Browsing Category

ନ୍ୟୁଜ୍

ବନ୍ୟା ପ୍ରଭାବିତ ପୁରୀ ଜିଲ୍ଲାରେ ଆଉ ଦୁଇ ଦିନ ସ୍କୁଲ ବନ୍ଦ । ୪ଟି ବ୍ଲକରେ ୨୨ ଓ ୨୩ ତାରିଖ ସ୍କୁଲ ଛୁଟି ।

କନକ ବ୍ୟୁରୋ: ପୁରୀ ଜିଲ୍ଲାରେ ଆଉ ଦୁଇ ଦିନ ବନ୍ଦ ରହିବ ସ୍କୁଲ । ବନ୍ୟା ପ୍ରଭାବିତ ବ୍ଲକ ଗୁଡିକରେ ଆଉ ଦୁଇ ଦିନ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ପୁରୀ ଜିଲ୍ଲାର ୪ଟି ବ୍ଲକରେ ଆଉ ଦୁଇ ଦିନ ସ୍କୁଲ ଗୁଡିକ ବନ୍ଦ ରହିବ । ଆସନ୍ତା ୨୨ ତାରିଖ ଓ ୨୩ ତାରିଖ ସ୍କୁଲ ବନ୍ଦ…
Read More...

ଦିଲ୍ଲୀ ପୋଲିସ ହେପାଜତରେ ଚାଷୀ ନେତା ରାକେଶ ଟିକାୟତ । ଜନ୍ତରମନ୍ତର ଯିବା ସମୟରେ ରୋକିଲା ଦିଲ୍ଲୀ ପୋଲିସ ।

କନକ ବ୍ୟୁରୋ: ପୋଲିସ ହେପାଜତରେ ଚାଷୀ ନେତା ରାକେଶ ଟିକାୟତ । ରବିବାର ଦିଲ୍ଲୀ ପୋଲିସ ରାକେଶ ଟିକାୟତଙ୍କୁ ବର୍ଡର ଉପରୁ ହିଁ ନିଜ ହେପାଜତକୁ ନେଇଯାଇଛି । ତେବେ ବର୍ତ୍ତମାନ ତାଙ୍କୁ ଦିଲ୍ଲୀର ମଧୁବିହାର ପୋଲିସ ଷ୍ଟେସନରେ ରଖାଯିବା ସହିତ ପଚରାଉଚୁରା କରାଯାଉଥିବା ସୂଚନା ରହିଛି । ଏନେଇ ନିଜେ…
Read More...

ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା: ଗାଁରେ ଶବ ସତ୍କାର ପାଇଁ ବନ୍ୟାପାଣିରେ ମଶାଣି ନେଲେ ମୃତଦେହ

କନକ ବ୍ୟୁରୋ: ନାଳ ଭିତରେ ଛାତିଏ ପାଣି । ଆଉ ସେହି ନାଳ ଭିତରେ ପଶି କୋକେଇ ବୋହି ନେଇ ହୋଇଛି ଶବ ସକ୍ରାର । ଏହି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଚନ୍ଦାହାଣ୍ଡି ଚକାମାଳ ଗାଁରେ । ବନ୍ୟା ଯୋଗୁ ସବୁଆଡେ ଜଳ ମଗ୍ନ ହୋଇଥିବା ବେଳେ ଜଳବନ୍ଦୀ ହୋଇପଡ଼ିଛନ୍ତି ଲୋକେ । ନାଳ ଉପରେ ଉଚ୍ଚ ପୋଲ କି…
Read More...

ବନ୍ୟାଚଞ୍ଚଳରେ ସ୍ୱାସ୍ଥ୍ୟସେବାର ନଗ୍ନଚିତ୍ର: ଅଣ୍ଟାଏ ପାଣି ଭିତରେ ଅସୁସ୍ଥ ଝିଅଙ୍କୁ କାନ୍ଧରେ ବୋହି ଡାକ୍ତରଖାନାକୁ…

କନକ ବ୍ୟୁରୋ: ବନ୍ୟାଜଳରେ ସ୍ୱାସ୍ଥ୍ୟସେବାର ବିପର୍ଯ୍ୟସ୍ତ ଚିତ୍ର । ସବୁଆଡେ ପାଣି ଆଉ ପାଣି । ଜଳବନ୍ଦୀ ହୋଇପଡ଼ିଛନ୍ତି ଲୋକେ । ଆଉ ତାରି ଭିତରେ ସ୍ୱାସ୍ଥ୍ୟୃଅବସ୍ଥା ବେହାଲ ହୋଇପଡ଼ିଛି । ପାଣି ଘେରରେ ଲୋକେ ରହୁଥିବା ବେଳେ ଯାତାୟାତ ଯେମିତି ସମ୍ପୁର୍ଣ୍ଣର୍ର୍ ବନ୍ଦ ହୋଇପଡ଼ିଛି । ଆଉ ତା ସହିତ…
Read More...

