Browsing Category

ଦେଶ ବିଦେଶ

ଟିକେଟ ନକରି ରେଳ ଯାତ୍ରା କରିବା ପଡୁଛି ମହଙ୍ଗା, ଗତବର୍ଷ ତୁଳନାରେ ଚଳିତ ବର୍ଷ ୭୫ ପ୍ରତିଶତ ଅଧିକ ଜରିମାନା କରିଛି ରେଳ…

କନକ ବ୍ୟୁରୋ : ଭାରତୀୟ ରେଳ ବିଭାଗ ତରଫରୁ ଟିକେଟ ନକାଟି ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଏହି ଅଭିଯାନ କ୍ରମରେ ଗତ ୮ ମାସ ମଧ୍ୟରେ ୩୨.୭୭ ଲକ୍ଷ ଲୋକଙ୍କ ଠାରୁ ଜରିମାନା ଆଦାୟ କରିଛି ରେଳ ବିଭାଗ । ଭାରତୀୟ ରେଳ ବିଭାଗ ପକ୍ଷରୁ ଏଡି…
Read More...

ଅତୁଲ ସହ ରିଙ୍କି ଏବଂ ପିଙ୍କି । ଯାଆଁଳା ଭଉଣୀଙ୍କୁ ବିବାହ କଲେ ଯୁବକ । ସୋସିଆଲ୍ ମିଡିଆରେ ଭାଇରାଲ ହେଲା ଫଟୋ ଏବଂ…

କନକ ବ୍ୟୁରୋ: ଦୁଇ ଯାଆଁଳା ଭଉଣୀଙ୍କ ହୃଦୟ ଜିତିଲେ ଯୁବକ, ଧୁମଧାମରେ ହେଲା ବାହାଘର । ମହାରାଷ୍ଟ୍ରର ସୋଲାପୁର ଅଞ୍ଚଳରେ ହୋଇଥିବା ଏକ ବାହାଘର ଭିଡିଓ, ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ଯୁବକ ଦୁଇ ଯାଆଁଳା ଭଉଣୀଙ୍କୁ ବିବାହ କରୁଥିବାବେଳେ, ଦୁଇ ଭଉଣୀ ବର…
Read More...

ଫୁଟବଲ Legend ପେଲେଙ୍କ ସ୍ୱାସ୍ଥାବସ୍ଥା ଗମ୍ଭୀର , End-Of-Life କେୟାରକୁ ସ୍ଥାନାନ୍ତରଣ ।

କନକ ବ୍ୟୁରୋ: ବ୍ରାଜିଲର ପ୍ରଖ୍ୟାତ ଫୁଟବଲର ପେଲେଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗଗୁଡିକ କାର୍ଯ୍ୟ କରିବା ବନ୍ଦ କରିଦେଇଛି । ଫଳରେ ତାଙ୍କୁ End-Of-Life କେୟାର ପାଇଁ ସ୍ଥନାନ୍ତରଣ କରାଯାଇଥିବା ସୂଚନା ରହିଛି । ବିଶ୍ୱର ବିଶିଷ୍ଟ ଫୁଟବଲ ଖେଳାଳୀମାନେ ତାଙ୍କ ପାଇଁ ପ୍ରାର୍ଥନା କରିଛନ୍ତି ।…
Read More...

ଜୟରାମ ରମେଶଙ୍କ ବଡ ଘୋଷଣା, ଭାରତ ଯୋଡ ଯାତ୍ରା ପରେ କଂଗ୍ରେସ ଆରମ୍ଭ କରିବାକୁ ଯାଉଛି ହାତରେ ହାତ ଯୋଡ ଅଭିଯାନ

କନକ ବ୍ୟୁରୋ : ରାହୁଲ ଗାନ୍ଧୀଙ୍କ ନେତୃ୍ତ୍ୱରେ ଆରମ୍ଭ ହୋଇଥିବା ଭାରତ ଯୋଡ ଯାତ୍ରା ଏବେ ୮୮ ଦିନରେ ପହଂଚିଛି । ଏହାକୁ ଚାରିଆଡୁ ଜନସମର୍ଥନ ମିଳୁଥିବା ବେଳେ ବିଭିନ୍ନ ବର୍ଗର ଲୋକ ରାହୁଲଙ୍କ ସହ ପାଦରେ ପାଦ ମିଳାଇ ଚାଲୁଥିବାର ଦେଖିବାକୁ ମିଳିଛି । ଏହି କ୍ରମରେ ଏବେ ଜୟରାମ ରମେଶ ଏକ ବଡ…
Read More...

କେଏଲ ରାହୁଲଙ୍କ ଅର୍ଦ୍ଧଶତକ: ୧୮୬ ରନରେ ଭାରତ ଅଲଆଉଟ, ବାଂଲାଦେଶ ଆଗରେ ୧୮୭ ରନ ଟାର୍ଗେଟ

କନକ ବ୍ୟୁରୋ: ଆଜି ଭାରତ-ବାଂଲାଦେଶ ପ୍ରଥମ ଦିନିକିଆ ମ୍ୟାଚ । ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୮୬ ରନ କରିଥିଲା । ଫଳରେ ଏବେ ବାଂଲାଦେଶ ଆଗରେ ୧୮୭ ରନ ଟାର୍ଗେଟ ରହିଛି । ଏହି ମ୍ୟାଚ ଜିତିବାକୁ ହେଲେ ବାଂଲାଦେଶକୁ ନିର୍ଦ୍ଧାରିତ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିବାକୁ ପଡିବ । ଏହି…
Read More...

