Daily Archives

July 20, 2020

ଭୂତାଣୁ ଭୟରେ ଶବକୁ ଛୁଉଁ ନାହାନ୍ତି ଲୋକ: ଗଂଜାମ ବୁଗୁଡ଼ାରେ ଟ୍ରଲିରେ ମୃତଦେହ ବୋହିଲେ ପରିବାର ଲୋକ; ଏପଟେ ବାଙ୍କୀରେ…

କନକ ବ୍ୟୁରୋ : କରୋନା ଛଡାଇନେଲା ମଣିଷ ପଣିଆ । ବାଙ୍କୀ ଚର୍ଚ୍ଚିକା ସାହିର ରାସ୍ତାରେ ଜଣେ ବୃଦ୍ଧା ଦୁଇ ଦିନ ହେଲା ପଡି ରହିଛନ୍ତି । ହେଲେ ବୃଦ୍ଧାଙ୍କୁ ରାସ୍ତା ଉପରୁ ଉଠାଇବାକୁ କେହି ଆସୁ ନାହାନ୍ତି । ସେହି ରାସ୍ତା ଦେଇ ଲୋକେ ଚଳ ପ୍ରଚଳ କରୁଛନ୍ତି, କାଁ ଭାଁ ମୋଟର ସାଇକେଲ ମଧ୍ୟ ଯାଉଛି ।…

କରୋନାର କରୁଣ ଚିତ୍ର । ସଂକ୍ରମଣ ଭୟରେ ଶବ ସତ୍କାର ପାଇଁ ମିଳିଲାନି କାନ୍ଧ । ଗଂଜାମ ଜିଲ୍ଲା ବୁଗୁଡ଼ା ଏନଏସି ଅଂଚଳରେ…

କନକ ବ୍ୟୁରୋ : କରୋନାର କରୁଣ ଚିତ୍ର । ସଂକ୍ରମଣ ଭୟରେ ଶବ ସତ୍କାର ପାଇଁ ମିଳିଲାନି କାନ୍ଧ । ଗଂଜାମ ଜିଲ୍ଲା ବୁଗୁଡ଼ା ଏନଏସି ଅଂଚଳରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ବୁଗୁଡ଼ା ଅଂଚଳର ଜଣେ ଯୁବ ବ୍ୟବସାୟୀଙ୍କ ୮ରୁ ୧୦ ଦିନ ହେବ ଜ୍ୱରରେ ପୀଡିତ ଥିବା ବେଳେ ଆଜି ତାଙ୍କର ମୃତ୍ୟୁ…

ପ୍ଲାଜମା ଦେଲେ ୪ ଏନଡିଆରଏଫ ଯବାନ: କରୋନା ଲଢେଇରେ ଜିତିବା ପରେ ପ୍ଲାଜମା ଦାନ କଲେ କୋଭିଡ୍ ଯୋଦ୍ଧା; କହିଲେ, ଜୀବନ ଦାନ…

କନକ ବ୍ୟୁରୋ: ରାଜ୍ୟରେ ପ୍ଲାଜମା ଥେରାପିର ପ୍ରୟୋଗ ଅନେକାଂଶରେ ସଫଳ ହୋଇଛି । ଯେଉଁ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଏହାର ପ୍ରୟୋଗ କରାଯାଇଥିଲା ସେମାନେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ଏଭଳି କ୍ଷେତ୍ରରେ ଏନଡିଆରଏଫର ୪ ଜଣ ଯବାନ କଟକ ବଡ ମେଡିକାଲରେ ପ୍ଲାଜମା ଦାନ କରିଛନ୍ତି । କିଛି ଦିନ ତଳେ…

ଦାୟିତ୍ୱ ନେଲେ ଟ୍ୱିନସିଟିର ୨ ଡିସିପି : ଅନୁପ ସାହୁଙ୍କ ସ୍ଥାନରେ ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଲେ ଉମାଶଙ୍କର…

କନକ ବ୍ୟୁରୋ : ଟ୍ୱିନ ସିଟିର ନୂଆ ଡିସିପି । ଭୂବନେଶ୍ୱରର ଡ଼ିସିପି ଭାବେ ଦାୟିତ୍ୱ ନେଲେ ଉମାଶଙ୍କର ଦାଶ । ଅନୁପ ସାହୁଙ୍କ ଠାରୁ ଦାୟିତ୍ୱ ଭାର ନେଇଛନ୍ତି ଉମାଶଙ୍କର । ପୂର୍ବରୁ ପୂରୀ ଏସପି ଭାବେ ସେ ଦାୟିତ୍ୱ ତୁଲାଇଥିଲେ । କରୋନା ଆମ ପାଇଁ ଚ୍ୟାଲେଂଜ ହୋଇଛି ବୋଲି କହିଛନ୍ତି ଉମାଶଙ୍କର ।…

କରୋନା ସମୟରେ ହେଲିକପ୍ଟର ଉଡାଇ ବିବାଦରେ ଯୋଜନାବୋର୍ଡ ଉପାଧ୍ୟକ୍ଷ: ଖର୍ଚ୍ଚ କାଟ୍ କଥା ସରକାର କହୁଥିବା ବେଳେ ବ୍ୟୟବହୁଳ…

କନକ ବ୍ୟୁରୋ: କରୋନା କଟକଣା ସମୟରେ ହେଲିକପ୍ଟର ଉଡାଇ ବିବାଦରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ । ଦକ୍ଷିଣ ଓଡିଶାକୁ ହେଲିକପ୍ଟରେ ଗସ୍ତ କରିବା ଘଟଣାକୁ ନେଇ ବିବାଦରେ ଛନ୍ଦି ହୋଇଛନ୍ତି ସଞ୍ଜୟ ଦାସ ବର୍ମା । କରୋନା ସମୟରେ ଖର୍ଚ୍ଚ କାଟ ପାଇଁ ସରକାର କହୁଛନ୍ତି । ହେଲେ ବିଜେଡି ନେତାଙ୍କ ଏହି…

ଅନ୍ଧବିଶ୍ୱାସର ଅନ୍ଧଗଳିରେ ମାଲକାନଗିରିି : ପ୍ରେତାତ୍ମା ଛଡାଇବା ନାଁରେ ଯୁବତୀଙ୍କୁ ଅଖାଦ୍ୟ ଖୁଆଇଲେ ଦିଶାରି; ଚେଙ୍କ…

କନକ ବ୍ୟୁରୋ : ଅନ୍ଧ ବିଶ୍ୱାସର ଅନ୍ଧଗଳିରେ ଉବୁଟୁବୁ ମାଲକାନଗିରି ଜିଲ୍ଲା । ପ୍ରେତାତ୍ମା ସନ୍ଦେହରେ ଯୁବତୀଙ୍କୁ ମାରପିଟ କରିବା ସହ ଦିଶାରୀ ଅଖାଦ୍ୟ ଖୁଆଇଥିବା ସାଂଘାତିକ ଅଭିଯୋଗ ଆସିଛି । ଏତିକିରେ ଦିଶାରିଙ୍କ ଅତ୍ୟାଚାର ସରିନଥିଲା । ପ୍ରେତାତ୍ମା ଯାଉନଥିବା କହି ନିଆଁ ଚେଙ୍କ ଦେବାରୁ…