Browsing Category

ନ୍ୟୁଜ୍

ହୀରାକୁଦରେ ଖୋଲିଲା ଆଉ ୫ଟି ଗେଟ୍: ମୋଟ ୧୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ

କନକ ବ୍ୟୁରୋ: ରାଜ୍ୟରେ ଗତ କିଛି ଦିନ ହେଲା ଲଗାଣ ବର୍ଷା ଜାରି ରହିଛି । ଉପରମୁଣ୍ଡାରେ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ପାଣି ନିସ୍କାସନ ପାଇଁ ହୀରାକୁଦ ଡ୍ୟାମରେ ଆଉ ୫ଟି ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ମୋଟ ୧୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି ।…
Read More...

ଦିବ୍ୟାଙ୍ଗ ଭଉଣୀର ସେବାରେ ବିତିଲାଣି ୪୦ ବର୍ଷ । ଭଉଣୀକୁ ସୁରକ୍ଷା ଦେବାକୁ ଅବିବାହିତ ରହିଗଲେ ଭାଇ ।

କନକ ବ୍ୟୁରୋ: ଏ ସମ୍ପର୍କ ସ୍ନେହର, ଶ୍ରଦ୍ଧାର, ଭଲପାଇବାର... ଏ ସମ୍ପର୍କ ରାଗ, ରୁଷା. କଳି, ଝଗଡାର । ଏ ସମ୍ପର୍କ ତ୍ୟାଗର, ଏ ସମ୍ପର୍କ ତୋର- ମୋର... ଭାଇଟିଏ ଭଉଣୀ ସହ ଯେତେ ଝଗଡା କରୁ, ଯେତେ କଳି କରୁ ଦୁହେଁ ଦୁହିଁଙ୍କୁ ସେତେ ଅଧିକ ଭଲପାଆନ୍ତି । ଜୀବନଠୁ ବେଶି ଯତ୍ନ ନିଅନ୍ତି । ଭାଇ…
Read More...

“ମୁଁ ପୁଣି ଏକଛତ୍ରବାଦ ହୋଇଯିବି” ଜାଣନ୍ତୁ କର୍ମଚାରୀଙ୍କୁ କାହିଁକି ଏଭଳି ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ

କନକ ବ୍ୟୁରୋ : ନିଜର ନିଆରା ନିର୍ଣ୍ଣୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ୍ । ହେଲେ ଏବେ ସେ ରାଜ୍ୟର କର୍ମଚାରୀଙ୍କୁ ଏଭଳି କିଛି ଚେତାବନୀ ଦେଇଛନ୍ତି କି ଯାହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସେ ରାଜ୍ୟ କର୍ମଚାରୀଙ୍କୁ…
Read More...

ଯିଏ ଢାଞ୍ଚା ତିଆରି ଜାଣିଛି, ସିଏ ଭଲ ମୂର୍ତ୍ତି ବି କରିପାରିବ । ସୁଯୋଗ ମିଳିଛି, ଗୋଲ କରିବୁ : ଜୟନାରାୟଣ ମିଶ୍ର

କନକ ବ୍ୟୁରୋ : ବିଜେପି ପାଇଁ ସୁଯୋଗ ସୃଷ୍ଟି ହୋଇଛି, ଆଉ ଆମେ ତାହାର ଫାଇଦା ନେବୁ, ଗୋଲ କରିବୁ । ବିଜେପି ଚାଣକ୍ୟ ଅମିତ ଶାହାଙ୍କ ଗୁରୁମନ୍ତ୍ର ପରେ ଗଣମାଧ୍ୟମ ସାମ୍ନାରେ କିଛି ଏଭଳି ଦୃଢୋକ୍ତି ରଖିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ସେ କହିଛନ୍ତି, ଓଡିଶାକୁ ଭାରତୀୟ ଜନତା…
Read More...

କଅଁଳ ପିଠିରେ ପରିବାର ବୋଝ । ପାଠପଢାରେ ବାଧକ ହେଉଛି ଘରର ଦାୟିତ୍ୱ

କନକ ବ୍ୟୁରୋ: ଆଖିରେ ଆଖିଏ ସ୍ୱପ୍ନ । ହେଲେ ସବୁ ସ୍ୱପ୍ନକୁ ଭାଙ୍ଗି ଦେଉଛି ପ୍ରତିକୂଳ ପରିସ୍ଥିତି । ଯେଉଁ ବୟସରେ ଖେଳକୁଦ କରିବା କଥା ସେ ବୟସ କଟୁଛି ଘର କରଣା କାମରେ, ଯେଉଁ ସମୟରେ ସ୍କୁଲ ଯାଇ ପାଠ ପଢିବା କଥା ସେ ସମୟ କଟୁଛି ଭିନ୍ନକ୍ଷମ ବାପାଙ୍କୁ ସହଯୋଗ କରିବାରେ । ଆମେ କହୁଛୁ…
Read More...

