Browsing Category

ନ୍ୟୁଜ୍

ଝାରଖଣ୍ଡର ଗାଲୁଡିହ ବ୍ୟାରେଜରୁ ମାଡି ଆସୁଛି ବନ୍ୟାପାଣି । ୨ ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ୱରରେ ନିଶ୍ଚିତ ବନ୍ୟା କହିଲେ…

କନକ ବ୍ୟୁରୋ : ବର୍ତ୍ତମାନ ରାଜ୍ୟରେ ବର୍ଷାର ପ୍ରକୋପ ସମ୍ପୁର୍ଣ୍ଣ କମିଥିଲେ ବି ଟଳିନି ବନ୍ୟା ବିପଦ । ଏନେଇ ପ୍ରେସମିଟ୍ ଜରିଆରେ ସତର୍କ କରାଇଛନ୍ତି ଏସଆରସି ପ୍ରଦୀପ ଜେନା । ସେ କହିଛନ୍ତି, ସୁବର୍ଣ୍ଣରେଖାରେ ବଢୁଛି ଜଳସ୍ତର । ଜାମଶୋଳାଘାଟରେ ବିପଦ ସଙ୍କେତର ୪ଲେବୁଲ ଉପରେ ରହିଛି ଜଳସ୍ତର ।…
Read More...

ବିବାଦରେ ବଲିଉଡର ହ୍ୟାଣ୍ଡସମ୍ ହଙ୍କ୍ । ‘ମହାକାଳଙ୍କ ଥାଳି’ ବିଜ୍ଞାପନକୁ ନେଇ ବିବାଦରେ ରିତିକ୍ ରୋସନ୍ ।

କନକ ବ୍ୟୁରୋ: ପୁଣି ବିବାଦରେ ବଲିଉଡ୍ ହଙ୍କ୍ ରିତିକ ରୋସନ୍ । ଏକ ଖାଦ୍ୟ ଡେଲିଭରୀ ବିଜ୍ଞାପନ କରି ଅଡୁଆରେ ରିତିକ୍ । ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରୀ କମ୍ପାନୀ ଜୋମାଟୋର ବିଜ୍ଞାପନକୁ ନେଇ ବିବାଦ ଦେଖାଦେଇଛି। ବିଜ୍ଞାପନରେ ରିତିକ୍ ଅଭିନୟ କରିବା ସହ ଉଜ୍ଜୟିନୀର ପ୍ରସିଦ୍ଧ ମହାକାଳେଶ୍ୱର…
Read More...

ମନୀଷ ସିସୋଦିଆଙ୍କ ଉପରେ ଦାଖଲ ହେବ ମନି ଲଣ୍ଡ୍ରିଂ ମାମଲା, ଇଡିକୁ କିଛି ଦସ୍ତାବିଜ ଦେଲା ସିବିଆଇ

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ମାମଲାରେ ଏବେ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଗୋଟିଏ ପଟେ ତାଙ୍କ ଉପରେ ଲୁକ୍ ଆଉଟ୍ ନୋଟିସ ଜାରି କରାଯାଇଥିବା ବେଳେ ଏବେ ମନି ଲଣ୍ଡ୍ରିଂ ଅଧାରାରେ ତାଙ୍କ ଉପରେ ମାମଲା ଚାଲିବ । ଏନେଇ ସିବିଆଇ ପକ୍ଷରୁ ପ୍ରବର୍ତ୍ତନ…
Read More...

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ପାରନ୍ତି ହେମନ୍ତ ସୋରେନ, ୨ ସପ୍ତାହ ମଧ୍ୟରେ ଆସିପାରେ ନିର୍ବାଚନ କମିଶନଙ୍କ ରାୟ !

କନକ ବ୍ୟୁରୋ : ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଖଣି ଖୋଳିବା ପାଇଁ ଦେଇଥିବା ଲିଜ୍ ମାମଲାରେ ୧୦-୧୫ ଦିନ ମଧ୍ୟରେ ନିର୍ବାଚନ କମିଶନ ନିଷ୍ପତ୍ତି ଶୁଣାଇପାରନ୍ତି ବୋଲି ଏକ ସୂତ୍ର ସୂଚନା ମାଧ୍ୟମରେ କୁହାଯାଇଛି । ସୁତ୍ର ସୂଚନା ମୁତାବକ ଯଦି ହେମନ୍ତ ସୋରେନଙ୍କ…
Read More...

ରାଜସ୍ଥାନ ବିଜେପି ନେତା କହିଲେ ‘ଆମେ ସେମାନଙ୍କର ୫ ଜଣଙ୍କୁ ହତ୍ୟା କରିଛୁ’, ବୟାନ ଆଧାରରେ ପୋଲିସରେ ଅଭିଯୋଗ

କନକ ବ୍ୟୁରୋ : ରାଜସ୍ଥାନ ବିଜେପି ନେତା ଜ୍ଞାନଦେବ ଆହୁଜାଙ୍କ ବିବାଦୀୟ ବୟାନ ପରେ ତାଙ୍କ ପାଇଁ ଅଡୁଆ ବଢିଛି । କହିରଖୁ କି, ଜ୍ଞାନଦେବଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜ୍ଞାନଦେବ କହୁଛନ୍ତି କି ‘ଆମେ ତ ସେମାନଙ୍କର ୫ ଜଣ ଲୋକଙ୍କୁ…
Read More...

