Daily Archives

June 28, 2020

ସାପ କାମୁଡିବାରୁ ଭଲ ହେବା ପାଇଁ ଢାଳିଲେ ପାଣି । ୩ ଘଂଟା ଧରି ଗରା ଗରା ପାଣିରେ ଗାଧୋଇଲେ ମହିଳା । ନିଆଳିରେ ସାପ…

କନକ ବ୍ୟୁରୋ: ମନ୍ଦିର କଡରେ ବସିଛନ୍ତି ମହିଳା । ତାଙ୍କ ଉପରେ ଢଳାଯାଉଛି ଗରା ପରେ ଗରା ପାଣି । ୩ ଘଂଟାରେ ଢଳାଯାଇଛି ହଜାରେ ଗରା ପାଣି । ଯେଉଁ କାରଣ ପାଇଁ ମହିଳାଙ୍କ ଉପରେ ଏ ପାଣି ଢଳାଯାଇଛି ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । କଟକ ଜିଲ୍ଲା ନିଆଳି ବ୍ଲକର ଗୁଣ୍ଡର ଗାଁର ଶାନ୍ତି…

କରୋନା ମୁକାବିଲା ନେଇ ସଜାଗ ଅଛନ୍ତି ସରକାର: ଏଏନଆଇକୁ ସାକ୍ଷାତକାର ଦେଇ କହିଲେ ଗୃହମନ୍ତ୍ରୀ ଅମିତ ଶାହ; ସୀମା ବିବାଦ…

କନକ ବ୍ୟୁରୋ: କରୋନା ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ସରକାର । ଦେଶରେ ବର୍ତମାନ ଗୋଷ୍ଠୀ ସଂକ୍ରମଣର ସ୍ଥିତି ନାହିଁ । ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇ ଏହି ସୂଚନା ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଦିଲ୍ଲୀର କରୋନା ସ୍ଥିତିସମ୍ପର୍କରେ ଗୃହମନ୍ତ୍ରୀ କହିଛନ୍ତି…

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ପାଇଁ ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଦକ୍ଷିଣ ମୋଡ ନେଉଛନ୍ତି ତିନି…

କନକ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ପାଇଁ ପ୍ରସ୍ତୁତି ଜୋର । ଆଜି ତିନି ରଥ ଦକ୍ଷିଣ ମୋଡ ନେଉଛନ୍ତି ।  ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ପାଖକୁ ଆସିବେ ତିିନି ରଥ । ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ତିନି ରଥ ଦକ୍ଷିଣ ମୋଡ଼ ନୀତି ଆରମ୍ଭ ହୋଇଛି ।…

ମନ୍ କି ବାତ୍ କାର୍ଯ୍ୟକ୍ରମରେ ଲଦାଖ ସୀମା ବିବାଦ ଏବଂ କରୋନା ପ୍ରସଙ୍ଗ ଉଠାଇଲେ ପ୍ରଧାନମନ୍ତ୍ରୀ : କହିଲେ , ମିତ୍ରତା…

ମନ କି ବାତ୍ କାର୍ଯ୍ୟକ୍ରମରେ ଲଦାଖ ସୀମା ବିବାଦ ନେଇ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦି କହିଛନ୍ତି ଭାରତ ମିତ୍ରତା ନିଭାଇବା ସହ ଶତ୍ରୁଙ୍କୁ ଜବାବ ଦେବା ବି ଶିଖିଛି । ଲଦାଖରେ ଭାରତର ଭୂମି ଉପରେ ଆଖି ପକାଉଥିବା ଦେଶକୁ କଡା ଜବାବ…

ଆପଣ ବ୍ୟବହାର କରୁଥିବା ସାମଗ୍ରୀ କେଉଁ ଦେଶର? ମୋବାଇଲ କ୍ୟାମେରାରେ ଅତି ସହଜରେ ଜାଣନ୍ତୁ, ଆପଣ କିଣୁଥିବା ପ୍ରଡକ୍ଟସ…

କନକ ବ୍ୟୁରୋ: ସାରା ଦେଶରେ ବର୍ତମାନ ଚାଇନା ପ୍ରଡକ୍ଟର ବହିଷ୍କାର ବିପୁଳ ମାତ୍ରାରେ କରାଯାଉଛି । ହେଲେ ଏଭଳି ଅନେକ ସାମଗ୍ରୀ ରହିଛି, ଯାହା ସଂପର୍କରେ ସାଧାରତଃ ଲୋକେ ଜାଣିପାରନ୍ତି ନାହିଁ କି ସେ କିଣୁଥିବା ପ୍ରଡକ୍ଟଟି ମେଡ୍ ଇନ ଇଣ୍ଡିଆ ନା ଚାଇନା । ତେବେ ଇତିମଧ୍ୟରେ ଗୁରୁଗ୍ରାମର ଜଣେ…

ଆଜି ଆଉ ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ: ଗଞ୍ଜାମ, କଟକ ଓ ଖୋର୍ଦ୍ଧାରେ ଜଣେ ଲେଖାଏଁ ମୃତ; ରାଜ୍ୟରେ କରୋନାଜନିତ ମୃତ୍ୟୁ…

କନକ ବ୍ୟୁରୋ: ରାଜ୍ୟରେ କରୋନାର ଭୟଙ୍କର ସ୍ଥିତି । ଦିନକୁ ଦିନ ରାଜ୍ୟରେ କରୋନା ମହାମାରୀ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ସହୋଇଥିବା ସୂଚନା ଅନୁସାରେ ଗତକାଲି…