Daily Archives

July 10, 2020

ଉପରମୁହାଁ କରୋନା ସଂକ୍ରମଣ: ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କଟକଣା ଲଗାଇଲେ ସ୍ଥାନୀୟ…

କନକ ବ୍ୟୁରୋ: ସଂକ୍ରମଣ ବଢୁଛି ସଟଡାଉନ୍ ବଢୁଛି । ମାଲକାନଗିରି ସ୍ଥିତି ସଙ୍ଗିନ । ଆଜି ପୁଣି ନୁଆ ୧୮ ପଜିଟିଭ ଚିହ୍ନଟ ହୋଇ ଥିବା ବେଳେ ଅଧିକାଂଶ ଲୋକାଲ କେସ ବୋଲି ଜଣାପଡିଛି । ବିଶେଷ କରି ମାଲକାନନଗିରି ଜିଲ୍ଲା ସଦର ମହକୁମାର ପ୍ରାୟ ସମସ୍ତ ଓାର୍ଡରେ ଏବେ କୋରୋନା ବ୍ୟାପୁଛି । ବାଲିମେଳା…

କରୋନାରେ ଚାଲିଗଲା ଚାକିରୀ ଇଶ୍ୱରଙ୍କ ହେଲା କୃପା ଲାଗିଗଲା ଲଟେରୀ : ଆର୍ଥିକ ଅବସ୍ଥା କାରଣରୁ ଅବସାଦରେ ଥିଲେ ଯୁବକ ;…

ଇଶ୍ୱରଙ୍କ କୃପା ବି ଅପାର । ସେ ଗୋଟିଏ କବାଟ ବନ୍ଦ କରିଦେଲେ ହଜାରେ ଝରକା ଖୋଲିଦିଅନ୍ତି । ଏବେ ଏହି ଘଟଣାକୁ ହିଁ ଦେଖିନିଅନ୍ତୁ । କରୋନା କାଳରେ ଲକଡ଼ାଉନ୍ ଭିତରେ ବିଦେଶରେ ଯୁବକଙ୍କ ଚାଲିଗଲା ଚାକିରୀ , ଆର୍ଥିକ ଅଭାବରେ ଥିବା ଯୁବକଙ୍କୁ ହଠାତ୍ ଆସିଲା କଲ୍ । ଆଉ ସେହି ଗୋଟିଏ କଲ୍…

ବିଧାନସଭା ସଟଡାଉନ,ଦିନକ ପାଇଁ ଲାଗିଲା କଟକଣା: ଜଣେ କର୍ମଚାରୀଙ୍କ ସମ୍ପର୍କୀୟ ପଜିଟିଭ୍ ଚିହ୍ନଟ ହେବା ପରେ ପଦକ୍ଷେପ…

କନକ ବ୍ୟୁରୋ: ବିଧାନସଭା ସଟଡାଉନ । ଦିନକ ପାଇଁ ବିଧାନସଭାକୁ ସଟଡାଉନ ଘୋଷଣା କରାଯାଇଛି । ବିଧାନସଭାର ଜଣେ କର୍ମଚାରୀଙ୍କ ସମ୍ପର୍କୀୟ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନିଆଯାଇଛି । ସେଥିପାଇଁ ଆଜି ବିଧାନସଭା ଗେଟକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖାଯାଇଛି । ଏହି ସମୟରେ…

ବଢୁଛି ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ରହସ୍ୟ: ମୁହଁ ଖୋଲିଲେ ପପୁ ଓ ବିକାଶ; ଦୁହିଁଙ୍କ ନାଁରେ ଅଭିଯୋଗ ଆଣିଥିଲେ…

କନକ ବ୍ୟୁରୋ: ବଢୁଛି ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ରହସ୍ୟ । ମଙ୍ଗଳବାରଦିନ ଆଦିତ୍ୟଙ୍କ ମୃତଦେହ ଲିଙ୍ଗରାଜ ରେଳଧାରଣାରୁ ମିଳିଥିଲା । ଏହାପରେ ଆଦିତ୍ୟଙ୍କ ଚିଠିକୁ ଜବତ କରିଛି ପୁଲିସ । ଏହି ଚିଠିରେ ଚିଠିରେ ପପୁ ଓ ବିକାଶ ନାମକ ଦୁଇ ଜଣ ଯୁବକଙ୍କୁ ଆଶ୍ରମର ଦାୟିତ୍ୱ ହସ୍ତାନ୍ତର…

ମାଓ ମୁକ୍ତ ହେଲା ରାଜ୍ୟର ଆଉ ୫ ଜିଲ୍ଲା: ମାଓ ପ୍ରବଣ ତାଲିକାରୁ ବାଦ ପଡିଲେ ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ ଓ…

କନକ ବ୍ୟୁରୋ: ମାଓବାଦୀ ପ୍ରଭାବିତ ଅଂଚଳରୁ ମୁକ୍ତ ହେଲା ଆଉ ୫ ଜିଲ୍ଲା । ଏହି ଜିଲ୍ଲାଗୁଡିକ ହେଲା ଅନୁଗୁଳ, ବୌଦ୍ଧ, ସମ୍ବଲପୁର ଦେଓଗଡ ଓ ନୟାଗଡ । ଏହା ସହ ସୁରକ୍ଷା ସମ୍ପର୍କିତ ଖର୍ଚ, ଏସଆରଇ ତାଲିକାରୁ ଏହି ଜିଲ୍ଲାଗୁଡିକୁ ବାଦ ଦିଆଯାଇଛି । ଓଡିଶା ସରକାର ଏଥିପାଇଁ ଆଜ ିମଞ୍ଜୁରୀ ଦେଇଛନ୍ତି…

ମାଡି ଚାଲିଛି ମହାମାରୀ: ରାଜ୍ୟରେ ଦିନକରେ ୪ ମୃତ, ୭୫୫ ନୂଆ ଆକ୍ରାନ୍ତ ଚିହ୍ନଟ; ମୃତକ ସମସ୍ତ ଗଞ୍ଜାମ ଜିଲ୍ଲାର ସୂଚନା

କନକ ବ୍ୟୁରୋ: ରାଜ୍ୟରେ ବଢୁଛି କରୋନାର କାୟା । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ରାଜ୍ୟରେ ଆଜି ଗୋଟିଏ ଦିନରେ ସର୍ବାଧିକ ୭୫୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ ଜଣଙ୍କର କରୋନା ଜନିତ…