Browsing Category

ଦେଶ ବିଦେଶ

ଜମ୍ମୁ-କାଶ୍ମୀର ପୁଞ୍ଚରେ ଗ୍ରେନେଡ୍ ବିସ୍ଫୋରଣ । ୨ ଯବାନ୍ ସହିଦ୍

କନକ ବ୍ୟୁରୋ: ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାର ଅଘଟଣ । ଏକ ହ୍ୟାଣ୍ଡ ଗ୍ରେନେଡ୍ ହଠାତ ବିସ୍ଫୋରଣ ହେବାରୁ ଦୁଇଜଣ ଯବାନ ସହିଦ ହୋଇଛନ୍ତି । ଦୁଇ ଯବାନଙ୍କ ମଧ୍ୟରେ ଜଣେ ଆର୍ମି କ୍ୟାପଟେନ ଏବଂ ଜଣେ ଜୁନିଅର କମିଶନ ଅଫିସର ରହିଛନ୍ତି । ସୂଚନା ମୁତାବକ, ରବିବାର ରାତି ସମୟରେ ପୁଞ୍ଚ ଜିଲ୍ଲାର…
Read More...

ମଧ୍ୟପ୍ରଦେଶ ଇନ୍ଦୋର-ଖରଗୋନରେ ବସ ଦୁର୍ଘଟଣା, ୧୩କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା ।

କନକ ବ୍ୟୁରୋ: ନଦୀକୁ ଖସିଲା ଯାତ୍ରୀବୀହ ବସ୍ । ମଧ୍ୟପ୍ରଦେଶର ଧର ଜିଲ୍ଲାର ଇନ୍ଦୋର-ଖରଗୋନ ମଧ୍ୟରେ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି । ସକାଳ ୧୦ ରୁ ୧୦.୧୫ ମଧ୍ୟରେ ବ୍ରିଜ ଉପରେ ଏହି ଦୁର୍ଘଟଣା ଘଟିଛି । ଏହି ବସ୍ ଇନ୍ଦୋରରୁ ମହାରାଷ୍ଟ୍ରର ଅମାଲନର୍ ଯାଉଥିଲା । ବସ୍ରେ ମହିଳା ଏବଂ ଶିଶୁଙ୍କ…
Read More...

ଅଳିଆ ଗାଡିରୁ ମିଳିଲା ପ୍ରଧାନମନ୍ତ୍ରୀ ମୋଦୀ, ଯୋଗୀ ଆଦିତ୍ୟନାଥଙ୍କ ଫଟୋ । ଚାଲିଗଲା ଗରୀବ ସଫେଇ କର୍ମଚାରୀଙ୍କ ଚାକିରି…

କନକ ବ୍ୟୁରୋ: ଜଣେ ଭୁଲ କଲା ଆଉ ଜଣେ ଦଣ୍ଡ ପାଇଲା । ଏଭଳି ଘଟଣା ଦେଖିବାକୁ ମିଳିଛି । ମଥୁରା-ବୃନ୍ଦାବନ ନଗର ନିଗମ ଇଲାକାରେ । ଅଳିଆ ଗୋଟାଇ ନେଉଥିବା ଠେଲାଗାଡିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ମିଳିବା ପରେ ସଫେଇ…
Read More...

ମହାରାଷ୍ଟ୍ରରେ ବନ୍ୟା ପ୍ରଳୟ । ଗଲାଣି ୧୦୦ରୁ ଅଧିକ ଜୀବନ, ୭ ଜଣଙ୍କ ପତ୍ତା ମିଳୁନି

କନକ ବ୍ୟୁରୋ: ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଯୋଗୁଁ ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଉକ୍ରଟ ହୋଇଛି । ଫଳରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏଯାଏଁ ୧୦୫ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରବଳ ବର୍ଷା ଯୋଗୁଁ ମହାରାଷ୍ଟ୍ରର ମୋଟ ୨୮ଟି ଜିଲ୍ଲା ବନ୍ୟା ରେ ପ୍ରଭାବିତ ହୋଇଛି। ଏଥିରେ ପୁଣେ, ସତାରା,…
Read More...

ରାଷ୍ଟ୍ରପତି ନିର୍ବାଚନରେ ବଢିପାରେ କ୍ରସ୍ ଭୋଟିଙ୍ଗ । ଆସାମ ବିଧାୟକଙ୍କର ଚାଞ୍ଚଲ୍ୟକର ବୟାନ ।

କନକ ବ୍ୟୁରୋ: ଜାରି ରହିଛି ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ । ଏଥିପାଇଁ ବିଭିନ୍ନ ରାଜ୍ୟର ବିଧାନସଭା ଓ ସଂସଦରେ ମତଦାନ ଜାରି ରହିଛି । ହେଲେ ଏହା ମଧ୍ୟରେ କ୍ରସ୍ ଭୋଟିଙ୍ଗ ନେଇ ଖବର ଆସିଛି । ବିରୋଧୀ ଦଳମାନେ ମିଶି ପ୍ରାର୍ଥୀ କରିଥିବା ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେବାକୁ ବୈଠକରେ…
Read More...

