Daily Archives

July 15, 2020

ଭୁବନେଶ୍ୱରରେ ମାଡୁଛି ଭୂତାଣୁ । ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୯୦ କରୋନା ଆକ୍ରାନ୍ତ ଚିହ୍ନଟ । ସଙ୍ଗରୋଧରୁ ୬୩, ସ୍ଥାନୀୟ…

କନକ ବ୍ୟୁରୋ: ଭୁବନେଶ୍ୱରରେ ମାଡ଼ି ଚାଲିଛି ଭୂତାଣୁ । ପୁଣି ଚିହ୍ନଟ ହେଲେ ୯୦ କରୋନା ଆକ୍ରାନ୍ତ । ସଂଗରୋଧ କେନ୍ଦ୍ରରୁ ୬୩ ଜଣ ଥିବା ବେଳେ ସ୍ଥାନୀୟ ଅଂଚଳରୁ ଅଛନ୍ତି ୨୭ ଜଣ । ଭୁବନେଶ୍ୱର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୫୯ରେ ପହଚଂଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କିଏ କେଉଁ କେଉଁ ଅଞ୍ଚଳରୁ…

ବଦଳିବେନି ପିସିସି ସଭାପତି: ରାଜ୍ୟ ପିସିସି ମୁଖିଆ ପରିବର୍ତ୍ତନ ଚର୍ଚ୍ଚା ନେଇ ବରିଷ୍ଠ କଂଗ୍ରେସ ନେତା ରଞ୍ଜୀବ…

କନକ ବ୍ୟୁରୋ: ରାଜ୍ୟରେ ପିସିସି ସଭାପତି ପରବର୍ତ୍ତନ ଚର୍ଚ୍ଚା ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ରଞ୍ଜୀବ ବିଶ୍ୱାଳ । ସେ କହିଛନ୍ତି, ଯାହା ତାଙ୍କ ପାଖରେ ଖବର ଅଛି ପିସିସି ପରବର୍ତନ ପାଇଁ ଏଆଇସିସି କୌଣସି ନିଷ୍ପତ୍ତି ନେଇନାହିଁ । ଯେଉଁମାନେ ଭାବୁଛନ୍ତି ଗୁଜରାଟରେ…

ବାହାରିଲା ସିବିଏସଇ ଦଶମ ପରୀକ୍ଷା ଫଳ : ପୂର୍ବ ଅପେକ୍ଷା ପାସ ହାର ୦.୩୬% ଅଧିକ । ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ…

କନକ ବ୍ୟୁରୋ : ପ୍ରକାଶ ପାଇଲା ସିବିଏସଇ ଦଶମ ପରୀକ୍ଷା ଫଳ । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରୀୱାଲ ଟୁଇଟ କରି ଏନେଇ ସୂଚନା ଦେଇଛନ୍ତି । ଏହା ସହ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଶୁଭେଚ୍ଚା ଜଣାଇଛନ୍ତି । ଚଳିତ ବର୍ଷର ପାସହାର ହେଉଛି ୯୧ ଦଶମିକ ୪୬ ପ୍ରତିଶତ । ୧୭ ଲକ୍ଷ ୧୩ ହଜାର…

ଆସନ୍ତା ୩ ମାସ ପାଇଁ କୋଭିଡ କେୟାରରେ ମିଳିବ ନିଯୁକ୍ତି: ନୂଆ ନିଯୁକ୍ତି ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ;…

କନକ ବ୍ୟୁରୋ: କୋଭିଡ କେୟାର ହୋମରେ ନିଯୁକ୍ତି ହେବେ ସ୍ୱାସ୍ଥ୍ୟକର୍ମୀ । ଆସନ୍ତା ୩ ମାସ ପାଇଁ ନିଯୁକ୍ତି ମିଳିବ । ଏଏନଏମଙ୍କୁ ମିଳିବ ନିଯୁକ୍ତି । ସମୁଦାୟ ୭ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ମିଳିବ । ପ୍ରତ୍ୟେକ ପଂଚାୟତରେ କୋଭିଡ କେୟାର ହୋମ ହେବ । ନିଯୁକ୍ତି ନେଇ ରାଜ୍ୟ ସରକାର…

ରାଜସ୍ଥାନରେ ରାଜନୈତିକ ସଂକଟ ଜାରି । ଟଳିଲା ସଚିନ ପାଇଲଟଙ୍କ ପ୍ରେସମିଟ୍ । କହିଲେ, ବିଜେପିରେ ଦେବେନି ଯୋଗ

କନକ ବ୍ୟୁରୋ: ରୋଚକ ସ୍ଥିତିରେ ରାଜସ୍ଥାନ ରାଜନୀତି । ବିଦ୍ରୋହୀ କଂଗ୍ରେସ ନେତା ସଚିନ୍ ପାଇଲଟ ଏବଂ ତାଙ୍କ ସମର୍ଥିତ ବିଧାୟକଙ୍କୁ ଦଳ ପକ୍ଷରୁ ନୋଟିସ୍ ହୋଇଛି । ଦୁଇ ଦିନ ଧରି ବିଧାୟକ ଦଳ ବୈଠକରେ ସାମିଲ ନହେବାକୁ ନେଇ ଦଳ ତରଫରୁ କରାଯାଇଛି ନୋଟିସ୍ । ବିଧାୟକ ଗଜେନ୍ଦ୍ର ସିଂ ଶେଖାୱତଙ୍କ ଘର…

ଭୀମସାରରେ ୬ କରୋନା ଯୋଦ୍ଧା ଆକ୍ରାନ୍ତ । ହସ୍ପିଟାଲର ୩ ଡାକ୍ତର ଓ ୩ ନର୍ସ ପଜିଟିଭ ଥିବା ନେଇ ବୁର୍ଲା ମେଡିକାଲ…

କନକ ବ୍ୟୁରୋ: ବୁର୍ଲା ମେଡିକାଲରେ ୬ କରୋନା ଯୋଦ୍ଧା ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ ୩ ଜଣ ଡାକ୍ତର ଥିବା ବେଳେ ୩ ଜଣ ନର୍ସ ଅଛନ୍ତି । ୫୦ରୁ ଅଧିକ କ୍ୱାରେନଟିନରେ ଗଲେଣି । ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ନେଇ ସମ୍ଭାବନା ଅଧିକ ଥିବା ଭିମସାର ନିର୍ଦ୍ଦେଶକ ଲଳିତ ମେହେର କହିଛନ୍ତି । ଏବେ…