ଯାଜପୁର-ଭଣ୍ଡାରିପୋଖରୀ ଯୋଗାଯୋଗ ବିଚ୍ଛିନ୍ନ । ଆଖୁଆପଦା ନିକଟରେ ବିପଦ ସଙ୍କେତ ଟପିଲା ବୁଢାବଳଙ୍ଗ

କନକ ବ୍ୟୁରୋ: ବାରମ୍ବାର ଲଘୁଚାପ, ତାସାଙ୍ଗକୁ ଲଗାଣ ବର୍ଷା ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ଏଥିରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ଉତ୍ତର ଓଡିଶାର ଏକାଧିକ ଜିଲ୍ଲା । ବାଲେଶ୍ୱରରେ ବନ୍ୟା ସ୍ଥିତି ଗମ୍ଭୀର ହୋଇପଡିଛି ।ବ୍ୟା ଯୋଗୁଁ ଯାଜପୁର-ଭଣ୍ଡାରୀପୋଖରୀ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।…
Read More...

କେରଳ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ରାସ୍ତା ଖରାପ ପାଇଁ ଦୁର୍ଘଟଣା ହେଲେ ଜିଲ୍ଲାପାଳ ଦାୟୀ

କନକ ବ୍ୟୁରୋ : ଦେଶରେ ଦିନକୁ ଦିନ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ଏଭଳି ଦୁର୍ଘଟଣାରେ ଦୈନିକ ହଜାର ହଜାର ଲୋକଙ୍କର ମୃତ୍ୟୁ ହେଉଥିବା ବେଳେ ଅନେକ ସଂଖ୍ୟାର ଲୋକ ଆହତ ହେଉଛନ୍ତି । ଯଦି ଆମେ ସଡକ ଦୁର୍ଘଟଣା କଥା କହିବା ଏଥିପାଇଁ ମୁଖ୍ୟତଃ ଦୁଇଟି କାରଣ ଦାୟୀ । ପ୍ରଥମ ଟି ବେପରୁଆ ଗାଡି…
Read More...

ଲଘୁଚାପ ବର୍ଷା ଛେଚିଲା, ରାଜୁଆ ନଦୀ ବନ୍ଧ ଭାଙ୍ଗିଲା । ଜଳବନ୍ଦୀ ଘେରରେ ୧୦ଟି ଗାଁର ଲୋକ ।

କନକ ବ୍ୟୁରୋ : ଲଘୁଚାଜନିତ ବର୍ଷା ଯୋଗୁଁ ଖୋର୍ଦ୍ଧା ଜିଲ୍ଲାର ରାଜୁଆ ନଦୀ ବନ୍ଧ ଭାଙ୍ଗିଯାଇଛି । ଯାହା ଫଳରେ ସ୍ଥାନୀୟ ଅଂଚଳର ପ୍ରାୟ ୧୦ଟି ଗ୍ରାମବାସୀ ଏବେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନଦୀ ବନ୍ଧରେ ଘାଇ ଯୋଗୁ ଏବେ ଶରଧାପୁର, ମାନପୁର, ବଳପୁର, ଧବଳପୁର, ହାଡପଡା,…
Read More...

ବନ୍ୟା ବିପନ୍ନଙ୍କୁ ମିଳିଲାନି ପଲିଥିନ । ତହସିଲଦାରଙ୍କ ପାଦତଳେ ପଡ଼ିଲେ ଜିଲ୍ଲା ପରିଷଦ ସଭ୍ୟ ।

କନକ ବ୍ୟୁରୋ : ବନ୍ୟା ପ୍ରଭାବିତ ଲୋକଙ୍କୁ ପଲିଥିନ ଯୋଗାଇ ଦେବା ପାଇଁ ତହସିଲଦାରଙ୍କ ଗୋଡ ତଳେ ପଡିଲେ ଜିଲ୍ଲା ପରିଷଦ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଂଚଳରେ । ଲଗାଣ ବର୍ଷା ଯୋଗୁ ସ୍ଥାନୀୟ ଉଫୁଲା ପଂଚାୟତ ଖମ୍ବେଶ୍ୱରୀପାଲି ଗ୍ରାମର ଅନେକ…
Read More...

ସିସୋଦିଆଙ୍କ ସହ ୧୪ ଜଣଙ୍କ ବିରୋଧରେ ଲୁକଆଉଟ୍ ନୋଟିସ୍ । ଦେଶ ଛାଡିବା ଉପରେ ରୋକ୍

କନକ ବ୍ୟୁରୋ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ୧୪ ଜଣଙ୍କ ବିରୋଧରେ ଲୁକଆଉଟ୍ ନୋଟିସ୍ ଜାରି କରିଛି ସିବିଆଇ । ଜାରି ହୋଇଥିବା ସର୍କୁଲାରରେ ସିବିଆଇ ଏ ସମସ୍ତ ବ୍ୟକ୍ତି ନାଁ ଉଲ୍ଲେଖ କରି ଏଫଆଇଆର ଦାଏର କରିଛି । ଏହି…
Read More...