ବୁଣି ବୁଣି ଚାଲିଛି ଆଉ ଆଗରେ ଦୁଇ ଝିଅ ଜୁଆଳୀ ଧରି ଲଙ୍ଗଳକୁ ଟାଣି ଟାଣି ନେଉଛନ୍ତି । ଧୋ ଧୋ ଖରାରେ ବାପାମାଆଙ୍କ ସହ ମଝି ବିଲରେ ବଳଦ ସାଜି ନିଜ ଜମିକୁ…

କରୋନା କାଳରେ ରକ୍ତର ଅଭାବ । କୋଭିଡ୍ କଟକଣା ଯୋଗୁଁ ରକ୍ତ ସଂଗ୍ରହରେ ଉପୁଜିଛି ସମସ୍ୟା । ରକ୍ତଦାନ ପାଇଁ ଓଡ଼ିଶା-ମୋ…

କନକ ବ୍ୟୁରୋ: କରୋନା ବେଳେ ରକ୍ତର ଅଭାବ । ଆୟୋଜନ କରି ହେଉନି ବଡ଼ ରକ୍ତଦାନ ଶିବିର । ଜନସଂଖ୍ୟା ଦୃଷ୍ଟିରୁ ଆମ ରାଜ୍ୟରେ ବର୍ଷକୁ ୪ ଲକ୍ଷରୁ ଅଧିକ ୟୁନିଟ୍ ଆବଶ୍ୟକ ହୋଇଥାଏ । ୨ ଲକ୍ଷ ୟୁନିଟ୍ ପ୍ରତିବଦଳରେ ରକ୍ତ ସଂଗ୍ରହ ହେଉଥିବା ବେଳେ ଆବଶ୍ୟକ ହେଉଥିବା ବାକି ୨ ଲକ୍ଷ ୟୁନିଟ୍ ରକ୍ତ…

ଲକଡାଉନ ପାଇଁ ହସ୍ପିଟାଲ ଯାଇ ପାରିଲେନି କ୍ୟାନସର ପୀଡ଼ିତା । ସମ୍ଭବ ହେଲାନି କଟକ ପହଁଚି ଚିକିତ୍ସା କରିବା, ଖଟରେ ପଡ଼ି…

କନକ ବ୍ୟୁରୋ: ଲକଡାଉନ ଯୋଗୁଁ ସ୍ୱାସ୍ଥ୍ୟ ସେବା ମିଳି ପାରିଲା ନାହିଁ । ଆଉ ଖଟରେ ପଡିରହି ଜୀବନ ଯୁଦ୍ଧରେ ହାରିଗଲେ ଜଣେ କ୍ୟାନସର ପୀଡିତା । କରୋନା କଟକଣା ଓ ଅର୍ଥ ଅଭାବ ଚିକିତ୍ସାରେ ବାଧକ ସାଜିଥିଲା । ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ଏହି ଭିଡିଓ ସୁଟ କରାଯାଇଥିଲା । ଖଟିଆରେ ପଡି ରହିଥିଲେ…

ଓଏଏସ୍ ଅନୀଷା ଦାସ ନିଲମ୍ବିତ । ମହଙ୍ଗା ପଡିଲା ବାଲି ମାଫିଆଙ୍କ ସହ ଡ଼ିଲ । କାର୍ଯ୍ୟରେ ଅବହେଳା ଅଭିଯୋଗରେ ଓଏଏସ୍…

କନକ ବ୍ୟୁରୋ: ମହଙ୍ଗା ପଡିଲା ବାଲି ମାଫିଆଙ୍କ ସହ ବେତନଟି ତହସିଲଦାର ଅନିଶା ଦାସଙ୍କ ଡ଼ିଲ । ଓଏଏସ ଅନିଶା ଦାସଙ୍କୁ ପ୍ରଥମେ କଳାହାଣ୍ଡିକୁ ବଦଳି ପରେ ଆଜି ଚାକିରିରୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର । ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ତାଙ୍କୁ ନିଲମ୍ବନ କରାଯାଇଛି । ମୋରମ…

ଯୁଦ୍ଧ ସରି ଆସିଲାଣି ଓ ମୁଁ ଶୀଘ୍ର ଘରକୁ ଫେରିଯିବି । କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିବା ଭଦ୍ରକ ପୁଅଙ୍କ ସେହି ଶେଷ…

କନକ ବ୍ୟୁରୋ : କାରଗିଲ ବିଜୟକୁ ୨୧ବର୍ଷ ପୁରି ଯାଇଛି। ଆଜି କାରଗିଲ ବିଜୟ ଦିବସ ଅବସରରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହି କ୍ରମରେ ଭଦ୍ରକ ଚାନ୍ଦବାଲି ବ୍ଲକ ପାଙ୍ଗୁଡା ଗାଁର ନିରଞ୍ଜନ ବେହେରାଙ୍କୁ ମନେ ପକାଇ ଝୁରୁଛି ଗାଁ ମାଟି । ନିରଞ୍ଜନଙ୍କୁ ଝୁରୁଛନ୍ତି ବୃଦ୍ଧ ବାପା ଓ ପତ୍ନୀ।…

ଆଖିରୁ ଶୁଖୁନି ୨୧ ବର୍ଷର ଲୁହ… କାର୍ଗିଲ କୁରୁକ୍ଷେତ୍ରରେ ଶତ୍ରୁର ଗୁଳିରେ ଟଳିପଡିଥିଲେ ବୀର ଓଡିଆ ପୁଅ ଗୋପୀନାଥ…

କନକ ବ୍ୟୁରୋ: ମାଆ ଆଖିର ଏ ଲୁହ କେବଳ ଆଜି ପାଇଁ ନୁହେଁ ବରଂ ଦୀର୍ଘ ୨୧ ବର୍ଷ ହେଲା ଏ ଅସରନ୍ତି ଲୁହ ଶୁଖିବାର ନାଁ ଧରୁନି । ଝୁମୁରିଙ୍କ ଆଖିରୁ ଝରୁଛି ଯେ ଝରୁଛି । ଓଠ ପାଟି ଦେଇ କେବେ ମାଟିରେ ମିଶୁଛି ତ କେବେ ପୁଅର ଫଟୋ ଭିଜୁଛି । ଭାରତ ମାଆ ପାଇଁ ପୁଅ ପ୍ରାଣବଳୀ ଦେଇଥିବାରୁ ଜନ୍ମକଲା…