Daily Archives

July 10, 2020

ବ୍ୟାପୁଛି କରୋନାଠୁ ବି ଭୟଙ୍କର ଭୂତାଣୁ ! କେବଳ ଜୁନ ମାସରେ କାଜାକିସ୍ତାନରେ ଗଲାଣି ୬ଶହରୁ ଅଧିକ ଜୀବନ

କନକ ବ୍ୟୁରୋ: କରୋନାକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ । କେମିତି ଏହି ମହାମାରୀ କବଳରୁ ରକ୍ଷା ପାଇ ହେବ ସେନେଇ ମଧ୍ୟ ଚେଷ୍ଟା ଜାରି ରହିଛି । ତେବେ କରୋନା ମହାମାରୀରୁ ଲୋକ କେମିତି ବଞ୍ଚିବେ ସେନେଇ କୌଣସି ପ୍ରତିଷେଧକ ଆସିନଥିବା ବେଳେ ଆଉ ଏକ ଅଜଣା ରୋଗ ସାମ୍ନକୁ ଆସିଛି । ଯାହାକି କରୋନା…

ଭୁବନେଶ୍ୱରରେ ମାଡ଼ି ଚାଲିଛି ଭୂତାଣୁ । ପୁଣି ୪୫ ଜଣ ପଜିଟିଭ୍ ଚିହ୍ନଟ, ସଂଗରୋଧ କେନ୍ଦ୍ରରୁ ୩୫, ଲୋକାଲ୍ କେସ୍ ୧୦ ।…

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ କାୟା ମେଲାଉଛି କରୋନା ଭୂତାଣୁ । ଦିନକୁ ଦିନ ବଢ଼ିଚାଲିଛି କରୋନର କୋପ । ଆଜି ପୁଣି ଭୁବନେଶ୍ୱର ଭିବିନ୍ନ ସ୍ଥାନରୁ ୪୫ ଜଣ ପଜିଟିଭ୍ ଚିହ୍ନଟ । ତେବେ ଏହି ପଜିଟିଭ୍ ସଂଖ୍ୟା ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୩୫ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ୧୦ଟି…

୨୪ ଘଣ୍ଟା ପାଇଁ ୫ ଜିଲ୍ଲାକୁ ସତର୍କ ଘଣ୍ଟି! ପ୍ରବଳ ବର୍ଷା ଓ ବଜ୍ରପାତ ବିପଦ ଥିବା ନେଇ ୟେଲୋ ୱାର୍ଣ୍ଣିଂ ଜାରି ।…

କନକ ବ୍ୟୁରୋ: ୧୪ ଜିଲ୍ଲାକୁ ସତର୍କ ଘଣ୍ଟି । ଆସନ୍ତାକାଲି ସୁଦ୍ଧା ରାଜ୍ୟର ୧୪ ଜିଲ୍ଲାକୁ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପରାମର୍ଶ । କାଲି ରାଜ୍ୟର ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ଗଜପତି, ଗଞ୍ଜାମ, ଖୋର୍ଦ୍ଧା ନୟାଗଡ଼, କଟକ, ଅନୁଗୁଳ, ଢ଼େଙ୍କାନାଳ, ଯାଜପୁର,…

ସେବାୟତଙ୍କ କରୋନା ପରୀକ୍ଷା: ରଥଯାତ୍ରାରେ ନିୟୋଜିତ ଥିବା ସମସ୍ତ ସେବାୟତଙ୍କ ଆସନ୍ତାକାଲିଠୁ ଆଉ ଥରେ ହେବ କୋଭିଡ ଟେଷ୍ଟ

କନକ ବ୍ୟୁରୋ: ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ଅନୁପାଳନ କରି ରଥଯାତ୍ରାରେ ନିୟୋଜିତ ଥିବା ସମସ୍ତ ସେବାୟତଙ୍କ ଆସନ୍ତାକାଲିଠୁ ଆଉ ଥରେ କରାଯିବ କୋଭିଡ ଟେଷ୍ଟ । ୩ ଟି ଯାଗା ବଡ଼ଦାଣ୍ଡ ସ୍ଥିତ ହିନ୍ଦୀ ସ୍କୁଲ, ଗଦାଧର ହାଇ,ସ୍କୁଲ, ଆର୍ୟୁବୈଦିକ କଲେଜରେ ଏହି ଟେଷ୍ଟ କରାଯିବ । ପ୍ରାଥମିକ…

ଆସନ୍ତା ସପ୍ତାହରୁ ବଢିବ କରୋନା ଟେଷ୍ଟ: ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା କହିଲେ, ଦିନକୁ ୧୦ ନମୂନା ପରୀକ୍ଷା ହେବ;…

କନକ ବ୍ୟୁରୋ: ଆସନ୍ତା ୧୦ରୁ ୧୨ ଦିନ ଭିତରେ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପି । କଟକ ଏସସିବିରେ ପ୍ଲାଜମା ଥେରାପି ହବ୍ । ୧୦ ଦିନ ଭିତରେ ସରକାର ଏହାର ଉଦଘାଟନ କରିବେ । ସମ, କିମ୍ସ,ଏସସିିବି, ଆଉ ଅଶ୍ୱିନୀ ହସ୍ପିଟାଲରେ ଏହା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଆଇଏଲଏସ ନିର୍ଦ୍ଦେଶକ…

ଅଭିନବ ଉପାୟରେ ସଚେତନତା : ସ୍ୱାସ୍ଥ୍ୟର ଦେବୀ ରୂପ ଧାରଣ କରି ମାସ୍କ୍ ବାଣ୍ଟିଲେ ମହିଳା । ଗୋଟିଏ ହାତରେ ତ୍ରୀଶୁଳ ଆର…

ଭାରତର ସଂସ୍କୃ୍ତି , ପରମ୍ପରା ଦେବାଦେବୀଙ୍କ ପୂଜାର୍ଚ୍ଚନାକୁ ବିଶ୍ୱାସ କରେ । ପ୍ରଶାସନ , ପରିଜନଙ୍କ ଆକଟ ଯେଉଁଠି ଆଣ୍ଠୁମାରି ବସେ ଦେବାଦେବୀଙ୍କ ସ୍ୱପ୍ନାଦେଶ ସେଠାରେ ବେଦର ଗାର ପାଲଟେ । ଗାଁମାନଙ୍କରେ ତ ଗ୍ରାମଦେବତୀଙ୍କୁ ହିଁ ଇଷ୍ଟଦେବୀଙ୍କ ଆସ୍ଥାନ ପ୍ରାପ୍ତ ହୋଇଥାଏ । ତାମିଲନାଡୁର…