ରାକ୍ଷୀ ପୂର୍ଣ୍ଣିମା : ପ୍ରଧାନମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ କୁନି କୁନି ପିଲା

କନକ ବ୍ୟୁରୋ : ରାଖୀ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାକ୍ଷୀ ବାନ୍ଧିଛନ୍ତି କୁନି କୁନି ଝିଅ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କ ଝିଅ ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଛନ୍ତି । କର୍ମଚାରୀଙ୍କ ଭିତରେ ପିଏମ କାର୍ଯ୍ୟାଳୟର ସୁଇପର,…
Read More...

‘ଥଲ୍ଲୁମାଲା’ ଫିଲ୍ମ ପ୍ରମୋସନ ବେଳେ ଅସମ୍ଭାଳ ଭିଡ : ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍

କନକ ବ୍ୟୁରୋ : ଫିଲ୍ମ ପ୍ରମୋସନ ବେଳେ ଅସମ୍ଭାଳ ଭିଡ । ମାଲାୟାଲମ୍ ଫିଲ୍ମର ଅଭିନେତା ଟୋବିନୋ ଥୋମାସଙ୍କ ଆଗାମୀ ଫିଲ୍ମ 'ଥଲ୍ଲୁମାଲା'ର ପ୍ରମୋସନ ପୋଗ୍ରାମରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ଯାହା ଫଳରେ ଫିଲ୍ମ ପ୍ରମୋସନ କାର୍ଯ୍ୟକ୍ରମକୁ ବାତିଲ କରିବାକୁ ପଡିଥିଲା । ତେବେ ମଲରେ…
Read More...

ଅମୀରଙ୍କ ଫିଲ୍ମ…ଆଉ ପସନ୍ଦ କରୁନାହାନ୍ତି ଲୋକେ ? ପରଦାକୁ ଆସିଛି ‘ଲାଲ ସିଂ ଚଡ୍ଡା’; ଫିଲ୍ମକୁ ବୟକଟ ପାଇଁ…

କନକ ବ୍ୟୁରୋ : ଅମୀର ଖାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ଲାଲ ସିଂ ଚଡ୍ଡା ଆଜି ରିଲିଜ୍ ହୋଇଛି । ମିଷ୍ଟର ପରଫେକ୍ସନିଷ୍ଟଙ୍କ ଫିଲ୍ମ ଦେଖିବା ପାଇଁ ଭାରତୀୟ ଦର୍ଶକ ଅପେକ୍ଷା କରି ବସିଥାନ୍ତି । କିନ୍ତୁ ସେ ଅପେକ୍ଷା ଏବେ ବି ଅଛି ନା ସେ ଅପେକ୍ଷା ଉପରେ ପ୍ରଭାବ ପକାଇଛି ବିବାଦ । କୁହାଯାଏ…
Read More...

ଗୁପ୍ତଚର ସୂଚନା ଆଧାରରେ ସରକାରଙ୍କ ବଡ ନିଷ୍ପତ୍ତି, ଗୌତମ ଆଦାନୀଙ୍କୁ ଯୋଗାଇ ଦେଲେ ଜେଡ ସୁରକ୍ଷା

କନକ ବ୍ୟୁରୋ : ଆଦାନୀ ଗ୍ରୁପର ଚେୟାରମ୍ୟାନ ତଥା ଏସିଆ ମହାଦେଶର ସବୁଠାରୁ ଧନୀବ୍ୟକ୍ତି ଗୌତମ ଆଦାନୀଙ୍କୁ କେନ୍ଦ୍ର ସରକାର ଜେଡ ପ୍ଲସ ସୁରକ୍ଷା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ସୂଚନା ମୁତାବକ ଇଣ୍ଟେଲିଜେନ୍ସ ବ୍ୟୁରୋର ସୂଚନା ଆଧାରରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଗୌତମ ଆଦାନୀଙ୍କୁ…
Read More...

କାଳ ହେଲା ଲଗାଣ ବର୍ଷା : ୩ଫୁଟ୍ ନାଳ ପାଣିରେ ପଶି ଶବ ବୋହିଲେ ସମ୍ପର୍କୀୟ; ନାଳପାଣି ଅତିକ୍ରମ କରି ଶବ ସତ୍କାର

କନକ ବ୍ୟୁରୋ : ୩ଫୁଟ୍ ନାଳ ପାଣି ଅତିକ୍ରମ କରି ଶବ ସତ୍କାର କଲେ ସମ୍ପର୍କୀୟ । କଳାହାଣ୍ଡିରେ ଗତ କିଛି ଦିନ ହେଲା ଲଗାଣ ବର୍ଷା ଜାରି ରହିଛି । ବର୍ଷା ଯୋଗୁଁ ନଦୀ ନାଳରେ ଜଳସ୍ତର ବୃଦ୍ଧି ପାଉଛି । ତେବେ କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକ ବେହେରାଗୁଡ଼ା ଗାଁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…
Read More...