Browsing Category

ଦେଶ ବିଦେଶ

ପରିବାର ସହ ମନ୍ନତରେ ଶାହାରୁଖ ଉଡାଇଲେ ଜାତୀୟ ପତାକା । ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଜଣାଇଲେ ଶୁଭେଚ୍ଛା

କନକ ବ୍ୟୁରୋ : ଜାତୀୟତା ଓ ରାଷ୍ଟ୍ରବାଦକୁ ନେଇ ସର୍ବଦା ବିବାଦରେ ଥିବା ବଲିଉଡ କଳାକାର ଶାହାରୁଖ ଖାନଙ୍କାର ଏକ ବିରଳ ଚିତ୍ର ସାମ୍ନାକୁ ଆସିଛି । ଆସନ୍ତାକାଲି ଦେଶ ୭୫ ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ଅବସରରେ ଆଜି ଶାହାରୁଖ ବି ଜାତୀୟ ପତାକା ଉଡାଇଛନ୍ତି । ସେ ତାଙ୍କ ବାସଭବନ ମନ୍ନତରେ…
Read More...

ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳରେ ବିଭାଗ ବଣ୍ଟନ: ଦେବେନ୍ଦ୍ର ଫଡନାଭିସଙ୍କୁ ଗୃହ ଓ ଅର୍ଥ ବିଭାଗ 

କନକ ବ୍ୟୁରୋ: ଲମ୍ବା ସମୟ ଅପେକ୍ଷା ପରେ ଏବେ ସିନେ୍ଧ ସରକାରରେ ମନ୍ତ୍ରୀ ମଣ୍ଡଳ ବଣ୍ଟା ହୋଇଛି । ମୁଖ୍ୟମନ୍ତ୍ରୀ ଏକନାଥ ସିନେ୍ଧଙ୍କୁ ଏମଆରଡିସି ଓ ସହରୀ ବିକାଶ ବିଭାଗର ଦାୟିତ୍ୱ ମିଳିଛି । ସେହିପରି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଗୃହ ଓ ଅର୍ଥ ବିଭାଗର ଦାୟିତ୍ୱ ତୁଲାଇବେ ।…
Read More...

ଇଜିପ୍ଟର କାଇରୋ କପ୍ଟିକ ଚର୍ଚ୍ଚରେ ଭୟାନକ ଅଗ୍ନିକାଣ୍ଡ, ନିଆଁରେ ଜଳିଗଲେ ୪୧ ଲୋକ

କନକ ବ୍ୟୁରୋ : ଇଜିପ୍ଟର ରାଜଧାନୀ କାଇରୋ ଠାରେ ଥିବା କାପ୍ଟିକ ଚର୍ଚ୍ଚରେ ରବିବାର ଦିନ ନିଆଁ ଲାଗିଯିବା କାରଣରୁ ୪୧ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୫୫ ଜଣ ଲୋକ ଗୁରୁତର ଆହାତ ହୋଇଛନ୍ତି । ସମାଚାର ଏଜେନ୍ସି ଏଏଫବି ମୁତାବକ ଇମ୍ବାବାର ଏକ ଜନବହୁଳ ଅଞ୍ଚଳ ଆବୁ ସେଫିନ ଚର୍ଚ୍ଚରେ ଏଭଳି…
Read More...

ଲାଲସିଂ ଚଡ୍ଡାକୁ ସମର୍ଥନ କରି ଅଡୁଆରେ ହ୍ରିତିକ ରୋଶନ, ଟ୍ୱିଟରରେ ହ୍ରିତିକଙ୍କ ବିକ୍ରମବେଦା ଫିଲ୍ମକୁ ବୟକଟ୍…

କନକ ବ୍ୟୁରୋ : ସାରା ଦେଶର ଗୋଟିଏ ଗୋଷ୍ଠୀ ଏବେ ଅମୀର ଖାନଙ୍କ ଲାଲସିଂ ଚଡ୍ଡାକୁ ବିରୋଧ କରୁଛନ୍ତି । ଏହି କ୍ରମରେ କିଛି ସଂଗଠନ ସିନେମା ହଲ ଆଗରେ ବି ପ୍ରଦର୍ଶନ କରୁଛନ୍ତି । ଏହାରି ମଧ୍ୟରେ ହ୍ରିତିକ ରୋଶନ ମୁମ୍ବାଇର ଏକ ସିନେମା ହଲରେ ଲାଲସିଂ ଚଡ୍ଡା ଦେଖିଛନ୍ତି । ଏହି ସିନେମା ଦେଖିବା ପରେ…
Read More...

ତ୍ରିରଙ୍ଗାର ରଙ୍ଗରେ ରଙ୍ଗୀନ ହେଲା ଟିମ୍ ଇଣ୍ଡିଆ, ପ୍ରୋଫାଇଲ ଫଟୋ ବଦଳାଇଲେ ଖେଳାଳୀ ।

କନକ ବ୍ୟୁରୋ : ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ଦେଶ ଏବେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି । ଦେଶର କୋଟି କୋଟି ଜନତା ଏବେ ଏହି ଅଭିଯାନରେ ସାମିଲ ହୋଇଛନ୍ତି । ହର ଘର ତ୍ରିରଙ୍ଗା ଅଭିଯାନ ଏହାର ଏକ ଅଂଶବିଶେଷ । ଯେଉଁ ଅଭିଯାନରେ ଅନେକ ଲୋକ ନିଜ ଘରେ ତ୍ରିରଙ୍ଗା ଉଡାଉଥିବା ବେଳେ କିଛି…
Read More...