ମୃତ ମା’ ଛାତି ଉପରେ ପଡିଥିଲା ୨ ପିଲାଙ୍କ ଶବ । ହିମାଚଳପ୍ରଦେଶରୁ ଆସିଛି ଛାତିଥରା ଦୃଶ୍ୟ ।

କନକ ବ୍ୟୁରୋ: ବର୍ଷା ରାତିରେ ଘରେ ଶୋଇଥିଲେ ମା’ ଆଉ ପିଲାମାନେ । ଏତିକି ବେଳେ ମାଡିବସିଲା ମୃତ୍ୟୁ । କିଛି ବୁଝିବା ଆଗରୁ ଚାଲିଗଲା ଗୋଟିଏ ପରିବାରର ୮ଜଣଙ୍କ ଜୀବନ । ହିମାଚଳପ୍ରଦେଶ ମଣ୍ଡି ଗାଁରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା । ହିମାଚଳ ପ୍ରଦେଶ ମଣ୍ଡି ଗାଁର ମୁଖିଆଙ୍କ ପରିବାର ଉପରେ…
Read More...

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା, ରାଜ୍ୟ ସଂଚାଳନ ସମିତି ଅଧ୍ୟକ୍ଷ ପଦ ଛାଡିଲେ ଆନନ୍ଦ…

କନକ ବ୍ୟୁରୋ : ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ପୁଣି କଂଗ୍ରେସକୁ ଝଟକା ଦେଇଛନ୍ତି ଆନନ୍ଦ ଶର୍ମା । ରବିବାର ଦିନ ସେ ପାର୍ଟିର ସଞ୍ଚାଳନ ସମିତି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ସେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଛନ୍ତି । ଚିଠି ମାଧ୍ୟମରେ ସେ…
Read More...

କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ଗୁରୁତର । ଆସିଲା AIIMS ନିର୍ଦ୍ଦେଶକଙ୍କ ବଡ ବୟାନ୍

କନକ ବ୍ୟୁରୋ: ଜୋକ୍ସ କହି ଲୋକଙ୍କ ମନ ଖୁସି କରୁଥିବା କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସମସ୍ତେ ଚିନ୍ତାରେ । ଏଭଳି ସ୍ଥିତିରେ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ବଡ ବୟାନ ଦେଇଛନ୍ତି । ରାଜୁଙ୍କ ଅବସ୍ଥା ଗୁରୁତର ଏବଂ ସେ ଆଇସିୟୁରେ ଅଛନ୍ତି ବୋଲି କହିଛନ୍ତି…
Read More...

ଓଡ଼ିଶାକୁ ବୁଡାଉଛି ପଡୋଶୀ ପାଣି ! ଏସଆରସି କହିଲେ,ଛତିଶଗଡ଼ ସହ ଆଉ ହେବନି କୌଣସି ଆଲୋଚନା।

କନକ ବ୍ୟୁରୋ : ଓଡ଼ିଶାକୁ ବୁଡ଼ାଉଛି ପଡ଼ୋଶୀ ପାଣି । କିଛି ଦିନ ପୂର୍ବରୁ ମହାନଦୀର ଜଳସ୍ତର ବୃଦ୍ଧି କରୁଥିଲା ଉପରମୁଣ୍ଡରେ ଥିବା ଛତିଶଗଡ଼ । ଏବେପୁଣି ପଡ଼ୋଶୀ ଝାଡ଼ଖଣ୍ଡ ଗାଲୁଡିହି ବ୍ୟାରେଜର ୧୬ଟି ଗେଟ୍ ଖୋଲିଦେବା ପରେ ବଢ଼ୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । ପ୍ରାୟ ୬ଲକ୍ଷ କ୍ୟୁସେକ ପାଣି…
Read More...

‘ସକାଳୁ ଉଠିଲେ ସିବିଆଇ-ଇଡି ଖେଳ ଆରମ୍ଭ କରିଦେଉଛନ୍ତି । ଦେଶ ଉନ୍ନତି କରିବ କିପରି?’: ଅରବିନ୍ଦ କେଜ୍ରିୱାଲ

କନକ ବ୍ୟୁରୋ: ଦିଲ୍ଲୀ ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ଲକ୍ ଆଉଟ୍ ନୋଟିସ୍ ଜାରି ହେବା ପରେ ମୋଦୀ ସରକାରଙ୍କ ଉପରେ ପୁଣି ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । ଦେଶରେ ବେକାରୀ ସମସ୍ୟା ଓ ଦରବୃଦ୍ଧି ସମସ୍ୟା ବିରୋଧରେ ଲଢିବା ବଦଳରେ କେନ୍ଦ୍ର ସରକାର ସିବିଆଇ- ଇଡିର ଖେଳ…
Read More...

ବାଲେଶ୍ୱର ଜିଲ୍ଲାପାଳଙ୍କୁ ଏସଆରସି କ୍ଷମତା । ସୁବର୍ଣ୍ଣରେଖାରେ ବଡ ବନ୍ୟା ଆସୁଥିବାରୁ ମିଳିଲା କ୍ଷମତା, ମୁକାବିଲା…

କନକ ବ୍ୟୁରୋ : ସୁବର୍ଣ୍ଣରେଖାରେ ଆସୁଥିବା ବଡ଼ ବନ୍ୟାକୁ ନେଇ ସଜାଗ ହୋଇଛନ୍ତି ରାଜ୍ୟ ସରକାର । ପରିସ୍ଥିତିର ମୁକାବିଲା କରିବା ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଏସଆରସି କ୍ଷମତା ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରେୟ…
Read More...