Daily Archives

June 21, 2020

ଆଜି ଷଷ୍ଠ ଆନ୍ତର୍ଜାତୀୟ ଯୋଗ ଦିବସ  : ହିମାଳୟର ଉଚ୍ଚ ପାହାଡ ଘାଟିରୁ ଆରମ୍ଭ କରି ବସୁଧରାର ଉଚ୍ଚ ପାହାଡ ଉପରେ ଯୋଗ ଗଲେ…

ଆଜି ଷଷ୍ଠ ଆନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଛି ଯବାନଙ୍କ ଯୋଗ ଅଭ୍ୟାସର ଚିତ୍ର । ହିମାଳୟର ଉଚ୍ଚ ପାହାଡ ଘାଟି ହେଉ କିମ୍ବା ସିକିମ୍ ର ସୁଉଚ୍ଚ ପାହାଡ, ଉତ୍ତରାଖଣ୍ଡର ଘାଟିରୁ ଲଦାଖର ବରଫ ଘାଟିରୁ ଆସିଛି ଭାରତୀୟ ଯବାନଙ୍କ ଯୋଗ କରିବାର ଚିତ୍ର । ବିଶ୍ୱ…

ରଥଯାତ୍ରା ନେଇ ବଢୁଛି ଦ୍ୱନ୍ଦ୍ୱ: ରଥଯାତ୍ରା ରାୟର ପୁନଃବିଚାର ପାଇଁ ସୁପ୍ରିମକୋର୍ଟରେ ଦାଖଲ ହେଉଛି ପିଟିସନ ପରେ…

କନକ ବ୍ୟୁରୋ: ରଥଯାତ୍ରା ବନ୍ଦ କରିବା ପାଇଁ ୧୮ ତାରିଖରେ  ସୁପ୍ରିମକୋର୍ଟ ଦେଇଥିବା ରାୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଜଗନ୍ନାଥପ୍ରେମୀ । ସୁପ୍ରିମକୋର୍ଟଙ୍କ ଏହି ରାୟ ଉପରେ  ପୁନଃବିଚାର ପାଇଁ  କିଛି ବ୍ୟକ୍ତି ଓ ସଙ୍ଗଠନ ପକ୍ଷରୁ  ୧୭ଟି ପିଟିସନ ଦାଖଲ ହୋଇଛି ।  ଶୁକ୍ରବାର ୫ଟି…

ଦେଶର ବିଭିନ୍ନ ସ୍ଥାନରେ ସୂର୍ଯ୍ୟୋପରାଗ ଦୃଶ୍ୟମାନ : ଓଡ଼ିଶାରେ ଆଶିଂକ ଘୋଡେଇ ହେଲା ସୂର୍ଯ୍ୟ , ୧୨ ଟା ୧୫ ରୁ ୧୨ଟା ୩୦…

ଆଜି ମହାକାଶରେ ସଂଗଠିତ ହୋଇଛି ସୂର୍ଯ୍ୟୋପରାଗ । ଓଡିଶା ସମେତ ଭାରତର ସବୁ ଅଂଚଳରେ ଏହା ଦୃଶ୍ୟମାନ ହୋଇଛି । ଭାରତର ରାଜସ୍ଥାନ, ହରିଆଣା ଓ ଉତ୍ତରାଖଣ୍ଡରେ ବଳୟ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହୋଇଛି । ଓଡିଶାରେ ଆଶିଂକ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହୋଇଛି  । ସୂର୍ଯ୍ୟୋପରାଗ ଦିନ ୧୦ଟା ୨୦ରୁ…

ବିଭିନ୍ନ ରଙ୍ଗରେ ସୂର୍ଯ୍ୟୋପରାଗ : ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରଙ୍ଗରେ ଦେଖାଗଲା ସୂର୍ଯ୍ୟୋପରାଗ । ଲାଲ୍…

ଆଜି ମହାକାଶରେ ସଂଗଠିତ ହେଉଛି ସୂର୍ଯ୍ୟୋପରାଗ । ଓଡିଶା ସମେତ ଭାରତର ସବୁ ଅଂଚଳରେ ଏହା ଦୃଶ୍ୟମାନ ହେଉଛି । ଭାରତର ରାଜସ୍ଥାନ, ହରିଆଣା ଓ ଉତରାଖଣ୍ଡରେ ବଳୟ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହେଉଛି । ଓଡିଶାରେ ୬୧ ରୁ ୭୨ ପ୍ରତିଶତ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହେବ । ସକାଳ ୧୦ ଟା ୩୮ ରେ ସ୍ପର୍ଶ…

କରୋନା ନେଲା ଆଉ ୨ ଜୀବନ: ବରଗଡ଼ ଜିଲ୍ଲାର ଜଣେ ୭୬ ବର୍ଷୀୟ ବୃଦ୍ଧ ମୃତ, ଗଞ୍ଜାମର ଜଣେ ୪୯ ବର୍ଷୀୟ ବ୍ୟକ୍ତିଙ୍କ…

କନକ ବ୍ୟୁରୋ: ରାଜ୍ୟରେ କରୋନାର ଭୟଙ୍କର ରୂପ । ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ସର୍ବାଧିକ ୩୦୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୨ ଜଣ ସଂକ୍ରମିତଙ୍କ ଜୀବନ ନେଇଛି କରୋନା ମହାମାରୀ । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ଟପିଥିବା ବେଳେ…

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ସ୍ତରରେ: ଆଜି ଏକାଥରେ ୩୦୪ ନୂଆ ସଂକ୍ରମିତ ଚିହ୍ନଟ; ସଂଗରୋଧ କେନ୍ଦ୍ରରୁ…

କନକ ବ୍ୟୁରୋ: ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ । ୨୧ ଜିଲ୍ଲାରୁ ମୋଟ ୩୦୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୧୬୦କୁ ବୃଦ୍ଧି ପାଇଛି । COVID-19 REPORT FOR…