Browsing Category

ଦେଶ ବିଦେଶ

ଅପରାହ୍ନ ୪ ଟାରେ ରାଜ୍ୟପାଳଙ୍କୁ ଭେଟିବେ ନୀତିଶ କୁମାର, ୧୬୦ ବିଧାୟକଙ୍କ ସମର୍ଥନ ଥିବା ପତ୍ର ଯୋଗାଡ କରୁଛି ଜେଡିୟୁ

କନକ ବ୍ୟୁରୋ : ବିହାରରେ ଖୁବଶୀଘ୍ର ମହାଗଠବନ୍ଧନ ସରକାର ଗଠନ ହୋଇପାରେ । ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପି ସହ ଥିବା ମେଣ୍ଟ ଭାଙ୍ଗିଲା ବୋଲି ଘୋଷଣା କରିବା ପରେ ଅପରାହ୍ନ ୪ ଟାରେ ସେ ରାଜ୍ୟପାଳଙ୍କୁ ଭେଟିବେ ବୋଲି ଜଣାପଡିଛି । ସେ ରାଜ୍ୟପାଳଙ୍କ ପାଖକୁ ୧୬୦ ଜଣ ବିଧାୟକଙ୍କ…
Read More...

ଭାଙ୍ଗିଲା ବିଜେପି-ଜେଡିୟୁ ମେଣ୍ଟ, ବୈଠକ ପରେ ବିଜେପି ସହ ମେଣ୍ଟ ଭଙ୍ଗ ନେଇ ଜେଡିୟୁର ଘୋଷଣା

କନକ ବ୍ୟୁରୋ : ମହାରାଷ୍ଟ୍ର ପରେ ଏବେ ବିହାର ରାଜନୀତିରେ କ୍ଷମତା ସଂକଟ ଘନେଇବାରେ ଲାଗିଛି । ଏହି କ୍ରମରେ ସେଠାରେ ବିଜେପି ଓ ଜେଡିୟୁ ମେଣ୍ଟରେ ଚାଲିଥିବା ସରକାର ଖୁବଶୀଘ୍ର ଭାଙ୍ଗିଯିବ ବୋଲି ଆକଳନ କରାଯାଇଛି । ଏନେଇ ଆଜି ଜେଡିୟୁ ତରଫରୁ ଦଳର ନେତା ନୀତିଶ କୁମାର ତାଙ୍କ ବାସଭବନରେ ଦଳର…
Read More...

ତାଇୱାନକୁ ଭୟ ଚୀନ ଭୂତାଣୁ ! ନୂଆ ଭାଇରସରେ ଆକ୍ରାନ୍ତ ୩୫ଜଣଙ୍କୁ ଚିହ୍ନଟ

କନକ ବ୍ୟୁରୋ : ଚୀନରେ ନୂଆ ଭାଇରସର ସଂକ୍ରମଣ ବ୍ୟାପିବାରେ ଲାଗିଛି । ‘ଜୁନୋଟିକ ଲଙ୍ଗ୍ୟା’ ନାମକ ଏହି ଭାଇରସରେ ଆକ୍ରାନ୍ତ ୩୫ଜଣଙ୍କୁ ଚିହ୍ନଟ କରାଯାଇଛି । ଚୀନର ସାନଡଙ୍ଗ ଓ ହେନାନ ପ୍ରାନ୍ତରେ ଲୋକଙ୍କ ଭିତରେ ଏହି ଭୂତାଣୁ ସଂକ୍ରମଣ ହୋଇଥିବା ଜଣାପଡିଛି । ଗଣମାଧ୍ୟମରେ ପ୍ରକାଶ ପାଇଥିବା…
Read More...

ଦିନେ ଥିଲେ କଂଗ୍ରେସର ଷ୍ଟାର ପ୍ରଚାରକ, ଏବେ ଦୁଷ୍କର୍ମ ମାମଲାରେ ବାନ୍ଧିଲା ପୋଲିସ

କନକ ବ୍ୟୁରୋ : ଦେଶରେ ଦିନକୁ ଦିନ ବଢି ଚାଲିଛି ଦୁଷ୍କର୍ମ ମାମଲା । ହେଲେ କିଛିଦିନ ହେବ ସବୁଠୁ ଅଧିକ ଦୁଷ୍କର୍ମ ମାମଲା ବାବା ଓ ମୌଲାନାଙ୍କ ନାମରେ ଆସୁଛି । ଏହି କ୍ରମରେ ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ଥିବା ମିର୍ଚ୍ଚି ବାବାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଗିରଫ କରିବା ପରେ…
Read More...

IAS ଟିନା ଡାବିଙ୍କ ଫଟୋ ଦେଖାଇ ଠକି ନେଉଥିଲେ ସାଇବର ଠକ । ସରକାରୀ ଅଧିକାରୀଙ୍କୁ କରିଥିଲେ ଟାର୍ଗେଟ

କନକ ବ୍ୟୁରୋ: କାହାକୁ ଛାଡୁନାହାଁନ୍ତି ସାଇବର ଠକ । ଏବେ ସୋସିଆଲ ମିଡିଆରେ ଏମାନେ କାୟା ବିସ୍ତାର କରୁଛନ୍ତି । ଦେଶର ବହୁ ଚର୍ଚ୍ଚିତ ଆଇଏଏସ୍ ତଥା ରାଜସ୍ଥାନର ଜୈସଲମେରରେ କଲେକ୍ଟର ଥିବା ଟିନା ଡାବିଙ୍କ ଫଟୋ ଦେଖାଇ ଜଣେ ସରକାରୀ ଅଧିକାରୀଙ୍କୁ ଠକିବାକୁ ଚେଷ୍ଟା କରୁଥିଲେ ସାଇବର ଠକ୍ । ହେଲେ…
Read More...