ଉପରାଷ୍ଟ୍ରପତି ନିର୍ବାଚନ : ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡଙ୍କ ନାମାଙ୍କନ ଦାଖଲ

କନକ ବ୍ୟୁରୋ : ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ଜଗଦୀପ ଧନଖଡ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସଡକ ପରିବହନ ମନ୍ତ୍ରୀ ନୀତୀନ ଗଡକରୀ ଏବଂ ବିଜେପି ସଭାପତି ଜେପି ନଡ୍ଡା ପ୍ରମୁଖ ଉପସ୍ଥିତ…
Read More...

ପୋଲ ଉପରୁ ନଦୀକୁ ଖସିଲା ବସ୍ , ୧୨ମୃତ : ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି

କନକ ବ୍ୟୁରୋ : ନଦୀକୁ ଖସିଲା ଯାତ୍ରୀବୀହୀ ବସ୍ । ମଧ୍ୟପ୍ରଦେଶର ଧର ଜିଲ୍ଲାର ଇନ୍ଦୋର-ଖରଗୋନ ମଧ୍ୟରେ ଏପରି ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି । ସକାଳ ୧୦ ରୁ ୧୦.୧୫ ମଧ୍ୟରେ ବ୍ରିଜ ଉପରେ ଏହି ଦୁର୍ଘଟଣା ଘଟିଛି । ଏହି ବସ୍ ଇନ୍ଦୋରରୁ ମହାରାଷ୍ଟ୍ରର ଅମାଲନର୍ ଯାଉଥିଲା । ବସରେ ମହିଳା ଏବଂ…
Read More...

ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଜାରି । ସଂସଦ ଭବନରେ ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗଣତି ଜାରି ରହିଛି । ସଂସଦ ଭବନରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୋଟ୍ ଦେଇଛନ୍ତି । ଏଥି ସହିତ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଭୋଟ୍ ଦେଇଛନ୍ତି । ସେହିଭଳି, ଦେଶର ବିଭିନ୍ନ ରାଜ୍ୟର ବିଧାନସଭାରେ ମଧ୍ୟ ରାଷ୍ଟ୍ରପତି…
Read More...

ଫେସବୁକ୍ ପୋଷ୍ଟ ଯୋଗୁଁ ଲଙ୍କାକାଣ୍ଡ । ମନ୍ଦିରରେ ଭଙ୍ଗାରୁଜା , ଅନେକ ଘର ଦୋକାନ ନଷ୍ଟ

କନକ ବ୍ୟୁରୋ:ବାଂଲାଦେଶ ନାରେଜ ଜିଲ୍ଲା ଅନ୍ତର୍ଗତ ସାହପରା ଇଲାକାରେ ଫେସବୁକ୍ ପୋଷ୍ଟକୁ ନେଇ ଲଙ୍କାକାଣ୍ଡ । ଫେସବୁକ୍ ପୋଷ୍ଟକୁ କେନ୍ଦ୍ର କରି କିଛି ଯୁବକ ହିନ୍ଦୁଙ୍କ ମନ୍ଦିର ମଙ୍ଗାରୁଜା କରିବା ସହ ସେମାନଙ୍କ ଘର ଓ ଦୋକାନ ଭାଙ୍ଗିଦେଇଥିବା ଜଣାପଡିଛି । ମନ୍ଦିର ଉପରକୁ ଟେକା ପଥର ମାଡ କରିବା…
Read More...

୭୫ ବର୍ଷ ପରେ ରୀନାଙ୍କ ସ୍ୱପ୍ନ ସାକାର । ପାକିସ୍ତାନରେ ଥିବା ପୈତୃକ ଘରକୁ ଫେରିଲେ ବୃଦ୍ଧା

କନକ ବ୍ୟୁରୋ: ୭୫ ବର୍ଷ ପରେ ସ୍ୱପ୍ନ ସାକାର ହୋଇଛି । ଦୀର୍ଘ ୭୫ ବର୍ଷ ପରେ ଜଣେ ଭାରତୀୟ ମହିଳାଙ୍କୁ ପାକିସ୍ତାନରେ ô ନିଜ ପୈତୃକ ଘରକୁ ଦେଖିବାକୁ ସୌଭାଗ୍ୟ ମିଳିଛି । ସେହି ଘର ସେହି ଅଗଣା ସବୁ ସେମିତି ପୂର୍ବପରି ମନ ମୋହୁଛି । ନିଜ ଘରକୁ ଫେରି ସବୁ ସ୍ୱପ୍ନ ସାକାର ହୋଇଛି ବେଲି କହିଛନ୍ତି…
Read More...