Daily Archives

July 20, 2020

ଚଳିତ ବର୍ଷ ହେବନି ଟି-୨୦ ବିଶ୍ୱକପ । କରୋନା ପାଇଁ ବିଶ୍ୱକପ ସ୍ଥଗିତ ରଖିଲା ଆଇସିସି, ଆଇପିଏଲ ପାଇଁ ଫିଟୁଛି ବାଟ ।

କନକ ବ୍ୟୁରୋ : ଅଷ୍ଟ୍ରେଲିଆରେ ହେବାବୁ ଥିବା ଟି-୨୦ ବିଶ୍ୱକପ ସ୍ଥଗିତ । ଏନେଇ ଆଇସିସି ପକ୍ଷରୁ ଆଜି ଘୋଷଣା କରାଯାଇଛି । ସୋମବାର ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ତେବେ ବିଶ୍ୱକପ ସ୍ଥଗିତ ହେବା ଆଇପିଏଲ ପାଇଁ ଏକପ୍ରକାର ବାଟ ଫିଟାଇଛି । ଚଳିତ ଅକ୍ଟୋବର-ନଭେମ୍ବରରେ…

ଗେହଲଟଙ୍କ ନିଶାନରେ ପାଇଲଟ । କହିଲେ, ମୁଁ ବାଇଗଣ ବିକିବାକୁ ଆସିନି, ମୁଖ୍ୟମନ୍ତ୍ରୀ ହୋଇକି ଆସିଛି ।

କନକ ବ୍ୟୁରୋ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ଟାର୍ଗେଟରେ ପାଇଲଟ । ମରୁଭୂମି ରାଜନୀତିରେ ଝଡ ଥମିନଥିବା ବେଳେ ପାଇଲଟଙ୍କୁ ପୁଣି ଥରେ ସିଧା ନିଶାନା କରିଛନ୍ତି ଗେହଲଟ । କଂଗ୍ରେସ ପିଠିରେ ଛୁରୀ ଭୁଷିବା ଭଳି କାମ କରିଛନ୍ତି ପାଇଲଟ । ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଗେହଲଟ ।…

ସେନାବାହିନୀର ଯବାନ ଏବେ ପରିବେଶ ଯୋଦ୍ଧା । ସମୁଦ୍ର ଦାଉରୁ ଜନ୍ମମାଟିକୁ ରକ୍ଷା କରିବା ପାଇଁ ଉପକୂଳରେ ସୃଷ୍ଟି…

କନକ ବ୍ୟୁରୋ : ପ୍ରାକୃତିକ ବିପର୍ୟ୍ୟୟରୁ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାକୁ ଅବସର ପ୍ରାପ୍ତ ସାମରିକ କର୍ମଚାରୀଙ୍କ ନିଆରା ପ୍ରୟାସ। ଅସ୍ତରଙ୍ଗ ସମୁଦ୍ର କୂଳରେ ୫କିମି ବ୍ୟାପି ଏରିୟାରେ ୫୦ ହଜାର ତାଳ ଗଛ ଲଗାଇଲେ କୃଷ୍ଣଚନ୍ଦ୍ର ବିଶ୍ବାଳ । ଅବସରପ୍ରାପ୍ତ ସେନା ଯବାନଙ୍କ ଏଭଳି କାର୍ଯ୍ୟକୁ…

ଭୁବନେଶ୍ୱରରୁ ୪୯ ନୂଆ ଆକ୍ରାନ୍ତ ଚିହ୍ନଟ : ୩୫ ସଂଗରୋଧ ଓ ୧୫ ଲୋକାଲ କଂଟାକ୍ଟ; ଆଜି ୨୩ ଜିଲ୍ଲାରୁ ନୂଆ ୬୭୩ କରୋନା…

କନକ ବ୍ୟୁରୋ: ଭୁବନେଶ୍ୱରରୁ ଆଜି ଆଉ ୪୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୪ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ବାକି ୧୫ ଜଣ ଆକ୍ରାନ୍ତ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି । ତେବେ ନୂଆ ସଂକ୍ରମିତଙ୍କୁ ମିଶାଇ ଭୁବନେଶ୍ୱରରେ ମୋଟ୍ କରୋନା…

ଜୀବନ ବଞ୍ଚାଇବାକୁ ଫେରିଥିଲେ ଜନ୍ମମାଟି… ଭୋକର ଦାଉ ପୁଣି ପଠାଇଦେଲା ସୁରଟ । ଧାର କରଜରେ ବୁଡିଗଲା ପରେ ପରିବାର…

କନକ ବ୍ୟୁରୋ: ପେଟର ତାଡନା ଛଡେଇ ନେଇଛି କରୋନାର ଭୟ । ଭୂତାଣୁ ଭୟ ଭିତରେ ଘରଛାଡି ପୁଣି ଗୁଜୁରାଟ ମୁହାଁ ହୋଇଛନ୍ତି ପ୍ରବାସୀ ଶ୍ରମିକ । ଗଞ୍ଜାମରୁ ପୁଣି ସୁରଟକୁ ଶ୍ରମିକଙ୍କର ଲେଉଟାଣି ହୋଇଛି । କରୋନା ଭୟ ମଧ୍ୟରେ ଘରର ଅଭାବକୁ ଦୂର କରିବା ପାଇଁ ଏଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ…

ଆସନ୍ତାକାଲିଠୁ ନବରଙ୍ଗପୁର ଜିଲ୍ଲା ସଟଡାଉନ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୨ ଦିନିଆ ସଟଡାଉନ ଘୋଷଣା କଲେ…

କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା ୨ ଦିନ ପାଇଁ ସଟଡାଉନ । କରୋନା ସଂକ୍ରମଣକଚୁ ଦୃଷ୍ଟିରେ ରଖି ଜିଲ୍ଲାକୁ ୨ ଦିନିଆ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଆସନ୍ତାକାଲି ସକାଳ ୫ଟାରୁ ୨୨ ତାରିଖ ମଧ୍ୟ ରାତ୍ର ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି । କେବେଳ କ୍ଷୀର , ପରିବା ଓ ଗ୍ରୋସୋରୀ…