ମହାରାଷ୍ଟ୍ର କ୍ୟାବିନେଟର ହେଲା ସଂପ୍ରସାରଣ, ଜାଣନ୍ତୁ କାହାକୁ ମିଳିଲା କେତେ ମନ୍ତ୍ରୀପଦ

କନକ ବ୍ୟୁରୋ : ସରକାର ଗଠନର ଦୀର୍ଘ ୧ମାସ ପରେ ମହାରାଷ୍ଟ୍ରରେ ସିନ୍ଦେ ସରକାର ଆଜି କ୍ୟାବିନେଟ ସଂପ୍ରସାରଣ କରିଛନ୍ତି । ଏହି କ୍ରମରେ ଆଜି ସିନ୍ଦେ ସରକାରରେ ୧୮ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ସୂଚନା ମୁତାବକ ଏହି ୧୮ ଜଣମନ୍ତ୍ରୀଙ୍କ ମଧ୍ୟରୁ ୯ ଜଣ ବିଜେପିରୁ ଓ ଅନ୍ୟ ୯ ଜଣ ସିନ୍ଦେ ଗ୍ରୁପର…
Read More...

ମହିଳାଙ୍କୁ ଅସଦାଚରଣ ଅଭିଯୋଗ : ବିଜେପି ନେତା ଶ୍ରୀକାନ୍ତ ତ୍ୟାଗୀ ଗିରଫ

କନକ ବ୍ୟୁରୋ : ଶେଷରେ ଗିରଫ ହୋଇଛନ୍ତି ଫେରାର ବିଜେପି କର୍ମୀ ଶ୍ରୀକାନ୍ତ ତ୍ୟାଗୀ । ନୋଏଡାରେ ଅସ୍ଥାୟୀ ନିର୍ମାଣ ନେଇ ଜଣେ ମହିଳାଙ୍କ ସହ ବଚସା ହେବା ସହିତ ତାଙ୍କୁ ପାଲଟା ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ଭିଡ଼ିଓ ଭାଇରାଲ ହେବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ…
Read More...

ଚୀନରୁ ମିଳିଲା ନୂଆ ଭୁତାଣୁ ‘ଜୁନୋଟିକ୍ ଲାଙ୍ଗିଆ’ । ଏପର୍ଯ୍ୟନ୍ତ ୩୫ ସଂକ୍ରମିତ ଚିହ୍ନଟ

କନକ ବ୍ୟୁରୋ : କରୋନା ପରେ ଏବେ ପୁଣି ଚାଇନାରୁ ଏକ ନୂଆ ଭୂତାଣୁ ଚିହ୍ନଟ ହୋଇଛି । ଏହାକୁ ବୈଜ୍ଞାନିକମାନେ ‘ଜୁନୋଟିକ୍ ଲାଙ୍ଗିଆ’ ବୋଲି ନାମକରଣ କରିଛନ୍ତି । ଚାଇନାରେ ଏବେ ୩୫ ଜଣ ଲୋକଙ୍କ ଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି । ତାଇୱାନର ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ତରଫରୁ କୁହାଯାଇଛି ଯେ…
Read More...

ବିହାର ରାଜନୈତିକ ସଙ୍କଟ : କ’ଣ ଚାହୁଁଛନ୍ତି ନୀତୀଶ କୁମାର ?

କନକ ବ୍ୟୁରୋ : ବିଜେପି ଓ ଜେଡିୟୁ ମଧ୍ୟରେ ମାସଟି ଧରି ବିବାଦ ପରେ ଏହାର ଅନ୍ତ ଘଟିବାକୁ ଯାଉଛି । କାରଣ ବିଜେପି ସହ ମେଣ୍ଟ ରହିବ କି ନାହିଁ ସେନେଇ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଷ୍ପତ୍ତି ନେଇପାରନ୍ତି । ଆଜି ନୀତୀଶ ଦଳର ସମସ୍ତ ବିଧାୟକ ଏବଂ ସାଂସଦମାନଙ୍କର ବୈଠକ ଡକାଇଛନ୍ତି…
Read More...

ପାତ୍ରା ଚୌଲ ଜମି ଦୁର୍ନୀତି ମାମଲା: ଜେଲ ଗଲେ ଶିବସେନା ସାଂସଦ ସଞ୍ଜୟ ରାଉତ

କନକ ବ୍ୟୁରୋ: ପାତ୍ରା ଚୌଲ ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ସ୍ୱତନ୍ତ୍ର ପିଏମଏଲଏ ଅଦାଲତ ସୋମବାର ୧୪ ଦିନ ପାଇଁ ଜେଲକୁ ପଠାଇ ଦେଇଛନ୍ତି । ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ଦିର୍ଦ୍ଦେଶାଳୟ ପକ୍ଷରୁ ସଞ୍ଜୟଙ୍କ…
Read More...