Browsing Category

ଦେଶ ବିଦେଶ

ସଂସଦ ଗୃହରେ ଶବ୍ଦ ବିବାଦକୁ ନେଇ ସ୍ପଷ୍ଟକଲେ ଲୋକସଭା ବାଚସ୍ପତି, ଜାଣନ୍ତୁ କଣ କହିଲେ

କନକ ବ୍ୟୁରୋ : ଲୋକସଭା ଓ ରାଜ୍ୟସଭାର କାର୍ଯ୍ୟକାଳ ଭିତରେ କିଛି ଶବ୍ଦ ବ୍ୟବହାର ନକରିବାକୁ କଟକଣା ଆସିଥିବା ବେଳେ ଏହାକୁ ନେଇ ବିରୋଧୀ ଦଳ ସରକାରଙ୍କ ଉପରେ ବର୍ଷିଛନ୍ତି । ଏହାରି ମଧ୍ୟରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ବୟାନ ଜାରି କରିଛନ୍ତି । ସେ କହିଛନ୍ତି କି ଉଭୟ ସଦନରେ କୌଣସି ଶବ୍ଦ…
Read More...

ମାନବ ଚାଲାଣ ମାମଲାରେ ଦଲେର ମେହନ୍ଦୀଙ୍କୁ କୋର୍ଟଙ୍କ ଝଟକା, ୧୫ ବର୍ଷ ପରେ ଦଲେରଙ୍କୁ ୨ ବର୍ଷ ଜେଲ ଦଣ୍ଡ

କନକ ବ୍ୟୁରୋ : ୧୫ ବର୍ଷ ତଳର ମାନବ ଚାଲାଣ ମାମଲାରେ ଲୋକପ୍ରିୟ ଗାୟକ ଦଲେର ମେହନ୍ଦୀଙ୍କୁ ୨ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି । ପଟିଆଲା କୋର୍ଟ ଏହି ରାୟ ଶୁଣାଇଛନ୍ତି । ଏହି ମାମଲାରେ ପ୍ରଥମେ ପଟିଆଲା କୋର୍ଟ ଦଲେରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା ଓ କିଛି ସମୟ ପରେ ଏଭଳି ଦଣ୍ଡ…
Read More...

ଅବୈଧ ଫୋନ ଟ୍ୟାପିଂ ମାମଲା: ଏନଏସଇର ପୂର୍ବତନ ସିଇଓ ଚିତ୍ରା ରାମକୃଷ୍ଣ ଗିରଫ। ୪ ଦିନ ରିମାଣ୍ଡରେ ନେବ ଇଡି।

କନକ ବ୍ୟୁରୋ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ପୂର୍ବତନ ସିଇଓ ଚିତ୍ରା ରାମକୃଷ୍ଣଙ୍କୁ ଗିରଫ କରିଛି । କୋର୍ଟ ଇଡିକୁ ୪ ଦିନିଆ ରିମାଣ୍ଡ ପାଇଁ ମଧ୍ୟ ଅନୁମତି ଦେଇଛନ୍ତି । ଏହା ପୂର୍ବରୁ ଇଡି ମୁମ୍ବାଇର ପୂର୍ବତନ ପୋଲିସ ଆୟୁକ୍ତ ସଞ୍ଜୟ ପାଣ୍ଡେ,…
Read More...

‘ଦୁଇଟି ସନ୍ତାନ’ ଆଇନକୁ ସମର୍ଥନ କରିବି ନାହିଁ। ଜନସଂଖ୍ୟା ବୃଦ୍ଧି ପ୍ରସଙ୍ଗରେ କଣ କହିଲେ ଏଆଇଏମଆଇଏମ ମୁଖ୍ୟ…

କନକ ବ୍ୟୁରୋ: ଦେଶରେ ବଢୁଥିବା ଜନସଂଖ୍ୟା ବୃଦ୍ଧିକୁ ନେଇ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ବଡ ବୟାନ ଦେଇଛନ୍ତି । ଗୁରୁବାର ଏନେଇ ବଡ ବୟାନ ରଖି ସେ କହିଛନ୍ତି, ‘ଦୁଇଟି ସନ୍ତାନ’ ଆଇନକୁ ସେ ସମର୍ଥନ କରିବେ ନାହିଁ । ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ବେଳେ ସେ କହିଛନ୍ତି,…
Read More...

୧୮ ଲକ୍ଷ ଛାତ୍ରଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ଝଟକା, ନିଟ୍ ୟୁଜି ପରୀକ୍ଷା ଘୁଞ୍ଚାଇବା ନେଇ ହୋଇଥିବା ଆବେଦନ ଖାରଜ

କନକ ବ୍ୟୁରୋ : ସ୍ନାତକ ମେଡିକାଲ ପାଠ୍ୟକ୍ରମରେ ଯୋଗ ଦେବା ପାଇଁ ଏନଟିଏ ଦ୍ୱାରା ଆୟୋଜିତ ନିଟ୍ ୟୁଜି -୨୦୨୨ ପରୀକ୍ଷା ଜୁଲାଇ ୧୭ ତାରିଖରେ ଅନୁଷ୍ଠିତ ହେବ । ପରୀକ୍ଷା ପାଇଁ ୧୮ ଲକ୍ଷ ଛାତ୍ର ଛାତ୍ରୀ ପଞ୍ଜିକରଣ କରିଛନ୍ତି । ହେଲେ ସେମାନଙ୍କ ମଧ୍ୟରେ ଅଧିକ ଛାତ୍ର କିଛିଦିନ ହେବ ଏହି ପରୀକ୍ଷା…
Read More...

