Daily Archives

July 15, 2020

ଅନୁଗୁଳରେ ଚିନ୍ତା ବଢାଉଛନ୍ତି ଶିଳ୍ପସଂସ୍ଥା : ଅଧିକ ପଜିଟିଭ ଚିହ୍ନଟ ହେବା ପରେ କଟକଣା ଲଗାଇବାକୁ ବଢୁଛି ଚାପ । ବାହାର…

କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲାରେ ଚିନ୍ତା ବଢାଉଛନ୍ତି ଶିଳ୍ପସଂସ୍ଥା । ମଙ୍ଗଳବାର ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୫୪ରେ ପହଁଚିଗଲାଣି । ମଙ୍ଗଳବାର ଚିହ୍ନଟ ହୋଇଥିବା ୧୫ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ ଶିଳ୍ପସଂସ୍ଥା ଅଂଚଳରୁ । ଯେଉଁଥିରେ ୨ ଜଣ ମହିଳା ଅଛନ୍ତି । ପୂର୍ବରୁ ଶିଳ୍ପ…

ପୁଲିସ ବାବୁଙ୍କ ନାଲିଆଖି ! ସଟଡାଉନ ବେଳେ ଜୀବିକା ପାଇଁ ଆସିଥିବା ବୃଦ୍ଧ ବେପାରୀଙ୍କ କଦଳୀକୁ ଛଡାଇ ନେଲା ବ୍ରହ୍ମପୁର…

କନକ ବ୍ୟୁରୋ: ବ୍ରହ୍ମପୁର ଗୋଷାଣୀ ନୂଆ ଗାଁରୁ ଆସିଛି ତାଲାବନ୍ଦ ସମୟର ଏପରି ଏକ ଚିତ୍ର ଯାହା ଦେଖିଲେ ଆପଣ ବି ଚିନ୍ତାରେ ପଡିଯିବେ । କରୋନା କାଳରେ ବ୍ରହ୍ମପୁରରେ ଲାଗୁ ହୋଇଛି ସଟଡାଉନ୍ । ଏହା ଭିତରେ ସମସ୍ତ ଛୋଟ ବ୍ୟବସାୟୀ ରୋଜଗାର ହରାଇଛନ୍ତି । ତେବେ ସାଇକେଲରେ ବୁଲି କଦଳୀ ବିକ୍ରି…

ପ୍ରେମ ପାଇଁ ଦିଲ୍ଲୀରୁ ପଲ୍ଲୀ : ବିବାହର ପ୍ରତିଶ୍ରୃତି ଦେଇ ଠକିଦେଲା ଯୁବକ । ନ୍ୟାୟ ପାଇଁ  ପ୍ରେମିକାଙ୍କ ପ୍ରେମିକର…

କନକ ବ୍ୟୁରୋ : ପ୍ରେମ ପାଇଁ ଦିଲ୍ଲୀରୁ ପଲ୍ଲୀ ।  ବିବାହର ପ୍ରତିଶ୍ରୃତି ଦେଇ ଠକିଦେଲା ପ୍ରେମିକ ।  ନ୍ୟାୟ ପାଇଁ ପ୍ରେମିକର ଘର ଆଗରେ  ପ୍ରେମିକାର ଧାରଣା ।  ଏଭଳି ଘଟଣା ଦେଖିବାକୁ ମିଳିଛି  ବାଲେଶ୍ୱର ଜିଲ୍ଲା  ରୁପ୍ପା ଥାନା  ଗଡପଦା ପଂଚାୟତ  ଓଡିଆଶାସନ ଗାଁରେ ।  ଅଭିଯୋଗ ଅନୁସାରେ, …

ରାଜ୍ୟରେ ଆଜି କରୋନା ସଂକ୍ରମଣରେ ୩ ଜଣଙ୍କ ମୃତ୍ୟୁ । ଗଂଜାମରୁ ୨, ଖୋର୍ଦ୍ଧାରୁ ଜଣେ ମୃତ । ୬୧୮ ନୂଆ ପଜିଟିଭ୍ ଚିହ୍ନଟ

କନକ ବ୍ୟୁରୋ:  ରାଜ୍ୟରେ କରୋନାରେ ଆଜି ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ ଜଣେ ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାପଡିଛି । ଏହି ତିନି ଜଣଙ୍କୁ ମିଶାଇ ରାଜ୍ୟରେ କରୋନାରେ ମୃତକଙ୍କ ସଂଖ୍ୟା ୭୭ ରେ ପହଂଚିଛି । ଏହି ସଂଖ୍ୟାକୁ ମିଶାଇଲେ ଗଞ୍ଜାମରେ…

ଆଜି ରାଜ୍ୟରେ ଆଉ ୬୧୮ ନୂଆ ପଜିଟିଭ୍: ଗଂଜାମରୁ ସର୍ବାଧିକ ୨୮୬ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୧୦୭ ଠାବ; ସଂଗରୋଧ…

କନକ ବ୍ୟୁରୋ: ଗତ ୨୪ ଘଂଟାରେ ରାଜ୍ୟରେ ୬୧୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୧୧ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ବାକି ୨୦୭ ଜଣ ଆକ୍ରାନ୍ତ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି ସ୍ତେବେ ରାଜ୍ୟର ୨୨ ଜିଲ୍ଲାରୁ ଏହି ୬୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି…

ବଲିଉଡରେ ଓଡିଆ ପୁଅ : ରାମଗୋପାଳ ବର୍ମାଙ୍କ ଆଗାମୀ ଫିଲ୍ମ ‘ଥ୍ରୀଲର’ରେ ନଜର ଆସିବେ ନବରଙ୍ଗପୁରର ୱାଜିଦ୍ ;…

କନକ ବ୍ୟୁରୋ : ବଲିଉଡରେ ଚମକ ଦେଖାଇବେ ଓଡିଆ ପୁଅ । ପ୍ରସିଦ୍ଧ ଫିଲ୍ମ ନିର୍ମାତା ରାମଗୋପାଳ ବର୍ମାଙ୍କ ଅପକମିଙ୍ଗ ମୁଭି ‘ଥ୍ରୀଲର’ରେ ସ୍ଥାନ ପାଇଛନ୍ତି ନବରଙ୍ଗପୁର ଜିଲ୍ଲାର ପୁଅ ୱାଜିଦ୍ ଓରଫ୍ ରକ୍ କାଚି । ରାମଗୋପାଳ ବର୍ମା ନିଜେ ଏସମ୍ପର୍କରେ ଟ୍ୱିଟ୍ କରି ସୂଚନା ଦେବା ପରେ ନବରଙ୍ଗପୁରରେ…