ଛାଡପତ୍ର ନେଇ ଫ୍ୟାମିଲ କୋର୍ଟରେ ହେଲା ବୁଝାମଣା, ମାତ୍ର କୋର୍ଟ ବାହାରକୁ ଆସିବା ପରେ ସ୍ତ୍ରୀର ଗଳାକାଟି ଦେଲା ସ୍ୱାମୀ

କନକ ବ୍ୟୁରୋ : କର୍ଣ୍ଣାଟକର ହାସନ ଜିଲ୍ଳାରେ ଦେଖିବାକୁ ମିଳିଛି କିଛି ଚକିତ କରିଦେବା ଭଳି ଘଟଣା । ଏଠାରେ ଶନିବାର ଦିନ କୋର୍ଟ ପରିସରରେ ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କର ଗଳାକାଟି ହତ୍ୟା କରିଛନ୍ତି । କେବଳ ସ୍ତ୍ରୀ ନୁହେଁ ନିଜ ଝିଅ ବି ଏହି ଆକ୍ରମଣରେ ଗୁରୁତର ହୋଇଛି । ଝିଅ ଉପରେ ଆକ୍ରମଣ…
Read More...

ଆରସିପି ସିଂଙ୍କ ପରେ ନୀତିଶଙ୍କୁ ଲାଗିପାରେ ଆଉ ଏକ ଝଟକା, ହରିବଂଶଙ୍କୁ ନେଇ ବିଜେପି କରୁଛି ଏଭଳି ଦାବି

କନକ ବ୍ୟୁରୋ : ରାଜ୍ୟସଭାରେ ଉପ ସଭାପତିି ଥିବା ହରିବଂଶ କୁମାରଙ୍କୁ ନେଇ ପୁଣି ବିହାର ରାଜନୀତି ସରଗରମ ହେବାରେ ଲାଗିଛି । କୁହାଯାଉଛି କି ଜେଡିୟୁରୁ ରାଜ୍ୟସଭା ସାଂସଦ ଭାବେ ମନୋନୀତ ହୋଇଥିବା ହରିବଂଶ କୁମାର ବିଜେପିରେ ଯୋଗ ଦେଇ ପାରନ୍ତି । ଏହାର କାରଣ ବି ରହିଛି । ବିହାର ମୁଖ୍ୟମନ୍ତ୍ରୀ…
Read More...

ଏହି ୩ ଜଣଙ୍କୁ ଘରକୁ ଖାଇବାକୁ ନିମନ୍ତ୍ରଣ କରିବାକୁ ଚାହୁଁଥିଲେ ଝୁନଝୁନୱାଲା । ଇଚ୍ଛା ଇଚ୍ଛାରେ ହିଁ ରହିଗଲା

କନକ ବ୍ୟୁରୋ: ଆଉ ନାହାଁନ୍ତି ନିବେଶ ଜଗତର ବିଗ୍ ବୁଲ ରାକେଶ ଝୁନଝୁନୱାଲା । ଆଜି ଭୋର ସାଢେ ୬ଟା ସମୟରେ ତାଙ୍କର ଦେହାନ୍ତ ହୋଇଛି । କିଛି ଦିନ ହେବ ଅସୁସ୍ଥତା କାରଣରୁ ମୁମ୍ବାଇର ବ୍ରିଜ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସା ପରେ ଡିସଚାର୍ଜ ହୋଇଥିଲେ । କିନ୍ତୁ ଆଜି ହଠାତ୍ ଅସୁସ୍ଥ ହୋଇପଡିବା…
Read More...

କେନ୍ଦ୍ର ସରକାରଙ୍କ ‘ହର ଘର ତ୍ରିରଙ୍ଗା’ ଅଭିଯାନକୁ ଉଦ୍ଧବ ଠାକରେଙ୍କ କଟାକ୍ଷ, ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି…

କନକ ବ୍ୟୁରୋ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କେନ୍ଦ୍ର ସରକାରଙ୍କ ‘ହର ଘର ତ୍ରିରଙ୍ଗା’ ଅଭିଯାନକୁ ନେଇ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି କି ସାରା ଦେଶ ଏବେ ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ଅଜାଦୀ କା ଅମୃତ ମହୋତ୍ସବ…
Read More...

ରୁସଦିଙ୍କ ଆକ୍ରମଣକୁ ନିନ୍ଦା କରିବାରୁ ଲେଖିକାଙ୍କୁ ହତ୍ୟା ଧମକ, ଦୁର୍ବୃତ୍ତ ଲେଖିଲେ ଏପରି କଥା ।

କନକ ବ୍ୟୁରୋ: ଆମେରିକାରେ ବିଶିଷ୍ଟ ଔପନ୍ୟାସିକ ସଲମାନ ରୁଶଦିଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିବାକୁ ପ୍ରଖ୍ୟାତ ଲେଖିକା ଜେକେ ରାଉଲିଙ୍ଗଙ୍କୁ ହତ୍ୟା ଧମକ। ଟ୍ୱିଟରରେ ଲେଖିକାଙ୍କୁ ହତ୍ୟା ଧମକ ଦିଆଯାଇଥିବା ବେଳେ ୫୭ ବର୍ଷୀୟା ଲେଖିକା ରାଉଲିଂ ଟ୍ୱିଟରରେ ହତ୍ୟା ଧମକର ସ୍କ୍ରିନଶଟ୍…
Read More...