Daily Archives

June 21, 2020

ଓଡିଶା ପାଇଁ ଖୁସି ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୬ କରୋନା ଆକ୍ରାନ୍ତ । କଟକରୁ ସର୍ବାଧିକ ସୁସ୍ଥ । ୩୭୨୦ରେ…

କନକ ବ୍ୟୁରୋ: ଓଡିଶା ପାଇଁ ଖୁସି ଖବର । ଆଜି ରାଜ୍ୟର ୧୪ଟି ଜିଲ୍ଲାରୁ ୧୮୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। କଟକ ଜିଲ୍ଲାରୁ ଆଜି ସର୍ବାଧିକ ୬୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।…

କାଲି ସୁଦ୍ଧା ସତର୍କ ରୁହ, ପ୍ରବଳ ଛେଚିବ ! ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି,…

କନକ ବ୍ୟୁରୋ: ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୧ ଜିଲ୍ଲାକୁ ବିର୍ଷା ଓ ବଜ୍ରପାତ ବିପଦ । ୫ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରି ସତର୍କ ରହିବାକୁ ପରାମର୍ଶ ଦେଲା ଆଞ୍ଚଳିକ ପାଣିପାଗ ବିଭାଗ । ଏହି ଜିଲ୍ଲା ଗୁଡ଼ିକ ମଧ୍ୟରେ ରହିଛି, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି ଏବଂ ନବରଙ୍ଗପୁର…

ରାତିପାହିଲେ ସୁପ୍ରିମକୋର୍ଟରେ ହେବ ରଥଯାତ୍ରାର ଶୁଣାଣି । ପୂର୍ବାହ୍ନ ୧୧ଟାରେ ଶୁଣାଣି କରିବେ ଜଷ୍ଟିସ ଏସ. ରବିନ୍ଦ୍ର…

କନକ ବ୍ୟୁରୋ: ଆସନ୍ତାକାଲି ସୁପ୍ରିମକୋର୍ଟରେ ହେବ ମହାପ୍ରଭୁଙ୍କ ରଥଯାତ୍ରାର ଶୁଣାଣି । ପୂର୍ବହ୍ନ ୧୧ଟାରେ ଶୁଣାଣି କରିବେ ଜଣିକିଆ ଖଣ୍ଡପୀଠ । ୩ ନମ୍ବର ଭର୍ଚୁଆ କୋର୍ଟରେ ଜଷ୍ଟିର ଏସ. ରବିନ୍ଦ୍ର ଭଟ୍ଟ ଶୁଣାଣି କରିବେ । ଭିଡିଓ କନଫରେସନ୍ ଜରିଆରେ ଜଗନ୍ନାଥଙ୍କ ରଥ ଯାତ୍ରା ମାମଲାରେ ଶୁଣାଣି…

ଆର୍ଥୀକ ଅଭାବରୁ ଆତ୍ମହତ୍ୟା : ଘରେ ପଙ୍ଖାରେ ଝୁଲି ଆତ୍ମହତ୍ୟା କଲେ ବାପା’ମା, ଘର ବାହାରେ କାନ୍ଦି କାନ୍ଦି କବାଟ…

ତାଲାବନ୍ଦରେ ଚାଲିଗଲା ପରିବାର ମୁରବୀର ଚାକିରୀ , ପାରିବାରିକ ଜୀବନରେ କଳହ ସୃଷ୍ଟି କଲା ଅଭାବ । ବୈବାହିକ ଜୀବନର ବୁନିଆଦିକୁ ଭୁଲି କଅଁଳା ଛୁଆର ଭବିଷ୍ୟତକୁ ଭୃକ୍ଷେପ ନକରି ଆତ୍ମହତ୍ୟା ପନ୍ଥା ବାଛିଦେଲେ ବାପା’ମା । ଏଭଳି ଏକ ହୃଦବିଦାରକ ଘଟଣା ଘଟିଛି ଉତ୍ତରପ୍ରଦେଶର କାନପୁରରେ । ଲକ୍ଷ୍ନୌର…

ରଥଯାତ୍ରା ବନ୍ଦ ନେଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତିକ୍ରିୟା: କହିଲେ, ଜୁନ ୨୦ରେ ସ୍ୱେଚ୍ଛାକୃତ ଭାବେ ଗ୍ରହଣ…

କନକ ବ୍ୟୁରୋ: ପୁରୀରେ ରଥଯାତ୍ରା ବନ୍ଦ ହେବା ନେଇ ପୁରୀ ଶଙ୍କରାଚାର୍ଯ୍ୟ ଆଜି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ସୁପ୍ରିମକୋର୍ଟ ଚାହିଁଥିଲେ ୨୦ ଜୁନରେ ଆବେଦନକୁ ସ୍ୱେଚ୍ଛାକୃତ ଭାବେ ଗ୍ରହଣ କରିପାରିଥାନ୍ତେ । ବିଶେଷ ପରିସ୍ଥିତିରେ ବି କୋର୍ଟ ଅବକାଶ ଦିନରେ ଖୋଲିପରିବ । ପରମ୍ପରା…

ଗଲୱାନ ବିବାଦକୁ ନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଲଦାଖର ବାସ୍ତବ ସ୍ଥିତି ନେଇ ସମୀକ୍ଷା;…

କନକ ବ୍ୟୁରୋ: ଗଲୱାନ ବିବାଦକୁ ନେଇ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କରୁଛନ୍ତି ଉଚ୍ଚସ୍ତରୀୟ ବୈଠକ । ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଚିଫ୍ ଅଫ୍ ଡିଫେନ୍ସ ଜେନେରାଲ ବିପିନ୍ ରାୱତ୍ , ତିନି ସେନାର ମୁଖ୍ୟ ସାମିଲ ହୋଇଛନ୍ତି । ବର୍ତମାନ ଲଦାଖରେ ବାସ୍ତବ ସ୍ଥିତିର…