ଲାଇଭ୍ ବକ୍ସିଂ ମ୍ୟାଚରେ ଅଜବ ଦୃଶ୍ୟ । ବକ୍ସରଙ୍କ ପଞ୍ଚରେ ପ୍ରତିଦ୍ୱନ୍ଦୀ ବକ୍ସରଙ୍କ ମୃତ୍ୟୁ

କନକ ବ୍ୟୁରୋ : ସାରା ବିଶ୍ୱରେ ଅନେକ ଖେଳର ଆୟୋଜନ କରାଯାଉଛି । ଏହାସହ ଖେଳ ଚାଲିଥିବା ବେଳେ ଅନେକ ଘଟଣା ଓ ଦୁର୍ଘଟଣା ବି ଦେଖିବାକୁ ମିଳିଥାଏ । ଏଭଳି ଏକ ଦୁର୍ଘଟଣା ବେଙ୍ଗାଲୋରରେ ଦେଖିବାକୁ ମିଳିଛି । ଏଠାରେ ଆୟୋଜିତ ଏକ ବକ୍ସିଂ ମ୍ୟାଚରେ ଜଣେ ବକ୍ସରଙ୍କର ମୃତ୍ୟୁ ହୋଇଯାଇଛି । ଆଘାତ…
Read More...

ଭାରତରେ ମଙ୍କିପକ୍ସ ସଂକ୍ରମିତ! କେରଳରୁ ଲକ୍ଷଣ ଥିବା ବ୍ୟକ୍ତି ଚିହ୍ନଟ।

କନକ ବ୍ୟୁରୋ: ବିଶ୍ୱର ଅନେକ ଦେଶରେ ମଙ୍କିପକ୍ସ ସଂକ୍ରମଣ ଚିନ୍ତା ବଢାଇଛି । ଏଭଳି ସ୍ଥିତି ସୃଷ୍ଟି ହୋଇଛି ଯେ ସମସ୍ତେ ଭୟରେ ରହିଛନ୍ତି । ଭାରତରେ ମଧ୍ୟ ଏହାକୁ ନେଇ ସତର୍କତା ଜାରିକରାଯାଇଛି । କେରଳରେ ଜଣେ ମଙ୍କିପକ୍ସ ସନ୍ଦିଗ୍ଧ ମିଳିଥିବା ସୂଚନା ମିଳିଛି । ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ…
Read More...

ୱେଷ୍ଟଇଣ୍ଡିଜ ସିରିଜ ପାଇଁ ଘୋଷଣା ଭାରତୀୟ ଟିମ୍ । ବାଦ ପଡିଲେ କୋହଲି, ଫେରିଲେ ରାହୁଲ

କନକ ବ୍ୟୁରୋ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ପକ୍ଷରୁ ୱେଷ୍ଟଇଣ୍ଡିଜରେ ଖେଳାଯିବାକୁ ଥିବା ଟି-୨୦ ମ୍ୟାଚ ପାଇଁ ଭାରତୀୟ ଟିମ୍ ଘୋଷଣା କରିଛି । ଘୋଷିତ ହୋଇଥିବା ଏହି ଟିମରେ ୧୮ ଜଣଙ୍କ ନାମ ସାମିଲ କରାଯାଇଛି ଓ ରୋହିତ ଶର୍ମାଙ୍କୁ ଅଧିନାୟକ ଭାବେ ଚୟନ କରାଯାଇଛି । ସେପଟେ…
Read More...

ପାକିସ୍ତାନରେ ହେବ ଶ୍ରୀଲଙ୍କା ସ୍ଥିତି ! ଖାଲି ପଡିଛି ରାଜସ୍ୱ, ଏବେ ମୁଖିଆଙ୍କ ମୁଣ୍ଡରେ ଋଣ ସୁଝିବାକୁ ଚିନ୍ତା ।

କନକ ବ୍ୟୁରୋ: ଶ୍ରୀଲଙ୍କାର ଭୟଙ୍କର ସ୍ଥିତି କାହରିକୁ ଅଛପା ନାହିଁ । ଶାସନ ଅବ୍ୟବସ୍ଥା ପୁରା ଦେଶକୁ କିପରି ଛାରଖାର କରିପାରେ ଶ୍ରୀଲଙ୍କା କାହାର ଜ୍ୱ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛି । ଦେଶରେ ଲୋକେ ଖାଇବାକୁ ପାଉନାହାଁନ୍ତି । ରୋଗୀଙ୍କ ପାଇଁ ଔଷଧ ନାହିଁ । ଦେଶ ଛାଡି ପଳାଇଛନ୍ତି…
Read More...

ମହାରାଷ୍ଟ୍ରରେ ସିନ୍ଦେ ସରକାରଙ୍କ ବଡ଼ ନିଷ୍ପତ୍ତି । କମିଲା ପେଟ୍ରୋଲ ଓ ଡିଜଲ ଦର

କନକ ବ୍ୟୁରୋ : ସରକାରକୁ ଆସିବା ପରେ ମହରାଷ୍ଟ୍ର କ୍ୟାବିନେଟରେ ଏକନାଥ ସିନ୍ଦେଙ୍କ ବଡ଼ ନିଷ୍ପତ୍ତି । ମହାରାଷ୍ଟ୍ରରେ ଶସ୍ତା ହେଲା ପେଟ୍ରୋଲ-ଡିଜେଲ ଦର । ପେଟ୍ରୋଲ ଲିଟର ପ୍ରତି ୫ଟଙ୍କା, ଡିଜେଲ ଲିଟର ପ୍ରତି ୩ଟଙ୍କା କମିଛି । ତେଲ ଦର କମିବା ନେଇ ପ୍ରଥମରୁ ସିନ୍ଦେ ସରକାର ନିଷ୍ପତ୍ତି…
Read More...