ଦିଲ୍ଲୀରେ ଭୋଟର ଲିଷ୍ଟକୁ ନେଇ ରାଜନୀତି ସରଗରମ୍ । ତାଲିକାରୁ ନାଁ କଟିଯିବାକୁ ନେଇ ବିଜେପି, ଆପ୍ ମୁହାଁମୁହିଁ

ବ୍ୟୁରୋ ରିପୋର୍ଟ: ଦିଲ୍ଲୀ ନଗର ନିଗମର ୨୫୦ଟି ଆସନରେ ଆଜି ମତଦାନ ହୋଇଛି । ଏହା ମଧ୍ୟରେ ଭୋଟର୍ ତାଲିକାରୁ ଭୋଟରଙ୍କ ନାଁ କଟା ହୋଇଯାଇଥିବା ଅଭିଯୋଗକୁ ନେଇ ରାଜନୀତି ସରଗରମ ହୋଇଛି । ଗୋଟେପଟେ ପାଖାପାଖି ୧ ହଜାରରୁ ଅଧିକ ବିଜେପି ସମର୍ଥକଙ୍କ ନାଁ ଭୋଟର ଲିଷ୍ଟରୁ କଟିଯାଇଥିବା ସାଂସଦ ମନୋଜ…
Read More...

କଂଗ୍ରେସର ମହାସଚିବ ଓ ପ୍ରଭାରୀଙ୍କୁ ଖଡଗେଙ୍କ ନିର୍ଦ୍ଦେଶ । କହିଲେ, ୯୦ ଦିନ ମଧ୍ୟରେ ପ୍ରସ୍ତୁତ କର ୨୦୨୪ ପାଇଁ ଯୋଜନା

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ଦଳର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଖଡଗେ ଦଳର ତଳସ୍ତରରୁ ଉପରସ୍ତର ପର୍ଯ୍ୟନ୍ତ ସମସ୍ତ ନେତାଙ୍କୁ ଜବାବ ରଖିବାକୁ କହିଛନ୍ତି । ସେ କହିଥିଲେ କି ପାର୍ଟିର ମହାସଚିବ ଓ ପ୍ରଦେଶ…
Read More...

ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରାରେ ବିବାଦୀୟ ‘କମ୍ପ୍ୟୁଟର ବାବା’ : ବିଜେପିର ସମାଲୋଚନା, କହିଲା, ଜମି ଦଲାଲି ବାବା…

କନକ ବ୍ୟୁରୋ : ଚର୍ଚ୍ଚାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରା । କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ଅନେକ ନାମୀ ବ୍ୟକ୍ତି ସାମିଲ ହୋଇଛନ୍ତି । ଏହି କ୍ରମରେ ରାହୁଲଙ୍କ ଭାରତ ଯୋଡ଼ ଯାତ୍ରାରେ ବିବାଦୀୟ ସନ୍ଥ ନାମଦେବ ଦାସ ତ୍ୟାଗି ଓରଫ ‘କମ୍ପ୍ୟୁଟର ବାବା’ଙ୍କୁ…
Read More...

ସୁନ୍ଦର ଚେହେରା ଓ ମନଲୋଭା କଥା କହି ଲୁଟିନେଲେ ୩୦ ହଜାର କୋଟି, ଏବେ ଲକ୍ଷ ଲକ୍ଷ ଲୋକ କାଙ୍ଗାଳ

କନକ ବ୍ୟୁରୋ : କ୍ରିପ୍ଟୋ କରେନ୍ସି ବା ଅଦୃଶ୍ୟ ମୁଦ୍ରାକୁ ନେଇ ଏବେ ବି ବିଶ୍ୱର ୮୦ ପ୍ରତିଶତ ଲୋକ ବିଶେଷ କିଛି ଜାଣି ନାହାଁନ୍ତି । ହେଲେ ଗତବର୍ଷ ଏହି କ୍ରିପ୍ଟୋ କରେନ୍ସିକୁ ନେଇ ଅନେକ ଖବର ଶୁଣିବାକୁ ମିଳିଥିଲା । ଏଥିରେ ଅର୍ଥ ବିନିଯୋଗ କରି ଅନେକ ଲୋକ କୋଟିପତି ହୋଇପାରିଥିବା ବେଳେ…
Read More...

ମହାନଗର ନିଗମ ନିର୍ବାଚନ : ଭୋଟ ଦେଉଛି ଦିଲ୍ଲୀ; ଏଥର ବଡଧରଣର ଓଲଟପାଲଟ କରିବ କି ଆପ୍?

କନକ ବ୍ୟୁରୋ : ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ପାଇଁ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଛି । ଏହି ମତଦାନ ପ୍ରକ୍ରିୟା ସନ୍ଧ୍ୟା ସାଢେ ୫ଟା ଯାଏଁ ଚାଲିବ । ଭୋଟକୁ ଆଖିରେ ରଖି ଦିଲ୍ଲୀ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସମ୍ବେଦନଶୀଳ ଅଂଚଳରେ ଗତକାଲିଠୁ ପାଟ୍ରୋଲିଂ କରି କଡା…
Read More...